R. N. Satapathy
ଦୁଇ ଦିନର ଏ ଜୀବନ,
କିଏ ଜାଣେ କେତେବେଳେ
ଲିଭିଯିବ ପାଦ ଚି଼ହ୍ନ !
🙏🙏🙏🙏🙏🙏
28/05/2026
Just say wow
28/05/2026
ଓଡ଼ିଆ ସୁଵିଚାର
28/05/2026
କୂଳରେ ଥିବା ଲୋକ ଟି କୁ ଲାଗେ....
ଏତେ ଜଲଦି ହାର ମାନିଗଲା,
କାହାକୁ ଡାକି ପାରିଲାନି.......
ସେ କେମିତି ଜାଣିବ
ବୁଡି ଯାଇଥିବା ଲୋକ ଟି
କାହାକୁ କାହାକୁ ନ ଡାକିଛି !
27/05/2026
ମା'......
ଦୁନିଆ ଦେଖାଏ
ବାପା.......
ବଂଚିବା ଶିଖାଏ
Want your public figure to be the top-listed Public Figure in Cuttack?
Click here to claim your Sponsored Listing.
Click here to claim your Sponsored Listing.
Category
Website
Address
Buhalo, Ranibazar, Near Buhalo Nodal School
Cuttack
754203