Sri Rajesh

Sri Rajesh

Share

ଜୟ ଜଗନ୍ନାଥ ନମସ୍କାର ଆମ ପେଜେ ଆପଣଙ୍କୁ ସ୍ୱାଗତ

ଜୟ ଜଗନ୍ନାଥ ନମସ୍କାର Sri live ରେ ଆପଣଙ୍କୁ ସ୍ୱାଗତ, ପ୍ରତିଦିନ ଦେଶ ଦୁନିଆର ଗୁରୁତ୍ୱପୂର୍ଣ୍ଣ କଥା ଓଡିଶା ର କଳା ଜଗନ୍ନାଥ ସଂସ୍କୃତି ବିଷୟରେ ସର୍ବପ୍ରଥମେ ଜାଣିବା ପାଇଁ ଏବେ ହିଁ ଲାଇକ ଏବଂ ଫଲୋ କରନ୍ତୁ ଆମ ଚ୍ୟାନେଲ କୁ l
Please like our channel
���jay Jagannath ���

10/02/2026

06/02/2026

ନୀଳ ବେଙ୍ଗ ମାନଙ୍କ ଉପରେ ଆପଣଙ୍କ ମତାମତ

30/11/2025
13/10/2025
03/07/2025

📰শংকরাচার্যের_প্রেসমিট #ଶଙ୍କରାଚାର୍ୟଙ୍କ_ପ୍ରେସମିଟ୍

ଦୀଘା ଜଗନ୍ନାଥ ମନ୍ଦିର ଉପରେ ମତ ଜଣାଇଲେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ୟ

ପୁରୀ: ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିର ବିଷୟରେ ଦ୍ରୁଢ଼ ଅଭିମତ ରଖିଛନ୍ତି। ସେ କହିଛନ୍ତି:
🔸 "ଏହି ମନ୍ଦିର ଧର୍ମିୟ ଭାବନା ପାଇଁ ନୁହେଁ, କେବଳ ଆୟ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି।"
🔸 "ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ଭକ୍ତ ପୁରୀ ଆସନ୍ତି। ଏହି ଦୃଷ୍ଟିରେ ରଖି ଦୀଘାରେ ମନ୍ଦିର ତିଆରି କରାଯାଇଛି।"
🔸 "ଏହା ଧର୍ମ ନୁହେଁ, ଏହା ଆର୍ଥିକ ଗଣନା।"

ଶଙ୍କରାଚାର୍ୟଙ୍କ ମତ ଅନୁସାରେ ଏହି ପଦକ୍ଷେପ ଧର୍ମ ଦୁର୍ବଳ କରିପାରେ ଏବଂ ମନ୍ଦିର ପରିକଳ୍ପନା ଆଧ୍ୟାତ୍ମିକତା ନୁହେଁ, ବ୍ୟବସାୟ ରୂପ ନେଇଛି।

---

: #শংকরাচার্যের_প্রেসমিট

দিঘা জগন্নাথ মন্দির নিয়ে মত দিলেন গোবর্ধন পীঠের শংকরাচার্য

পুরী: গোবর্ধন পীঠের শংকরাচার্য নিশ্চলানন্দ সরস্বতী দিঘায় নির্মিত জগন্নাথ মন্দির প্রসঙ্গে কঠোর মত প্রকাশ করেছেন। তিনি বলেনঃ
🔸 "এই মন্দির ধর্মীয় ভাবনার জন্য নয়, শুধুমাত্র আয়ের উদ্দেশ্যে তৈরি হয়েছে।"
🔸 "পশ্চিমবঙ্গ থেকে বহু ভক্ত পুরীতে আসেন। সেটিকে লক্ষ্য করেই দিঘায় এই মন্দির নির্মাণ করা হয়েছে।"
🔸 "এটা ধর্ম নয়, এটা অর্থনৈতিক পরিকল্পনা।"

তাঁর মতে, এমন পদক্ষেপে ধর্মের প্রকৃত অর্থ দুর্বল হয় এবং মন্দিরের ধারণা আধ্যাত্মিকতা থেকে সরে গিয়ে ব্যবসায়িক চেহারা নিচ্ছে।

Category

Address


Bhubaneswar
Puri

Alerts

Be the first to know and let us send you an email when Sri Rajesh posts news and promotions. Your email address will not be used for any other purpose, and you can unsubscribe at any time.

Subscribe

We will notify you when anything happens in Puri.