BJP Rourkela District
Contact information, map and directions, contact form, opening hours, services, ratings, photos, videos and announcements from BJP Rourkela District, Digital creator, Jagda, Rourkela.
04/06/2026
Dt -୦୪,୦୬,୨୦୨୬ ଆଜି ସେକ୍ଟର -: ୦୨ , ଶେନାଇ ମଣ୍ଡପ ରେ ଆୟୋଜିତ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ Jual Oram , ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ Purnima Kerketta , ରଘୁନାଥପାଲି ବିଧାୟକ ଶ୍ରୀ Durga Tanti ଓ ରାଜ୍ୟ ମୁଖପାତ୍ର ଶ୍ରୀ Dhiren Senapaty ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ ଦେଲେ ।
04/06/2026
ଓଡ଼ିଶାର ଦେବତୁଲ୍ୟ କାର୍ଯ୍ୟକର୍ତ୍ତା ଓ ଜନତା ଜନାର୍ଦ୍ଦନଙ୍କ ବିଶ୍ବାସର ମୋହରକୁ ଦୁଇବର୍ଷ ପୂର୍ତ୍ତି
ବିକାଶ ଆଉ ସ୍ବପ୍ନ ନୁହେଁ, ବିକାଶ ଏବେ ଓଡ଼ିଶାର ଅଭିଜ୍ଞତା ପାଲଟିଛି
ଓଡ଼ିଶାର ଦେବତୁଲ୍ୟ କାର୍ଯ୍ୟକର୍ତ୍ତା ଓ ଜନତା ଜନାର୍ଦ୍ଦନଙ୍କ ବିଶ୍ୱାସର ମୋହରକୁ ଦୁଇବର୍ଷ ପୂର୍ତ୍ତି.....
Manmohan Samal
Purnima Kerketta
BJP Odisha BJP Rourkela District
04/06/2026
ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଜନକଲ୍ୟାଣ, ସୁଶାସନ ଓ ଉନ୍ନତିର ପଥରେ ରାଜ୍ୟକୁ ଆଗେଇ ନେବାର ଏହି ଯାତ୍ରା ଆହୁରି ସଫଳ ହେଉ। ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନରେ ଏହି ପ୍ରୟାସ ନୂତନ ଦିଗନ୍ତ ସୃଷ୍ଟି କରୁ।
ଲୋକଙ୍କ ସରକାରର ଦୁଇବର୍ଷ ପୂର୍ତ୍ତୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ଅନେକ ଅନେକ ଶୁଭେଚ୍ଛା। ମହାପ୍ରଭୁ ଜଗନ୍ନାଥ ସର୍ବଦା ଆପଣଙ୍କୁ ଶକ୍ତି ପ୍ରଦାନ କରନ୍ତୁ ନିଜକୁ ସେବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ. I
Narendra Modi PMO India Manmohan Samal CMO Odisha BJP Odisha Manas Mohanty Purnima Kerketta
03/06/2026
Bhabani Shankar Bhoi
ବିଶ୍ଵ ସାଇକେଲ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ।ଆସନ୍ତୁ, ବିଶ୍ଵ ସାଇକେଲ ଦିବସ ଅବସରରେ ଅଧିକରୁ ଅଧିକ ସାଇକେଲ ବ୍ୟବହାର କରି ସୁସ୍ଥ ସମାଜ ଏବଂ ସବୁଜ ପରିବେଶ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।
ପ୍ରଧାନମନ୍ତ୍ରୀ ସ୍ବନିଧୂ: ସମ୍ମାନ, ସଶକ୍ତିକରଣ ଏବଂ ଆତ୍ମନିର୍ଭରଶୀଳତାର ୬ ବର୍ଷ!
ବର୍ଷ ବର୍ଷ ଧରି ଆନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥା ବାହାରେ ଥୂବା କ୍ଷୁଦ୍ର ବ୍ୟବସାୟ ଗୁଡ଼ିକୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସ୍ବନିଧୂ ଏକ ନୂତନ ପରିଚୟ ଏବଂ ନୂତନ ସୁଯୋଗ ପ୍ରଦାନ କରିଛି ।
୭୫ ଲକ୍ଷ+ ହିତାଧୂକାରୀ
→ ₹୧୭,୮୦୦ କୋଟି+ ଋଣ ବଣ୍ଟନ କରାଯାଇଛି
୮୪୧ କୋଟି+ ଡିଜିଟାଲ କାରବାର
ପ୍ରାୟ ₹୯ ଲକ୍ଷ କୋଟି ଟଙ୍କାର ଡିଜିଟାଲ କାରବାର
ପ୍ରଧାନମନ୍ତ୍ରୀ ସ୍ବନିଧୂ କ୍ଷୁଦ୍ର ବ୍ୟବସାୟ ଗୁଡ଼ିକୁ କେବଳ ଋଣ ପ୍ରଦାନ କରିନାହିଁ ବରଂ ଡିଜିଟାଲ ସଶକ୍ତିକରଣ, ଆର୍ଥିକ ସୁରକ୍ଷା ଏବଂ ଆଗକୁ ବଢ଼ିବା ପାଇଁ ଆତ୍ମବିଶ୍ବାସ ପ୍ରଦାନ କରିଛନ୍ତି। ଏହି ଯୋଜନା ଲକ୍ଷ ଲକ୍ଷ ପରିଶ୍ରମୀ ପରିବାରଙ୍କ ପାଇଁ ସମ୍ମାନ, ଆତ୍ମସମ୍ମାନ ଏବଂ ଏକ ଉତ୍ତମ ଭବିଷ୍ୟତ ପାଇଁ ଏକ ଦୃଢ଼ ଭିତ୍ତିଭୂମି ପାଲଟିଛି।
02/06/2026
ପ୍ରଧାନମନ୍ତ୍ରୀ ସ୍ୱାନିଧି ଯୋଜନା ଦ୍ଵାରା ରାସ୍ତାକଡ଼ର ବ୍ୟବସାୟୀମାନଙ୍କ ଜୀବନଜୀବିକା ହେଉଛି ମଜବୁତ।
ଶାନ୍ତି, ସୁରକ୍ଷା ଓ ନ୍ୟାୟ ଏହି ତିନୋଟି ସ୍ତମ୍ଭ ଉପରେ ଗଢ଼ି ଉଠେ ଏକ ସଶକୁ ସମାଜ । ଲୋକଙ୍କ ସରକାରରେ ଲୋକଙ୍କ ସୁରକ୍ଷାକୁ ମିଳୁଛି ସର୍ବୋଚ୍ଚ ପ୍ରାଥମିକତା । ଅପରାଧୀ ଯେତେ ଧୂର୍ଷ ହେଉନା କାହିଁକି କିନ୍ତୁ ଆଇନଠାରୁ ଊର୍ଦ୍ଧ୍ବରେ କେହି ନୁହଁନ୍ତି । ଓଡ଼ିଶାରେ ମାତ୍ର ୨୧ ଦିନ ମଧ୍ୟରେ ୯ ଜଣ କୁଖ୍ୟାତ ଅପରାଧୀଙ୍କୁ ହୋଇଛି ଏନକାଉଣ୍ଟର ।
01/06/2026
BJYM Rourkela District
Abhinash Brahma
Click here to claim your Sponsored Listing.
Category
Website
Address
Jagda
Rourkela
769042