Pilot Project on Entrepreneurship Development
Pilot Project on Entrepreneurship Development in the Holy City of Puri Odisha was launched under the aegis of the MSDE, GOI & the Dept.
of Financial Services, GOI. IIE (an autonomous agency under MSDE) is the nodal agency & SDRC is Implementing Agency. The “Pilot Project on Entrepreneurship Development in the Holy City of Puri, Odisha” was launched under the aegis of the Ministry of Skill Development and Entrepreneurship (MSDE), Government of India (GOI) and the Department of Financial Services, GOI. Indian Institute of Entreprene
05/10/2023
05/10/2023
05/10/2023
ଶ୍ରୀକ୍ଷେତ୍ର ବଜାରରେ ମିଳିବ ଜଗା ଭେଟି।
05/10/2023
ଶ୍ରୀକ୍ଷେତ୍ର ବଜାରରେ ମିଳିବ ଜଗା ଭେଟି ।
ରାସ୍ତାକଡ ବ୍ୟବସାୟୀ - ଏସ୍ ଏଚ ଜି ଗ୍ରୁପ୍ ଉଦ୍ୟମରେ ନୂଆ ଉତ୍ପାଦ।
ଶ୍ରୀକ୍ଷେତ୍ର ମହତ୍ତ୍ଵ, ଜଗା ଭେଟିର ଶୁଭାରମ୍ଭ
13/10/2022
ତା -୧୩/୧୦/୨୦୨୨ରିଖ ପୁରୀ ପାଇଲଟ ଉଦ୍ୟମୀତା ଉନ୍ନୟନ ପ୍ରକଳ୍ପ ପକ୍ଷରୁ ପୁରୀ ସେବା ସମିତି ଠାରେ ରାସ୍ତାକଡ ବିକ୍ରେତାଙ୍କ ପାଇଁ ପଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିରର ଉଦଯାପନ ଦିବସ ପାଳନ କରାଯାଇ ଥିଲା।
ଏହି ଶିବିର ତା ୦୯/୧୦/୨୦୨୨ ରୁ ଆରମ୍ଭ ହୋଇ ତା ୧୩/୧୦/୨୦୨୨ ରେ ଶେଷ ହୋଇଗଲା।
ଏହି ଶିବିରଟି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଓ ବିତ୍ତୀୟ ସେବା ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଉଦ୍ୟାମିତା ପ୍ରତିଷ୍ଠାନ (IIE) ଏବଂ ସିଦ୍ଧ ଡେଭେଲପମେଣ୍ଟ ରିସର୍ଚ୍ଚ ଆଣ୍ଡ କଂସଲ୍ଟାନ୍ସି (SDRC) ଏହି ପ୍ରକଳ୍ପକୁ ପୁରୀ ପୌରପାଳିକା ଓ ପୁରୀ ସେବା ସମିତି ସହଯୋଗରେ କାର୍ଯ୍ୟକାରୀ କରାଯାଇଥିଲା।
ପଞ୍ଚ ଦିବସୀୟ କାର୍ଯ୍ୟକ୍ରମ ଜରିଆରେ ଅନୁନ୍ୟ ୨୦୦ ଉଦ୍ୟୋଗୀମାନଙ୍କୁ ଅଂଶଗ୍ରହଣ କରିବା ଲକ୍ଷ୍ୟ ରଖାଯାଇଥିବାବେଳେ ୨୩୮ ଉଦ୍ୟମୀ ଅଂଶଗ୍ରହଣ କରିଥିଲେ।
ଏହି ଉଦଯାପନ ଦିବସରେ ପୁରୀ ମୁନିସିପାଲିଟିର କାର୍ଯ୍ୟନିବାହୀ ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ସ୍ବାଇଁ (ଓ. ପ୍ର. ସେ) PMSVANIDHI ର ଅଧିକାରୀ ସୁଶ୍ରୀ ସମିତା ମହାନ୍ତି, SDRC ର ନିର୍ଦ୍ଧେଶକ ରତ୍ନାକର ପାଣିଗ୍ରାହୀ, ଉପଦେଷ୍ଟା ଆ ଶ୍ରୀଯୁକ୍ତ କାଳୀପ୍ରସାଦ ରଥ, ଏବଂ IIE ର ବରିଷ୍ଠ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ଗୋସ୍ୱାମୀ ଯୋଗ ଦେଇ ଉଦ୍ୟମୀ ମାନଙ୍କୁ PMSVANIDHI ଓ ଅନ୍ୟ ଯୋଜନା ବିଷୟରେ ଉଦବୋଧନ ଦେଇଥିଲେ।
ଏହି ସଭାକୁ ଶ୍ରୀଯୁକ୍ତ ଶାନ୍ତନୁ ଷଡ଼ଙ୍ଗୀ ଏବଂ ଶ୍ରୀଯୁକ୍ତ ବିମଳ ପାଢ଼ୀ ପରିଚାଳନା କରିଥିଲେ। ଏହି ଶିବିରରେ ରାସ୍ତାକଡ ଉଦ୍ୟୋଗୀ ମାନଙ୍କୁ PMSVANIDHI ଋଣ ଆବେଦନ, ବ୍ୟବସାୟ ବିତ୍ତୀୟ ଯୋଜନା, ଡିଜିଟାଲ ଫାଇନାନ୍ସ ଓ ଅନଲାଇନ ମାର୍କେଟ ସଂଯୋଗିକରଣ କରିବା ପାଇଁ ପ୍ରଶିକ୍ଷଣ ଦିଆଗଲା ।
ଆଗାମୀ ଦିନରେ ପୁରୀ ପୌରପାଳିକା ଓ SDRC ଦ୍ଵାରା ବ୍ୟବସାୟିକ ସଙ୍ଘ ସ୍ତରରେ ଶିବିର କରାଯାଇ ଉଦ୍ୟମୀ ମାନଙ୍କୁ PMSVANIDHI ଓ ଅନ୍ୟ ସରକାରୀ ଯୋଜନଭୁକ୍ତ କରାଯିବ।
13/10/2022
ତା -୦୯/୧୦/୨୦୨୨ରିଖ ପୁରୀ ପାଇଲଟ ଉଦ୍ୟମିତ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ପୁରୀ ସେବା ସମିତି ଠାରେ ରାସ୍ତାକଡ ବିକ୍ରେତାଙ୍କ ପାଇଁ ପଞ୍ଚ ଦିବସୀୟ ଉଦ୍ୟମୀତା ଉନ୍ନୟନ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ ହୋଇଥିଲା ।
ଏହି ଶିବିରଟି ଆଜି ତା ୦୯/୧୦/୨୦୨୨ ନିକଟରୁ ୫ ଦିନଧରି ୧୩/୧୦/୨୦୨୨ ରିଖ ପଯ୍ୟନ୍ତ ଚାଲୁରହିବ। ଭାରତ ସରକାରଙ୍କ ଦକ୍ଷତା ବିକାସ ଓ ଉଦ୍ୟମିତା ମନ୍ତ୍ରାଳୟ ଓ ବିତ୍ତିୟ ସେବା ବିଭାଗ ଆନୁକୁଲ୍ୟରେ କରାଯାଉଛି। ଭାରତୀୟ ଉଦ୍ୟାମିତା ପ୍ରତିଷ୍ଠାନ (IIE) ଏବଂ ସିଦ୍ଧ ଡେଭେଲପମେଣ୍ଟ ରିସର୍ଚ୍ଚ ଆଣ୍ଡ କଂସଲ୍ଟାନ୍ସି ଏହି ପ୍ରକଳ୍ପକୁ ପୁରୀ ମୁନିସିପାଲିଟି ଓ ପୁରୀ ପୌରପାଳିକା ସହଯୋଗରେ କାର୍ଯ୍ୟକାରୀ କରୁଛନ୍ତି।
ପଞ୍ଚ ଦିବସୀୟ କାର୍ଯ୍ୟକ୍ରମ ଜରିଆରେ ଅନୁନ୍ୟ ୨୦୦ ଉଦ୍ୟୋଗୀମାନଙ୍କୁ ଅଂଶଗ୍ରହଣ କରିବେ। ଏଥିରେ ପୁରୀ ମୁନିସିପାଲିଟି ର ସହକାରୀ କାର୍ଯ୍ୟନିବାହି ଅଧିକାରୀ ଶ୍ରୀଯୁକ୍ତ ମନୋଜ ବେହେରା PMSVANIDHI ର ମ୍ୟାନେଜର ଶ୍ରୀମତୀ ସମିତା ମହାନ୍ତି, SDRC ର ନିର୍ଦ୍ଧେଶକ ରତ୍ନାକର ପାଣିଗ୍ରାହୀ, XIMB ପ୍ରଫେସର ଶ୍ରୀଯୁକ୍ତ ଡି. ଭି ରମଣI , ଏବଂ ପୁରୀ ସେବା ସମିତି ର ସଭାପତି ବିମଳ ମହାନ୍ତି ଓ ସହ ସମ୍ପାଦକ ରବିଦ୍ରାନାଥ ସେନାପତି ଅତିଥି ରୁପେ ଯୋଗ ଦେଇଥିଲେ। ଏହି ସଭାକୁ ଶ୍ରୀଯୁକ୍ତ ଶାନ୍ତନୁ ଷଡ଼ଙ୍ଗୀ ଏବଂ ସୋମେନ୍ଦ୍ର ଦାସ ପରିଚାଳନା କରିଥିଲେ। ଏହି ଶିବିରରେ ରାସ୍ତାକଡ ଉଦ୍ୟୋଗି ମାନଙ୍କୁ PMSVANIDHI ଋଣ ଆବେଦନ, ବ୍ୟବସାୟ ବିତ୍ତୀୟ ଯୋଜନା, ଡିଜିଟାଲ ଫାଇନାନ୍ସ ଓ ଅନଲାଇନ ମାର୍କେଟ ସଂଯୋଗିକରଣ କରିବା ପାଇଁ ପ୍ରଶିକ୍ଷଣ ଦିଆଗଲା ।
01/05/2022
A snapshot of our stall visited by customers on Day-3 that is the last day of the event.
The moment of joy, gratification and gratitude that truely makes our story complete as it gives so much love, a sense of comfort and a bit of encouragement.This is how we make our happy customer story.The sparkling smiles of our happy customers is the best reward ever that keeps us going and makes our journey even more interesting. They are the true heroes of our story. We are glad and grateful to serve the most amazing customers.
28/04/2022
Happy Moments with Happy Customer !
The glimpse of a happy customer after buying our handcrafted amazing product - Pattachitra . We believe in the saying “There is only one boss. The customer.” by Sam Walton
28/04/2022
Siksh 'O' Anusandhan (SOA) University of Agricultural Sciences in collaboration with SDRC and Entrepreneurship Development Programme in the Holy City of Puri has organized a 3 day Farmers Awareness Workshop from 28.04.22 to 30.04.22 inside SOA campus. This beautiful event has been designed to provide a platform to the budding entrepreneurs to showcase their talents as well as to give them an opportunity to connect to the whole world through their skills and talents.
SDRC has been working relentlessly through meaningful partnership with different stakeholders, partners in creating platforms for the new and budding entrepreneurs, women entrepreneurs by nurturing, promoting, showcasing their talents, products as well as by publicizing them not only inside India, but globally. This event is like a gateway to the world. Not only this 3 day event will bring all the perspective vendors, suppliers, sellers, buyers, researchers and investors to a single platform but also it will create marketing opportunities for the entrepreneurs where they can directly sell their products as well as reach the potential customers. A stall has been opened for this 3 day event where our entrepreneurs are selling their handmade products, art and crafts directly to the customers. We have a huge collection of
Pattachitras, coir crafts and products, palm leaf crafts, conch items, sea shell products, handmade soaps, phenyls, liquid dishwash as well as food items like Urad dal badi, mustard oil, coconut oil, ghee etc. which are attracting the customers. This event will definitely create an interest among all the entrepreneurs to participate in more such types of events, and it will enhance leadership among them as they will come in contact with different government officials, NGOs, experts, researchers and scholars. It will create scope for marketing of their products and find investors to them to support their business.
Click here to claim your Sponsored Listing.
Category
Contact the business
Telephone
Website
Address
Khaki Matha, Nua Sahi, Lane/2
Puri
752002
Opening Hours
| Monday | 10am - 7pm |
| Tuesday | 10am - 7pm |
| Wednesday | 10am - 7pm |
| Thursday | 10am - 7pm |
| Friday | 10am - 7pm |
| Saturday | 10am - 7pm |