Rising Rajesh

Rising Rajesh

Share

Hi' friends my self Rajesh Kumar Pradhan with my elder brother Krushna Kumar Maharaja from Odisha

06/09/2026

Finally ଆମ Comedy Video ଆସିଗଲା 😂🤣 | କେମିତି ଲାଗିଲା Comment କରନ୍ତୁ 😍 | Vlog -152 |

👇👇👇
https://youtu.be/91SCsbbY844?si=Uv9_9dNZiGKXCVGB

01/09/2026

ଚନ୍ଦନପୁର ଆସିଛୁ TATA AC Servicing ପାଇଁ 🚐 | ଆଜିର ମଜାଦାର Vlog 😍 | Vlog-151 |

27/08/2026

ରାକ୍ଷୀ ପୂର୍ଣ୍ଣିମାରେ ମୋ ହାତ ଖାଲି 😔 | ଏବର୍ଷ ରାକ୍ଷୀ ବାନ୍ଧି ପାରିଲିନି | Vlog-150 |

20/08/2026

ପ୍ରଥମ ଥର ପାଇଁ କମେଡୀ ଭିଡିଓରେ କାମ କଲି 😂 ଟୁକୁନା ଭାଇ ସଙ୍ଗରେ 😍 | Vlog-149 |

19/08/2026

ଶ୍ରାବଣ ୩ୟ ସୋମବାର 🙏 ବାବା ଗ୍ରାମେଶ୍ବର ଓ ମା’ କାଳୀଙ୍କ ଦର୍ଶନ | ବାଟରେ କାଉଡ଼ି ଭାଇଙ୍କୁ ଭେଟିଲି 😍 | Vlog-148

ଜୟ ବାବା ଭୋଳାନାଥ 🙏🔱
ଶ୍ରାବଣ ମାସର ୩ୟ ସୋମବାର ଅବସରରେ ଆଜି ବାବା ଗ୍ରାମେଶ୍ବର ଓ ମା’ କାଳୀଙ୍କ ଦର୍ଶନ କରିବାର ସୁଯୋଗ ମିଳିଲା। ❤️
ଦର୍ଶନ ସାରି ଭୁବନେଶ୍ୱର ଯାଉଥିବା ବେଳେ ବାଟରେ କାଉଡ଼ି ଭାଇମାନଙ୍କୁ ଦେଖିଲି। ଶ୍ରାବଣ ମାସର ଭକ୍ତିମୟ ପରିବେଶ, ମନ୍ଦିର ଦର୍ଶନ ଓ ରାସ୍ତାର କିଛି ସୁନ୍ଦର ମୁହୂର୍ତ୍ତ ଏହି Vlog ରେ ଦେଖିପାରିବେ। 🙏🌿
ଭିଡିଓଟି ଭଲ ଲାଗିଲେ Like 👍 | Share ↗️ | Subscribe ❤️ କରିବାକୁ ଭୁଲିବେନି।
Vlog - 148 |

18/08/2026

ଆଜିର Vlog ଟି ଟିକେ ଅଲଗା ଆଉ ବହୁତ ମଜାଦାର! 😍✈️
ଗିରଲରେ ଖୋଲିଛି ଏକ ନୂଆ Flight Restaurant 😱🍽️ ଆଉ ସବୁଠୁ ମଜାର କଥା ହେଉଛି—ଆମେ ହେଲୁ ଏହାର 1st Customer! ❤️🔥
Flight ଭିତରେ Restaurant କେମିତି ହୋଇଛି, ଭିତରର ambience କେମିତି ଲାଗୁଛି ଆଉ ଆମର ପ୍ରଥମ experience କେମିତି ଥିଲା—ସବୁକିଛି ଏହି Vlog ରେ ଦେଖନ୍ତୁ। 😍
ଭିଡିଓଟି ଭଲ ଲାଗିଲେ Like 👍 | Comment 💬 | Share ↗️ କରନ୍ତୁ ଏବଂ ପରିବାରକୁ Subscribe ❤️ କରିବାକୁ ଭୁଲନ୍ତୁ ନାହିଁ। 🙏

17/08/2026

Recognize this place? Tell me in the comments where this vlog was filmed.

16/08/2026
16/08/2026

🇮🇳 ଆମ ଗାଁରେ ଧୁମଧାମରେ ସ୍ୱାଧୀନତା ଦିବସ ପାଳନ ❤️🇮🇳 | Vlog -145 |

15 ଅଗଷ୍ଟରେ ଆମ ଗାଁର କ୍ଲବ ପିଲାମାନଙ୍କ ସହ ମିଶି ଧୁମଧାମରେ ସ୍ୱାଧୀନତା ଦିବସ ପାଳନ କଲୁ 🇮🇳❤️
ଆମ ଗାଁର ସ୍କୁଲର Students ଓ Sir ମାନେ ମଧ୍ୟ ଆସି ଏହି ଉତ୍ସବକୁ ଆହୁରି ସୁନ୍ଦର କରିଦେଲେ। ଦେଶଭକ୍ତି, ପରେଡ୍, ଜାତୀୟ ପତାକା, ସୁନ୍ଦର କାର୍ଯ୍ୟକ୍ରମ ଆଉ ଗାଁର ମଜା—ସବୁକିଛି ଏହି Vlog ରେ ❤️🇮🇳
ଭିଡିଓଟି ଭଲ ଲାଗିଲେ Like 👍 Share ❤️ ଏବଂ Channel କୁ Subscribe କରିବାକୁ ଭୁଲିବେନି 🙏
🇮🇳 ଜୟ ହିନ୍ଦ 🇮🇳
❤️ ଜୟ ଭାରତ ❤️

15/08/2026

“ସ୍ୱାଧୀନତା କେବଳ ଏକ ଦିନର ଉତ୍ସବ ନୁହେଁ,
ଏହା ଆମ ଦେଶର ବୀର ସହିଦମାନଙ୍କ ତ୍ୟାଗର ପରିଚୟ।
ଆସନ୍ତୁ, ସେମାନଙ୍କ ସ୍ୱପ୍ନର ଭାରତ ଗଢ଼ିବା ପାଇଁ
ଏକତା, ଶାନ୍ତି ଓ ଦେଶପ୍ରେମ ସହ ଆଗକୁ ବଢ଼ିବା। 🇮🇳
ଜୟ ହିନ୍ଦ୍ 🇮🇳 | ବନ୍ଦେ ମାତରମ୍ ❤️

Category

Telephone

Website

Address


Odisha, Puri, Brahmagiri
Puri
752011

Alerts

Be the first to know and let us send you an email when Rising Rajesh posts news and promotions. Your email address will not be used for any other purpose, and you can unsubscribe at any time.

Subscribe

We will notify you when anything happens in Puri.