ODIA SPIRITUAL
ମହାପ୍ରଭୁଙ୍କ ମାନବୀୟ ଲୀଳା ପ୍ରକାଶ କରିବାର ଏକ ସାମାନ୍ୟତମ ପ୍ରୟାସ ମାତ୍ର ।
18/07/2024
ସଦା ଚଞ୍ଚଳ ନିଦ୍ରା ନାହିଁ । ଏ ରୂପେ ଶୂନ୍ୟେ ଅଛୁ ରହି ।।
ଏମନ୍ତେ ଅଶେଷ ମହିମା । କେ ଜାଣି ପାରେ ଗୁଣସୀମା ।।
ତୋ ନାମ କରୁଥିଲେ ଲ ୟ କୋଟିଏ ଜନ୍ମ ପାପକ୍ଷୟ ।।
ନାମ ଘୋଷିଲେ ସର୍ବସିଦ୍ଧି । ଖନ୍ଦଇ ରୋଗ ଶୋକ ଆଦି ।।
16/07/2024
ରଥାରୂଢୋ ଗଚ୍ଛନ୍ ପଥି ମିଳିତଭୂଦେବପଟେଳୈଃ
ସ୍ତୁତିପ୍ରାଦୁର୍ଭାବ° ପ୍ରତିପଦମୁପାକର୍ଣ୍ଣ୍ୟ ସଦୟଃ
ଦୟାସିନ୍ଧୁର୍ବନ୍ଧୁୁଃ ସକଳଜଗତା° ସିନ୍ଧୁସୁତୟା
ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ ।
॥ ଜୟ ଜଗନ୍ନାଥ ॥🙏🏻
06/07/2024
ରଥ ଆଜ୍ଞାମାଳ ବିଜେ ହେବା ପରେ, ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ।
22/06/2024
ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ଦେବ ଦୁର୍ଲଭ ଗଜାନନ ବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି। #ସ୍ନାନଯାତ୍ରା
22/06/2024
*ଶୁଭ ପ୍ରାକଟ୍ୟ ଦିବସ ଅବସରରେ ସଜ ହୋଇ ବେଶ ହୋଇ...କି ସୁନ୍ଦର ଦେଖାଯାଉଛ କିହୋ... ଭୁବନ ମୋହନ.... ଆହାଃ*😍🫣
22/06/2024
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି
22/06/2024
ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ଯ ଦର୍ଶନ ।
22/06/2024
ସ୍ନାନବେଦୀକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଓ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ ।
22/01/2024
01/01/2024
*ଇଂରାଜୀ ନବବର୍ଷର ଅଭିନନ୍ଦନ ୨୦୨୪🙏*
*ନୂତନ ବର୍ଷର ହାର୍ଦିକ ଅଭିନନ୍ଦନ ଓ ଅନେକ ଶୁଭେଛା..ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷର ପ୍ରତିଟି ମୁହୂର୍ତ୍ତ ତୁମ ପରିବାର ଓ ପ୍ରିୟଜନଙ୍କର ମଙ୍ଗଳମୟ ହେଉ,2024 ତୁମ ପାଇଁ ସୁଖ ସମୃଦ୍ଧିର ବର୍ଷ ହେଉ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା।। ।।*
* *
22/12/2023
सम्पूर्ण विश्व को मानवता और कर्मयोग का संदेश देने वाला अलौकिक ग्रन्थ श्रीमद्भगवदगीता की उपासना को समर्पित 'गीता जयंती' की आप सभी को हार्दिक शुभकामनाएं।
आज ही के दिन अर्थात् मार्गशीर्ष मोक्षदा एकादशी को महाभारत युद्ध के आरंभ में भगवान श्री कृष्ण ने अर्जुन को उपदेश दिए और संपूर्ण मानव जाति को गीता का दिव्य ज्ञान दिया।
16/12/2023
ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଆଜି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହିଲିଭୋଗ ଅନୁଷ୍ଠିତ ହୁଏ । ମା’ ଯଶୋଦାଙ୍କ ଦ୍ବାରା ପ୍ରଭୁଙ୍କୁ ଦିଆଯାଉଥିବା ବ୍ୟଞ୍ଜନକୁ ପହିଲିଭୋଗ କୁହାଯାଏ ।
ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ନଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ଇତ୍ୟାଦି ପହିଲିଭୋଗରେ ଲାଗି ହୋଇଥାଏ ।
Click here to claim your Sponsored Listing.
Category
Contact the place of worship
Telephone
Website
Address
Puri