Connect Odisha
Contact information, map and directions, contact form, opening hours, services, ratings, photos, videos and announcements from Connect Odisha, Shopping & retail, Delhi.
Connect Odisha is a portal to promote and sell all sorts of Odisha handloom, handicrafts as well as typical odisha prepared products like grocery, Puja itms, Idols, dress material, home decoration, etc..
11/08/2020
ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଶୁଭ ଅବସରରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ବର୍ଗକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ | ଜୟ ଶ୍ରୀକୃଷ୍ଣ🙏🏻🚩
06/08/2020
ପ୍ରାଚୀନ କାଳରୁ ଐତିହର ଗନ୍ତାଘର ଆମ ଓଡ଼ିଶାର ସ୍ଥାପତ୍ୟ, ଧର୍ମ, ସାହିତ୍ୟ, ପରମ୍ପରା, ଚିତ୍ରକଳା, ହସ୍ତତନ୍ତ, ହସ୍ତଶିଳ୍ପ, କୁଟୀର ଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ, ନୃତ୍ୟ, ସଙ୍ଗୀତ, କଳା ଓ ସଂସ୍କୃତି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି| ସେଇ ପୁଣ୍ୟ ମାଟି ଓଡ଼ିଶାର ସମସ୍ତ ଉପଲବ୍ଧିକୁ ନୂଆଦିଲ୍ଲୀ ଓ ପାର୍ଶ୍ଵ ଅଞ୍ଚଳରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ପାଖରେ ଓଡିଶାରୁ ସିଧାସଳଖ ପହଞ୍ଚାଇବାରେ ଉଦ୍ୟମରତ କନେକ୍ଟ ଓଡିଶା |
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀର କଳା କାରିଗରୀ ନିପୁଣତା, ଖଣ୍ଡୁଆ ପାଟ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି, ପିପିଲି ଚାନ୍ଦୁଆ, ପଟିଚିତ୍ର, ଖୋର୍ଦ୍ଧା ଗାମୁଛା, ଖଦି ତଥା ସୋନପୁର, ବଲାଙ୍ଗୀର, ଦେବଗଡ଼ର ଗୁଣାତ୍ମକ ମାନ,ରଙ୍ଗ ଓ ସୁତାରେ ହାତବୁଣା ରେଶମୀ ହ୍ୟାଣ୍ଡଲୁମ ଶାଢ଼ୀ, ବିଭିନ୍ନ ହାତ ବୁଣା କାରୁକାର୍ଯ୍ୟ କିମ୍ବା ଓଡିଶା ପ୍ରସିଦ୍ଧ ବିଭିନ୍ନ ପ୍ରକାରର ହସ୍ତତନ୍ତ ଉଚିତ ମୂଲ୍ୟରେ ଆପଣ ମାନଂକ ପାଖରେ ଉପଲବ୍ଧ |
ସ୍ୱଦେଶୀ ଜିନିଷ ଆପଣାନ୍ତୁ, ରୋଗମୁକ୍ତ ଜୀଵନ ବିତlନ୍ତୁ
ଆମ ଓଡିଶାର ଐତିହ କଳା ସଂସ୍କୃତି ବଂଚେଇ ରଖନ୍ତୁ
ଆତ୍ମନିର୍ଭର ଭାରତ!!
ହୋମ ଡେଲିଭରି ପାଇଁ ଯୋଗାଯୋଗ କରନ୍ତୁ
Phone no: 9821199906
Website: www.connectodisha.net
24/09/2019
Get all type Odisha gamuchha like Khorda Gamuchha, Sambalpuri, Khadi, Puri-Bengali, etc online
http://www.connectodisha.net/product-category/handloom/gamuchha/
For Enquiry : +91-92-6655-6600
07/08/2019
27/07/2019
𝐃𝐞𝐜𝐨𝐫 𝐲𝐨𝐮𝐫 𝐇𝐨𝐦𝐞 𝐰𝐢𝐭𝐡 𝐰𝐨𝐫𝐥𝐝 𝐟𝐚𝐦𝐨𝐮𝐬 #𝐀𝐩𝐩𝐥𝐢𝐪𝐮𝐞 with best price at your door step. #𝐏𝐢𝐩𝐢𝐥𝐢𝐀𝐩𝐩𝐥𝐢𝐪𝐮𝐞 #𝐎𝐝𝐢𝐬𝐡𝐚𝐇𝐚𝐧𝐝𝐢𝐜𝐫𝐚𝐟𝐭 #𝐂𝐨𝐧𝐧𝐞𝐜𝐭𝐎𝐝𝐢𝐬𝐡𝐚
𝐁𝐮𝐲 𝐎𝐧𝐥𝐢𝐧𝐞 @ http://www.connectodisha.net/product-category/dhokra-art/home-decor/applique/
26/07/2019
Decor your Home, Office & Study Table with Hand Crafted paper weight adorned with tribal art.
Buy Online here:
http://www.connectodisha.net/product-category/dhokra-art/home-decor/paper-weight/
Call us : +91- 9818530197 , 7827766099
26/07/2019
Buy Cotton bag with twill tape handle decorated with colored triangles, Beads & thread Work
http://www.connectodisha.net/product-category/accessories/bags/
06/11/2018
ଶୁଭ ଦୀପାବଳି ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ |
Wish you all very Happy Diwali.
Click here to claim your Sponsored Listing.
Category
Contact the business
Telephone
Website
Address
Delhi
110068
Opening Hours
| Monday | 9am - 8pm |
| Tuesday | 9am - 8pm |
| Wednesday | 9am - 8pm |
| Thursday | 9am - 8pm |
| Friday | 9am - 10pm |
| Saturday | 8am - 10pm |
| Sunday | 8am - 10pm |