Hindusena
ସନାତନ ଧର୍ମ ରକ୍ଷା ସହିତ ସନାତନ ଧର୍ମର ପ୍ରଚାର ଓ ପ୍ରସାର କରିବା ଆମର ଲକ୍ଷ୍ୟ ଓ କର୍ତ୍ତବ୍ୟ.
ବିପଦରେ ଅଯୋଧ୍ୟା ସ୍ଥିତ ଓଡ଼ିଆ ବାବା ମଠ !!!
ଅଯୋଧ୍ୟା ସ୍ଥିତ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରତୀକ ପୁରାତନ ଓଡ଼ିଆ ବାବା ମଠ ଆଜି ଅବହେଳିତ ଅବସ୍ଥାରେ ପଡି ରହିଛି ! ଏହାର ପୁନଃ ଉଦ୍ଧାର ପାଇଁ ହିନ୍ଦୁ ସେନା ପକ୍ଷରୁ ଉତ୍ତର ପ୍ରଦେଶ ସରକାର ଓ ଓଡିଶା ସରକାରଙ୍କୁ ଲିଖିତ ନିବେଦନ କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ !! ଦୟାକରି ବହୁମାତ୍ରାରେ ସେୟାର କରି ଲୋକଲୋଚନକୁ ଆଣି ସରକାରଙ୍କ ପାଖରେ ପହଞ୍ଚାଇବାରେ ସହଯୋଗ କରିବାକୁ ନିବେଦନ !
ଜୟ ଜଗନ୍ନାଥ......
#ଏଇତଜୀଵନ ゚ ゚ #ଅଯୋଧ୍ୟା
lI ଗୋସମ୍ମାନ ଆହ୍ୱାନ ଅଭିଯାନ lI
lI ବିଶାଳ ସଂକୀର୍ତନ ଯାତ୍ରା lI
ସମଗ୍ର ଭାରତ ବର୍ଷରେ ଗୋ-ହତ୍ୟା ସମ୍ପୁର୍ଣ୍ଣ ସମାପ୍ତ କରିବା ଏବଂ ଗୋମାତା ଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବିରେ ମିଳିତ ଭାବରେ ଏକ ବିଶାଳ ଶୋଭାଯାତ୍ରା ମା କଟକ ଚଣ୍ଡୀ ଙ୍କ ମନ୍ଦିର ନିକଟରୁ ବାହାରି ତହସିଲ ଅଫିସ ରେ ପହଞ୍ଚି ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l
lI ଜୟ ଗୋମାତ lI
26/04/2026
ଜଳ ହିଁ ଜୀବନ.......
゚ ゚ #ଏଇତଜୀଵନ
26/04/2026
ହରହର ମହାଦେବ.............
#ହିନ୍ଦୁସେନା
କଟକରେ ମହା ବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନୂତନ ବର୍ଷ ଅବସରରେ ଓଡିଶା ହିନ୍ଦୁସେନା ତରଫରୁ ବିଶାଳ ମହାବୀର ଧ୍ବଜା ଯାତ୍ରା ଅନୁଷ୍ଠିତ..
#ଏଇତଜୀବନ Diptiranjan Swain Debasis Rout
କଟକରେ ମହା ବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନୂତନ ବର୍ଷ ଅବସରରେ ଓଡିଶା ହିନ୍ଦୁସେନା ତରଫରୁ ବିଶାଳ ମହାବୀର ଧ୍ବଜା ଯାତ୍ରା ଅନୁଷ୍ଠିତ..
#ଏଇତଜୀବନ Debasis Rout
ଆସୁଛନ୍ତି ରାମ ଲାଲା.........
ଆସ ସମସ୍ତେ ସ୍ୱାଗତ କରିବା.......
15/02/2026
2019 ମସିହା ଫେବୃଆରୀ 14 ରେ ପୁଲବାମା ଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଭାରତ ମାତାର 40 ଜଣ ବୀର ସୁଯୋଗ୍ୟ ସନ୍ତାନଙ୍କର ସ୍ମୃତିରେ ଏକ ବିଶାଳ ରକ୍ତଦାନ ଶିବିର କଟକ ହରିପୁର ଦୋଳମୁଣ୍ଡାଇ ସ୍ଥିତ ବାବା ସାଗର ବିଦ୍ୟାପୀଠ ଠାରେ ଆୟୋଜିତ ହୋଇଥିଲା ସୁକାନ୍ତ ବିଶ୍ୱାଳ,ସୌମିତ୍ର ଲେଙ୍କା,ଦେବାଶିଷ ରାଉତ ପ୍ରମୁଖ ଯୋଗଦେଇ ଥିଲେ!! କାର୍ଯ୍ୟକ୍ରମକୁ ଅଖିଳ ମୂଳିଆ ଓ ମିଟୁ ସାହୁ ପରିଚାଳନା କରି ସାଫଲ୍ୟ ମଣ୍ଡିତ କରିଥିଲେ!
ଜୟ ମାତୃଶକ୍ତି........
ଓଡିଶା ମାଟିରୁ ମା'ର ଆହ୍ୱାନ!!!
゚ #ହିନ୍ଦୁସେନା
ସଂଗଠନର ମୁଖ୍ୟ କମିଟି ସଦସ୍ୟ ମାନଙ୍କ ଦ୍ୱାରା ଆଗାମୀ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ........
ହିନ୍ଦୁ ଏକତା ଜିନ୍ଦାବାଦ...........
Click here to claim your Sponsored Listing.
Category
Website
Address
Cuttack