ATH Rocks Paribar News
At - Solapur, Po - Ganeswarpur , PS - Gop , Puri 752110
30/10/2024
ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ଶୁଭ ଦୀପାବଳିର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ, ଆଲୋକ ର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂରେଇ ଆଲୋକ ଆଣିଦେଉ, ନାଁ ତାର ପ୍ରଦୀପ ଯିଏକି ନିଜେ ଅନ୍ଧାର ରେ ରହି ଅନ୍ୟକୁ ଆଲୋକିତ କରେ ଠିକ୍ ସେହି ଦୀପଟିଏ ପରି ନିଜକୁ ଗଢ଼ି ତୋଳିବା ନିଜେ ଦୁଃଖେ ରହି ଅନ୍ୟକୁ ହସାଇବା
🪔🙏🪔
ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା
27/10/2024
ଏଟିଏଚ ରକ୍ସ ପରିବାର, ଓଡ଼ିଶା ପୁରୀ ଶାଖା ମହିଳା ସଭାନେତ୍ରୀ ଜୟଶ୍ରୀ ପାତ୍ର ଙ୍କ ମହାନତା, ପୁଅବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ନିମାପଡ଼ା ବଜାରରେ ଅସହାୟ ଅବସ୍ଥାରେ ବୁଲୁଥିବା ଏକ ବୟୋଜ୍ୟେଷ୍ଠ ମହିଳାଙ୍କୁ ପରିବାରର ସଦସ୍ୟା ରଶ୍ମିତା ଦିଦିଙ୍କ ଠାରୁ ଖବର ପାଇ ଉଦ୍ଧାର କରି ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ସହ ଖାଦ୍ୟପେୟ ଦେଇ ପରିବାରକୁ ହସ୍ତାନ୍ତର କରି ଏକ ଅଣ୍ଡରଟେକିଙ୍ଗ ରଖିଲେ
ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା
26/10/2024
ଦାନା ସେବା - 3
ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାଟେରୀ ଗାଡି ନଥିବାରୁ ଦାନା ବାତ୍ୟା ପାଇଁ ରୋଗୀ ମାନଙ୍କୁ ଜରୁରୀ କାଳୀନ ଚିକିତ୍ସା ବିଭାଗରୁ ୱାର୍ଡ଼ କୁ ବିନା ମୂଲ୍ୟ ରେ ଆମ୍ବୁଲାନ୍ସ ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ସମ୍ପାଦକ ବିଶ୍ୱଜିତ ବେହେରା ଙ୍କ ତତ୍ୱାବଧାନରେ ବ୍ୟବସ୍ଥା କରାଗଲା
ଯୋଗାଯୋଗ - ଏଟିଏଚ ରକ୍ସ ପରିବାର ଓଡ଼ିଶା
26/10/2024
ଦାନା ସେବା - 2
ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାଟେରୀ ଗାଡି ନଥିବାରୁ ଦାନା ବାତ୍ୟା ପାଇଁ ରୋଗୀ ମାନଙ୍କୁ ଜରୁରୀ କାଳୀନ ଚିକିତ୍ସା ବିଭାଗରୁ ୱାର୍ଡ଼ କୁ ବିନା ମୂଲ୍ୟ ରେ ଆମ୍ବୁଲାନ୍ସ ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ସମ୍ପାଦକ ବିଶ୍ୱଜିତ ବେହେରା ଙ୍କ ତତ୍ୱାବଧାନରେ ବ୍ୟବସ୍ଥା କରାଗଲା
ଯୋଗାଯୋଗ - ଏଟିଏଚ ରକ୍ସ ପରିବାର ଓଡ଼ିଶା
26/10/2024
ଦାନା ସେବା - 1
ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାଟେରୀ ଗାଡି ନଥିବାରୁ ଦାନା ବାତ୍ୟା ପାଇଁ ରୋଗୀ ମାନଙ୍କୁ ଜରୁରୀ କାଳୀନ ଚିକିତ୍ସା ବିଭାଗରୁ ୱାର୍ଡ଼ କୁ ବିନା ମୂଲ୍ୟ ରେ ଆମ୍ବୁଲାନ୍ସ ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ସମ୍ପାଦକ ବିଶ୍ୱଜିତ ବେହେରା ଙ୍କ ତତ୍ୱାବଧାନରେ ବ୍ୟବସ୍ଥା କରାଗଲା
ଯୋଗାଯୋଗ - ଏଟିଏଚ ରକ୍ସ ପରିବାର ଓଡ଼ିଶା
26/10/2024
ମୟୁରଭଞ୍ଜ ଜିଲ୍ଲା ମୋରଡା ଗ୍ରାମର ଏକ ଅସହାୟ ପରିବାରକୁ ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ମୟୁରଭଞ୍ଜ ଶାଖା ଯୁଗ୍ମ ପ୍ରତିନିଧି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ଦ୍ୱାରା ରାସନ ସାମଗ୍ରୀ ପ୍ରଦାନ କରାଗଲା
ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା
25/10/2024
ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ମୟୁରଭଞ୍ଜ ଶାଖା ଯୁଗ୍ମ ପ୍ରତିନିଧି ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ତରଫରୁ ବିସ୍କୁଟ, ଚୁଡା ଓ ଗୁଡ଼ ପ୍ରଦାନ କରାଗଲା ଓ ଏଥିରେ ସ୍ଥାନୀୟ ପଞ୍ଚାୟତ ପ୍ରଶାସନର ସରପଞ୍ଚ ଶ୍ରୀଯୁକ୍ତ ରବି ସିଂ ଓ ପିଇଓ ଶ୍ୱେତପଦ୍ମା ପରିଡ଼ା ସହଯୋଗ କରିଥିଲେ
ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା
ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାଟେରୀ ଗାଡି ଓ ଲିଫ୍ଟ ର ସୁବିଧା ନଥିବାରୁ ଦାନା ବାତ୍ୟା ପାଇଁ ରୋଗୀ ମାନେ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏହାକୁ ଦେଖି ଆମ ଏଟିଏଚ ରକ୍ସ ପରିବାର ଓଡ଼ିଶା ତରଫରୁ ରୋଗୀ ମାନଙ୍କୁ ଜରୁରୀ କାଳୀନ ଚିକିତ୍ସା ବିଭାଗରୁ ବିଭିନ୍ନ ୱାର୍ଡ଼ କୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ 🚑 ଓ ରୋଗୀର ଉତ୍ତମ ଚିକିତ୍ସା ପାଇଁ ସହଯୋଗ କରୁଅଛୁ ।ଯେଉଁ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ଅସୁବିଧା ର ସମ୍ମୁଖିନ ହେଉଛନ୍ତି ଆମକୁ ଯୋଗାଯୋଗ କରନ୍ତୁ 🙏 ଯୋଗାଯୋଗ ନ : - 6372616946 / 8018681143
ସୌଜନ୍ୟ - ଏଟିଏଚ ରକ୍ସ ପରିବାର, ଓଡ଼ିଶା
22/10/2024
ସମ୍ଭାବ୍ୟ ବାତ୍ୟା *ଦାନା* ପାଇଁ ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ଜିଲ୍ଲା ସ୍ତରୀୟ ଜରୁରୀକାଳୀନ ନମ୍ବର ଜାରି କରାଗଲା, ଯେବେ ବି ଯେଉଁଠି ବାତ୍ୟା ପୂର୍ବବର୍ତ୍ତୀ କିମ୍ବା ପରବର୍ତ୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ହେବେ ଆମକୁ ଜଣେଇବା ହେବେ
ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା
12/10/2024
ପୁଅ ବୋହୁଙ୍କ ନିର୍ଯାତନାରେ ଅତିଷ୍ଟ ହୋଇ ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଚାଞ୍ଚପଦର ଗ୍ରାମର ବୟୋଜ୍ୟେଷ୍ଠ ବୃଦ୍ଧା ମାଉସୀ ଘର ଛାଡ଼ି ଚାଲି ଆସିଥିଲେ, ଅସହାୟ ଅବସ୍ଥାରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ବଜାରରେ ବୁଲୁଥିବା ସମୟରେ ଆମ ପରିବାରର ସକ୍ରିୟ ସଦସ୍ୟ Prakash Mohanta Shantanu Patra ଙ୍କ ଦୃଷ୍ଟି ଗୋଚର ହେଲା, ବୁଝିଲା ପରେ ଜଣା ପଡିଲା ସେ ଆଉ ଘରକୁ ଫେରିବାକୁ ଚାହୁଁ ନାହାଁନ୍ତି, କାଳବିଳମ୍ବ ନ କରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରେଇଲୁ ଓ ସ୍ଥାନୀୟ ସରପଞ୍ଚ ମହୋଦୟଙ୍କ ଉପସ୍ଥିତରେ ପରିବାର ଲୋକଙ୍କୁ ହସ୍ତାନ୍ତର କଲୁ, ପୁନର୍ବାର ଯେପରି ମାଉସୀଙ୍କୁ ଘରୁ ବିତାଡିତ ନ କରିବେ ପୁଅ ବୋହୁଙ୍କ ଠାରୁ ଲେଖା ଆଣିଲୁ
ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା
07/10/2024
ଏଟିଏଚ ରକ୍ସ ପରିବାର, ଓଡ଼ିଶା ନୂଆପଡା ଶାଖା ସଦସ୍ୟଙ୍କ ମହାନତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରୁରୀକାଳୀନ ଭିତ୍ତିରେ ଏକ ରକ୍ତର ଆବଶ୍ୟକତା ଥିଲା, କାଳବିଳମ୍ବ ନ କରି ନୂଆପଡା ଶାଖା ସଦସ୍ୟ ରୁମାଞ୍ଚଳ ନାୟକ ଯାଇ ରକ୍ତଦାନ କରି ମହାନତାର ପରିଚୟ ଦେଇଛନ୍ତି
ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା
Click here to claim your Sponsored Listing.
Category
Telephone
Website
Address
Solapur
Puri
752110
Opening Hours
| Monday | 9am - 5pm |
| Tuesday | 9am - 5pm |
| Wednesday | 9am - 5pm |
| Thursday | 9am - 5pm |
| Friday | 9am - 5pm |
| Saturday | 9am - 5pm |