Umeed Foundation
Umeed Foundation_To give a A Ray of� hope to the needy Human beings.
Account name - Umeed Foundation
Bank name - Punjab National Bank
Account number - 2891000100095722
IFSC CODE - PUNB0289100
#ଧବ୍ୟବାଦ_ସୁହୃଦ_ଫାଉଣ୍ଡେସନ 🙏🏻
ଗତ ପଣା ସଂକ୍ରାନ୍ତି ଅବସରରେ ସୁହୃଦ ଫାଉଣ୍ଡେସନ ତରଫରୁ ଅମ୍ଭ ଉମ୍ମିଦ ଗୋ-ସେବା ସଂସ୍ଥାନରେ ପୁନର୍ବାର ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା।
14/04/2026
*ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।*
. *ଦୃଘଟଣାଗ୍ରସ୍ତ ଏହି ଷଣ୍ଢଟିକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ସତ୍ୱେ ବଞ୍ଚାଇ ପରିନଥିଲୁ l ବେଖାତିର ବେପରୁଆ ଭାବେ ଗାଡି ଚାଳନା ଯୋଗୁଁ ପ୍ରତିଦିନ ନିର୍ଦୋଷ ଗାଈ-ଗୋରୁଙ୍କ ଜୀବନ ଏହିପରି ଯାଉଛି l*
*ଦିନ ଥିଲା, ମନୁଷ୍ୟ ଯେ କର୍ମ କରୁଥିଲା ତାହାର ଫଳ ଆର୍ଜନ୍ମରେ ଭୋଗୁଥିଲା। ପରେ ଏମିତି ସମୟ ଆସିଲା, ଜୀବନର ଶେଷ ଅବସ୍ଥାରେ କର୍ମର ଫଳ ଭୋଗୁଥିଲା ନଚେତ ଜୀବନ ଛାଡ଼ୁ ନଥିଲା ହେଲେ ଏବେ ଏହିପରି ଏକ ସମୟ ଆସିଛି , ଯାହା କର୍ମ କରୁଛେ ତାହାର ଫଳ କିଛି ଦିନ ମଧ୍ୟରେ ମିଳି ଯାଉଛି କିନ୍ତୁ ତଥାପି ମଣିଷର ଚେତନା ଜାଗୁନାହିଁ l*
*ଆମ ସାହି ବିଲେଇ ଆଉ କୁକୁର...😊* ଦିନ ବେଳା ସାତ ଶତ୍ରୁ ଭଳି ଅଭିନୟ କରନ୍ତି ଓ ରାତି ହେଲେ ଶୀତ ପ୍ରକୋପକୁ ବୁଝି, ଅଭିନୟ ଶେଷ କରି ବନ୍ଧୁ ହୋଇ ସୋଇ ଯାନ୍ତି l
ଏହି ଦୃଶ୍ୟଟି ଆମ ମଣିଷ ସମାଜକୁ ନିଶ୍ଚୟ କିଛି ଶିକ୍ଷା ଦିଏ "ଅନ୍ୟର ଦୁଃଖ ସମୟରେ ଆମେ ନିଷ୍ଠୁର ନୁହେଁ ବରଂ ଦୟାଳୁ ଓ ସହାନୁଭୂତିଶୀଳ ହେବା ଉଚିତ" ।
Click here to claim your Sponsored Listing.
Contact the organization
Telephone
Website
Address
Puri
752002