AFSA

AFSA

Share

Contact information, map and directions, contact form, opening hours, services, ratings, photos, videos and announcements from AFSA, Educational consultant, Jajpur Road Odisha, Jajpur.

Kalinga Group of Institutions (KGI) took the initiative to start its social wing "AFSA" which aims to serve the society in terms of socio-economic development, education, health, skill development, women and child empowerment etc.

Photos from AFSA's post 19/02/2023

ଗତ କାଲି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି #କୋରେଇ ବ୍ଲକ #ପାଣିକୋଇଲି ପଞ୍ଚାୟତ ଅଳତ୍ରୀ ଗ୍ରାମର ୫ବଖରା ଘର ପୋଡ଼ି ଯାଇଥିବା ଖବର ପାଇ ତୁରନ୍ତ ଯାଇ ଘଟଣା ସ୍ଥଳରେ ପହଁଛି ବିଭିନ୍ନ ବିଷୟର ଅନୁଧ୍ୟାନ କରିଥିଲି । ଆଜି ସକାଳୁ ଆମ ଆର୍ଯ୍ୟାଲେକ୍ସ ଫାଉଣ୍ଡେସନର #ଆଫ୍ସାର କାର୍ଯ୍ୟକର୍ତା ମାନଙ୍କୁ ଅଗ୍ନି ପିଡୀତଙ୍କ ପରିବାର ପାଖକୁ ପଠାଇ କିଛି ନିତ୍ୟ ବ୍ୟବହାର ବସ୍ତ୍ର ସହିତ ଶୁଖିଲା ଖାଦ୍ୟ ଦେବାର ବ୍ୟବସ୍ଥା କରାଇଲି।

Photos from AFSA's post 09/01/2023

9ବର୍ଷ ର ଶିଶୁ ତୁଳସୀ ଦୁଇ ପତ୍ରକୁ ବାସିଲା ଭଳି ତାର ବାପାଙ୍କର ପଥ କୁ ଅନୁସରଣ କରି ନିଜ ଜନ୍ମଦିନ କୁ ଆଡମ୍ବର ସହ ପାଳନ ନକରି ତାଳଗଡିଆ ର ସେବାଶ୍ରମ ସ୍କୁଲ ରେ କୁନି କୁନି ପିଲାମାନଙ୍କୁ କମ୍ବଳ ବଣ୍ଟନ କରି ଜନ୍ମଦିନ ପାଳନ କରିଲା "ଆରୟା "

ଆରୟା କୁ 9ତମ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଦେବା ସହ ତାର ଉଜ୍ଜଳ ଭବିଷ୍ୟତ କାମନା କରୁଛି l

Photos from AFSA's post 05/01/2023

#ଆଫସାର_ପ୍ରଥମ_ବାର୍ଷିକ_ଦିବସ ।
ସମାଜର ପ୍ରଗତିର ମୁଖ୍ୟସ୍ରୋତରେ ସାମିଲ ହୋଇ ବେଶ୍ ଆନନ୍ଦିତ। (ନିର୍ଦ୍ଦେଶକ, ଆଫସା)
ଏକ ସୁସ୍ଥ ସମାଜ ପାଇଁ ଏହିଭଳି ସମାଜସେବା ଅନୁଷ୍ଠାନ ଆବଶ୍ୟକ।
#ପଦ୍ମଶ୍ରୀ_ଦୈତାରୀ_ନାୟକ

24/09/2022

ବରୁଣ୍ଡେଇ ପଞ୍ଚାୟତ ଧନ୍ୟବାଦ୍ ଜଣାଉଛି ଆଫସା (AFSA) ଫାଉଣ୍ଡେସନ ଏବଂ ଏହାର ନିର୍ଦ୍ଦେଶକ Alexander bhai ଙ୍କୁ ଯେ ସେ ବରୁଣ୍ଡେଇ ପଞ୍ଚାୟତରେ ଏପରି ଏକ ଜନକଲ୍ୟାଣ କାର୍ଯ୍ୟ (ମାଗଣା ସ୍ବାସ୍ଥ୍ୟ ଶିବିର) ଆୟୋଜନ କରୁଛନ୍ତି ଯେଉଁଥିରେ ସମସ୍ତ ବିଭାଗର ଡାକ୍ତର ରହିବା ସହିତ ମାଗଣା ପରୀକ୍ଷା ଏବଂ ମାଗଣା ଔଷଧ ମଧ୍ୟ ଦିଆଯିବ ।
👉ସ୍ଥାନ - ବରୁଣ୍ଡେଇ କଲ୍ୟାଣ ମଣ୍ଡପ
👉ତାରିଖ- ଆସନ୍ତା କାଲି ୨୫/୦୯/୨୨(ରବିବାର)
👉ସମୟ- ସକାଳ ୮.୦୦ ଘଟିକା

Want your school to be the top-listed School/college in Jajpur?
Click here to claim your Sponsored Listing.

Telephone

Address


Jajpur Road Odisha
Jajpur
755019