Dev Motivation

Dev Motivation

Share

ସତ୍ୟମେବ ଜୟତେ

19/04/2026

ଦୂରରୁ ଆମକୁ ଆଗକୁ ଥିବା ସମସ୍ତ ରାସ୍ତା ବନ୍ଦ ଦେଖାଯାଏ, କାରଣ ସଫଳତାର ରାସ୍ତା ଆମ ପାଇଁ ସେତେବେଳେ ଖୋଲିବ ଯେତେବେଳେ ଆମେ ଏହାର ନିକଟତର ହେବା |

16/01/2026

ଗୋଟିଏ ସମସ୍ୟା ନାହିଁ କି ଯାହାର ସମାଧାନ ନାହିଁ ଧୋର୍ଯ୍ୟ ଧରି ରୁହ ବଦଳେଇ ଆଉ ନିଜର ଭାବନାକୁ ବ ଦିଅ ସମାଧାନର ବାତ୍ ଚାଟ ଆପେ ଆପେ ମିଳିଯିବ

16/01/2026

ଗୋଟିଏ ଭୂଲ ଅନେକ ଭୂଲ କରିବା ପାଇଁ ବାଧ୍ୟ କରାଏ କିନ୍ତୁ ଗୋଟିଏ ଭଲ କାମ ଅନେକ ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଏ । ନିଷ୍ପଭି ଆମ ହାତରେ।

15/01/2026

Shout out to my newest followers! Excited to have you onboard! Subhankar Das, Rahul Biswas

10/01/2026

କଷ୍ଟ ସେଇଟା ନୁହେଁ, ଯାହା ସହି ହୁଏନି। କଷ୍ଟ ତ ସେଇଟା, ଯାହା କେବେ କାହାକୁ କହି ହୁଏନି.....

07/01/2026

07/01/2026

07/01/2026

ତୁମରି ପ୍ରେମରେ ନିତି ମୁଁ ଝୁରୁଛି ନିଦ ସରୁ ନାହିଁ ମୋର କିପରି ବଞ୍ଚିବି କୁହହେ ଦେବତା ତୁମେ ମୋ ହୃଦ ଠାକୁର

06/01/2026

ଭାଗ୍ୟବାନ୍ ଅଟନ୍ତି ସେହିମାନେ, ଯେଉଁମାନଙ୍କ ମୁଣ୍ଡ ଉପରେ ବାପାଙ୍କର ହାତ ଥାଏ |

06/01/2026

आत्मविश्वास ही सफलता का मुख्य रहस्य है।

06/01/2026
Want your business to be the top-listed Media Company in Marshaghai?
Click here to claim your Sponsored Listing.

Category

Telephone

Website

Address


Marshaghai