M. IQBAL

M. IQBAL

Share

Contact information, map and directions, contact form, opening hours, services, ratings, photos, videos and announcements from M. IQBAL, Political Candidate, Cuttack.

26/01/2026

ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଗଣତନ୍ତ୍ର ପ୍ରତିଷ୍ଠାରେ ମହାପୁରୁଷଙ୍କ ଅତୁଳନୀୟ ତ୍ୟାଗ ଓ ସଂଘର୍ଷ ପ୍ରତି ମୋର ସମ୍ମାନ ଜଣାଉଅଛି। ଆସନ୍ତୁ ଆମ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖି ନିଜ ଅଞ୍ଚଳ ତଥା ଦେଶର ସମୃଦ୍ଧି ପାଇଁ ସଂକଳ୍ପବଦ୍ଧ ହେବା।

23/10/2025

ସାଢ଼େ ଚାରି କୋଟି ଓଡିଆଙ୍କ ମଉଡ଼ମଣି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।

27/08/2025

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। 🙏🏻

31/12/2024

ମିର୍ଜାପୁର୍ ପଞ୍ଚାୟତର ସମସ୍ତ ଗୁରୁଜନ,ମା ମାଉସୀ,ଭାଇ ଭଉଣୀ,ଛାତ୍ର ଛାତ୍ରୀ,ଚାଷୀ ଭାଇ , ଯୁବକ ବନ୍ଧୁମାନଙ୍କୁ ମୋ ତରଫରୁ ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଅଭିନନ୍ଦନ,ଏହି ବର୍ଷ ଆପଣ ମାନଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ଏହା ହିଁ ମୋର ଭଗବାନ୍ ଙ୍କ ନିକଟରେ ପ୍ରାର୍ଥନା ।

31/10/2024

ଆନନ୍ଦ ଓ ଉଲ୍ଲାସର ପର୍ବ ଦୀପାବଳି ଅବସରରେ ସଭିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଦୀପାବଳି ଆପଣଙ୍କ ପରିବାରରେ ଆନନ୍ଦ ଓ ସମୃଦ୍ଧି ଭରିଦେଉ।

16/10/2024

ସାଢେ ଚାରି କୋଟି ଓଡ଼ିଆ ଙ୍କ ହୃଦୟର ସ୍ପନ୍ଦନ, ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ କୂଳ ନନ୍ଦନ, ଓଡିଶା ର ମଉଡମଣୀ, ଶାନ୍ତ, ସରଳ, ନମ୍ର ତଥା ଅହିଂସା କୁ ନିଜ ରାଜନୈତିକ ଯାତ୍ରାର ଏକ ଧର୍ମ ଭାବେ ଗ୍ରହଣ କରିଥିବା ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ Naveen Patnaik ମହୋଦୟ ଙ୍କ 79 ତମ ପବିତ୍ର ଜନ୍ମଦିନ ଅବସରରେ ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ।
ଭଗବାନ୍ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏହାହିଁ ମୋର ପ୍ରାର୍ଥନା।
Longlive my leader... 🙏❤❤❤
Happy Birthday...... Sir

15/08/2024

୭୮ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉର୍ତ୍ସଗ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତ ଶତ ପ୍ରଣାମ ।🇮🇳🇮🇳🇮🇳

07/07/2024

ଜଗନ୍ନାଥ ସଂସ୍କୃତିର ଅନନ୍ୟ ଉତ୍ସବ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

17/06/2024

ପବିତ୍ର Eid-al-Adha ଅବସରରେ ସମସ୍ତ ମୁସଲମାନ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

13/06/2024

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ପ୍ରକୃତି, ଧରିତ୍ରୀ ଏବଂ ନାରୀଙ୍କ ପ୍ରତି ସମ୍ମାନର ପ୍ରତୀକ ଏହି ମହାନ ପର୍ବରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ସାମିଲ ହୁଅନ୍ତୁ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତ୍ତାବହ ରଜ ପର୍ବ ଅବସରରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି।

01/05/2024

ରାଷ୍ଟ୍ର ଗଠନରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସମସ୍ତ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

11/04/2024

ଭାଇଚାରା ର ମହାନ୍ ପର୍ବ ପବିତ୍ର ଇଦ୍-ଉଲ୍-ଫିତର୍ ଅବସରରେ ସମସ୍ତ ମୁସଲମାନ ଭାଇ ଭଉଣୀ ମାନଙ୍କୁ ମୋର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।


#ଇଦ୍-ଉଲ୍-ଫିତର୍

Want your public figure to be the top-listed Public Figure in Cuttack?
Click here to claim your Sponsored Listing.

Telephone

Website

Address


Cuttack