Prafulla Aich
Prafulla Aich, a social worker and animal lover. He hails from Jajpur and is the youngest son of Philanthropist Late Shri Krushna Chandra Aich.
He considers Odishas's political icon late Shri Ashok Das as his inspiration.
26/01/2024
On the occasion of the 75th Republic Day of India, Shri Prafulla Kumar Aich (Social Worker of Korei Block, Jajpur) participated as the Chief Guest and unfurled our National Flag at Hotel Jajati Courtyard, Jajpur Road
14/04/2023
ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷର ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏🙏
#ତାହାରପୁର ଗ୍ରାମପଞ୍ଚାୟତ
#କୋରେଇ
#ଯାଜପୁର
ଜୟ ଜଗନ୍ନାଥ 🙏 ଜୟ ମା ବିରଜା 🙏🙏🙏
15/10/2022
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ତାଙ୍କର 75 ତମ ଜନ୍ମ ଦିବସରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐🙏🎂
ଏହି ବିଶାଳ ଫୋଟଚିତ୍ର ସମଗ୍ର ଯାଜପୁରବାସୀଙ୍କର ତାଙ୍କପ୍ରତି ଥିବା ଭଲପାଇବାର ପ୍ରତୀକ ❤🙏🐚
ମୁଁ ମହାପ୍ରଭୁ ଜଗନ୍ନାଥ ଓ ମା ବିରଜାଙ୍କ ନିକଟରେ ପ୍ରାର୍ଥନା କରୁଛି ସେ ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘାୟୁ ପ୍ରଦାନ କରନ୍ତୁ 🙏🙏🙏
01/05/2022
ମୋର ସମସ୍ତ ଶ୍ରମିକ ଭାଇ ଓ ଭୋଉଣି ମାନଙ୍କୁ ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା | ଏ ସମଗ୍ର ଜଗତ ପାଇଁ ଆପଣମାନଙ୍କ ତ୍ୟାଗ ଓ ପରିଶ୍ରମ ଅତୁଳନୀୟ 🙏🙏🙏
14/04/2022
ପବିତ୍ର ପଣା ସଂକ୍ରାନ୍ତି ଓ ମହାବୀର ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା 🙏🙏🙏
ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ 🙏🙏🙏
30/03/2022
ସେ ପଞ୍ଚାୟତବାସୀ ହୁଅନ୍ତୁ ବା ପୌରଅଞ୍ଚଳବାସୀ, ସମସ୍ତ କୋରେଇବାସୀ ମୋର ପରିବାର | ସେମାନଙ୍କ ଖୁସିରେ ମୁଁ ଖୁସି | ସମସ୍ତଙ୍କୁ ଟିକେ ଖୁସି କରିବା ଉଦେଶ୍ୟରେ ତେନ୍ତୁଲିଖୁଣ୍ଟା ମା ହେଙ୍ଗୁଳା କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ରାଜା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର କିଛି ମୁହୂର୍ତ 🙏🙏🙏
ନାହିଁ ମୋ ପାଖେ ଗର୍ବ, ଅହଂକାର ବା ଧନ!!! ଯଦି କିଛି ଅଛି ତାହା ଜନସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ!!!
ଏହି ଭଲପାଇବା ଓ ଆଶୀର୍ବାଦ ହୋଉଛି ମୋ ଧନ ଏବଂ ମାନ |
ସେଥିପାଇଁ ମୁଁ ସମଗ୍ର କୋରେଇବାସୀଙ୍କ ନିକଟରେ ଚିର ଋଣୀ 🙏🙏🙏
10/02/2022
ତାହାରପୁର ପଂଚାୟତବାସୀଙ୍କ ଆଜୀବନ ସେବା କରିବାକୁ ମୁଁ ଓ ମୋର ପରିବାର ପ୍ରତିଶୃତିବଧ 🙏🙏🙏
constituency
Prakash Das
Gram Panchayat
Kumar Bal
for Sunita Aich🐟🐟🐟🙏🙏🙏
ନିର୍ବାଚନ ପ୍ରଚାର ରେ କୋରେଇ ବିଧାୟକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ରେ କୋରେଇ ବିଧାୟକOdisha news upfates@ଭାର୍ଗବ ଟିଭି Tv odisha
Click here to claim your Sponsored Listing.
Category
Website
Address
Jajpur
755019