Subhash Singh

Subhash Singh

Share

Official Page of Subhash Singh, the 1st directly elected Mayor of Cuttack, MP Rajya Sabha, a well kn

14/06/2026

ଓଡ଼ିଶା ର ଗଣ ପର୍ବ ରଜ ଅବସର ରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ।

12/06/2026

ପ୍ରଖ୍ୟାତ ଶୁଟର, ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଯୁବ କ୍ରୀଡ଼ାବିତ୍ମାନଙ୍କ ପ୍ରେରଣାଦାୟକ ମାର୍ଗଦର୍ଶକ ଜସପାଲ ରାଣାଙ୍କ ପରଲୋକ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ।

ତାଙ୍କର ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ଓ ସଫଳତା ଦେଶ ପାଇଁ ଗୌରବ ଆଣିଥିଲା ଏବଂ ଏକ ପିଢ଼ିର କ୍ରୀଡ଼ାବିତତ୍ମାନଙ୍କୁ ପ୍ରେରଣା ଯୋଗାଇଥିଲା। ଭାରତୀୟ କ୍ରୀଡ଼ା ଜଗତ ପାଇଁ ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି।

ଶୋକସନ୍ତପ୍ତ ପରିବାର, ବନ୍ଧୁବର୍ଗ, ଶିଷ୍ୟ ଓ ଅସଂଖ୍ୟ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା।

ଓଁ ଶାନ୍ତି। 🙏

12/06/2026
Photos from Subhash Singh's post 12/06/2026

Photos from Subhash Singh's post 05/06/2026

ବିଶ୍ୱ ପରିବେଶ ଦିବସ ଅବସରରେ କଟକ ମହାନଗର ନିଗମ (CMC) ପକ୍ଷରୁ ସହରବାସୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏକ ବିଶାଳ ପଦଯାତ୍ରା ଏବଂ ସାଧାରଣ ସଭା ରେ ଯୋଗଦାନ କରିଥିଲି ।
cuttackmunicipalcorporation

05/06/2026

Photos from Subhash Singh's post 04/06/2026

ମାଛୁଆବଜାର ସାହିରେ ରାସ୍ତା ଓ ଡ୍ରେନ୍ ପରିଦର୍ଶନ କରି ସେଠାକାର ଅବସ୍ଥା ଦେଖିଥିଲିଏବଂ ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲି। ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ଏହି ପଦକ୍ଷେପ ନିଆଯାଇଛି।
cuttackmunicipalcorporation Ward25 CuttackMayor

Want your public figure to be the top-listed Public Figure in Cuttack?
Click here to claim your Sponsored Listing.

Category

Address


Kaligali
Cuttack
753002