Bcjd Raghunathpalli Town

Bcjd Raghunathpalli Town

Share

social worker

30/09/2021

୨୦୨୨ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୭୯ ବୃହତ ଜଳସେଚନ ପ୍ରକଳ୍ପର ସରିବ ନିର୍ମାଣ କାର୍ଯ୍ୟ । ଏହାଦ୍ବାରା ରାଜ୍ୟବ୍ୟାପୀ ୧ ଲକ୍ଷ ୯ ହଜାର ୧୪୬ ହେକ୍ଟର ଚାଷ ଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇପାରିବ ।

Photos from Bcjd Raghunathpalli Town's post 27/09/2021

ମୁଣ୍ଡୁଳି ଠାରେ ହାତୀ ଉଦ୍ଧାର କରିବା କୁ ଯାଇ ଆମ ବୀର ସହିଦ ଏନ.ଡ଼ି.ଆର ଏଫ୍ ଯବାନ √ ସୀତାରାମ ମୁର୍ମୁ ଙ୍କ ବିୟୋଗ ରେ ରଘୁନାଥପାଲ୍ଲୀ ବିଜୁ ଜନତା ଦଳ ପକ୍ଷରୁ ସେକ୍ଟର-୧୫ ଛକ ଠାରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ରଘୁନାଥପାଲ୍ଲୀ ନଗର ସଭାପତି ଆର୍ତ୍ତ ମହାରଣା , ରାଜ୍ୟ ପରିଷଦ ସଦସ୍ୟ ସୁଧୀର ସୁନ୍ଦର ରାୟ , ରାଉରକେଲା ସଂଗଠନିକ ଜିଲ୍ଲା ମହିଳା ସମ୍ପାଦକ ଜୟନ୍ତୀ ଦାସ, ରଘୁନାଥପାଲ୍ଲୀ ମହିଳା ଡିଜିଟାଲ ସମ୍ପାଦକ ରୋଜାଲିନ ଦାସ, ବିଜୁ ଯୁବ ଜନତା ଦଳ ସଭାପତି ପ୍ରଭାକର ଚୌଧୁରୀ, ସୁନ୍ଦରଗଡ ଜିଲ୍ଲା ଯୁବ ସମ୍ପାଦକ ପ୍ରିୟବ୍ରତ ଭଞ୍ଜ, ସତ୍ୟନନ୍ଦ ବେହେରା, ଗୌତମ ବାଡା, ମୋତିଲାଲ ମହନ୍ତ, ସୁଧୀର ଜେନା, ଛାତ୍ର ନେତା ଯତୀନ ବାଡା ପ୍ରମୁଖ୍ୟ କାର୍ଯ୍ୟକ୍ରମ ରେ ଯୋଗଦାନ କରି ତାଙ୍କ ଅମର ଆତ୍ମା ର ସତଗତି ନିମନ୍ତେ ପ୍ରାର୍ଥନା କରିଥିଲେ |

26/09/2021

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମାଓବାଦୀ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଭିତ୍ତିଭୂମି ମଜବୁତ କରିବା ପାଇଁ ଅନେକ ବିକାଶମୂଳକ ପ୍ରସ୍ତାବ ଉପରେ ବିଚାର କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

Photos from Bcjd Raghunathpalli Town's post 26/09/2021

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ସୌମ୍ୟ ରଂଜନ ଜେନା ସେକ୍ଟର -୧୯ ବେଥାନି ପଡିଆ ଠାରେ ହକି ର ଫାଇନାଲ ରେ ମୁଖ୍ୟ ଅତିଥି ଭାବେ ଡାକି ଥିବାରୁ Sagarika welfare trust ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।।

Photos from Bcjd Raghunathpalli Town's post 26/09/2021

ଗତକାଲି ହାତୀ ଉଦ୍ଧାର live reporting ସମୟ ରେ ମୁଣ୍ଡୁଲି ଠାରେ ଘଟି ଥିବା ଦୁର୍ଘଟଣା ରେ ଶିକାର ହୋଇ ଥିବା ଓଟିଭି ର ବରିଷ୍ଠ ସାମ୍ବାଦିକ (ଅରିନ୍ଦମ ଦାସ) ଙ୍କ ବାୟୋଗ ରେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ର ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଆମ୍ବାଗାନ ଛକ ଠାରେ ତାଙ୍କର ଅମର ଆତ୍ମା ସତଗତି ନିମନ୍ତେ ସମୂହ ଦୀପ ଦାନ କରାଯାଇଥିଲା ଏହି କାର୍ଯ୍ୟ କ୍ରମ ରେ ଯୋଗଦାନ କରିଥିଲେ ରଘୁନାଥପାଲ୍ଲୀ ନଗର ସଭାପତି (ଆର୍ତ୍ତ ମହାରଣା), ରାଜ୍ୟ ପରିଷଦ ସଦସ୍ୟ (ସୁଧୀରସୁନ୍ଦର ରାଏ), ବିଜୁ ଜନତା ଦଳ ରଘୁନାଥପାଲ୍ଲୀ ସାଧାରଣ ସମ୍ପାଦକ (ସତ୍ୟାନନ୍ଦ ବେହେରା) ରଘୁନାଥପାଲ୍ଲୀ ମହିଳା ସଭା ନେତ୍ରୀ (ଇନ୍ଦିରା ନାୟକ) ଛାତ୍ର ସଭାପତି (ରାକେଶ ସ୍ୱାଇଁ) ରାଜ୍ୟ ଯୁଗ୍ମ ସମ୍ପାଦକ (ସୌମ୍ୟ ଜେନା) ଯୁବ ସଭାପତି (ପ୍ରଭାକର ଚୌଧୁରୀ ) ଯୁବ ଜିଲ୍ଲା ସମ୍ପାଦକ (ପ୍ରିୟବ୍ରତ ଭଞ୍ଜ), ଛାତ୍ର ନେତା (ଯତୀନ ବାଡା,ଶୁଭମ୍, ହରେକୃଷ୍ଣ, ବିଶାଳ) ଏହି କାର୍ଯ୍ୟ କ୍ରମ ରେ ଯୋଗଦାନ କରିଥିଲେ।।

Want your organization to be the top-listed Government Service in Rourkera?
Click here to claim your Sponsored Listing.

Website

Address


Rourkera