Parijatam Foundation
The most beautiful way to help yourself can be found by helping others only. We must try to erase al
28/08/2025
ବକ୍ର ତୁଣ୍ଡ ମହାକାୟ
ସୂର୍ୟ କୋଟି ସମପ୍ରଭଃ
ନିର୍ବିଘ୍ନ କୁରୁମେ ଦେବଃ
ସର୍ବକାଯେସୁଃ ସର୍ବଦା।
ତା ୨୭/୦୮/୨୦୨୫ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆମ ପାରିଜାତମ ଫାଉଣ୍ଡେସନ ତରଫରୁ ଚଟିଘରେ ପିଲା ମାନଙ୍କ ସହ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରିଲୁ। ସେଇ ସୁନ୍ଦର ମୁହୂର୍ତ୍ତ ରୁ କିଛି 🙏
Parijatam Foundation
fans
13/06/2025
#ପାରିଜାତମ୍_ଫାଉଣ୍ଡେସନ
ଆଜି୧୩/୬/୨୫ ତାରିଖ ରେ ପାରିଜାତମ୍ ପରିବାର ତରଫରୁ ରଜ ପର୍ବ ପାଳନ ହୋଇ ଥିଲା ଚଟି ଘରେ ଥିବା ସେଇ ଛୋଟ ଛୋଟ ପିଲାଙ୍କ ସହ ଆୟୋଜନରେ ଝିଅ ଙ୍କ ଡ୍ରେସ୍ ପୁଅ ଙ୍କ ଡ୍ରେସ୍ ସଜ୍ ବାଜ ଜିନିଷ ପାଉଡର* ଟିକିଲି* ଅଳତା* ଲିପଷ୍ଟିକ୍* କୁକୁମ୍* ପାନିଆ* ମେହେନ୍ଦି* ରବର*କ୍ଲିପ୍ ଏମିତି ବହୁତ୍ କିଛି ସହିତ ମିଠା ମଧ୍ଯ ଦିଆଯାଇଥୀଲା ହଁ କିଛି ପିଲାଙ୍କ ଦେହରେ ଘା ହେଇ ଯାଇଥିଲା ତାଙ୍କ ପାଇଁ ମେଡିସିନ ଭି ନିଆ ଯାଇଥିଲା କିଛି ପଢା ଆଉ କିଛି ମଜା ମସ୍ତି ରେ ଏବଂ ଦୋଳି ଭି ଦୋଳି ଖେଳ ର ଯେଉଁ ଖୁସି ପିଲାଙ୍କ ମୁହଁରେ ଝଟକୁ ଥାଏ ପାରିଜାତମ୍ ପରିବାରର ପ୍ରୟାସ ଏମିତି ଜାରି ରହୁ
ଜୟ ଜଗନ୍ନାଥ 🙏
11/06/2025
🙏
ଭାଇ ଜଣଙ୍କ ଏକ ଦୁର୍ଘଟଣାରେ ପଡି ଗୋଡ଼ ଟି ଭାଙ୍ଗି ଯାଇଛି ଆସନ୍ତା କାଲି ୧୨,୬,୨୫ ତାରିଖ ରେ ଅପରେସନ ହେବ ତା ପାଇଁ ଗୋଟେ ୟୁନିଟ ରକ୍ତ ର ଆବଶ୍ୟକ କେହି ହୃଦୟବାନ୍ ବ୍ୟକ୍ତି ନିଜ ମହାନତା ପାଇଁ ରକ୍ତ ଦାନ କରି ପାରିବେ 🙏
Scb ମେଡିକାଲ ଓର୍ଥୋ ପେଡିକ ରେ ୨୪୪ ନମ୍ବର ବେଡ 🙏
31/05/2025
🙏
ଗତ କାଲି ୩୦,୫,୨୦୨୫ ରିଖ ଗୋଟେ ଗାଡ଼ି ଦୁର୍ଘଟଣା ର ଶିକାର ହୋଇ ଆସିଥିବା ଭାଇ ଗଣେଶ ଜେନା ଘର ଭଦ୍ରକ କାମରୁ ଫେରୁଥିବା ବେଳେ ଦୁର୍ଘଟଣା ସମୁଖୀନ ହୋଇ ଥିଲେ ଏହା ଦ୍ବାରା ତାଙ୍କର ପଛ ମୁଣ୍ଡ ଟି ବାଜି ରକ୍ତ ଜମାଟ ହୋଇଥିଲା ଏବଂ ପାଖରେ ଥିବା ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା କିନ୍ତୁ ସେଠାରୁ ଭଦ୍ରକ୍ ରେ ଥିବା ସରକାରୀ ମେଡିକାଲ ରେ ତାଙ୍କୁ ପଠାଇ ଦେଇଥିଲେ ସେଠାରେ ମଧ୍ୟ କିଛି ତ୍ରୁଟି ପାଇ କଟକ ଶ୍ରୀ ରାମ ଭଞ୍ଜ (scb) ମେଡିକାଲ କୁ ପଠାଇ ଦିଆ ଯାଇ ଥିଲା କ୍ୟାସୁଆଲ୍ଟୀ ରେ ଭର୍ତ୍ତି ହୋଇ ତାଙ୍କର ତୁରନ୍ତ ଅପ୍ରେସନ୍ ହୋଇ ଥିଲା ଏବ ଅପରେସନ ବହୁତ୍ ଭଲ ମଧ୍ୟ ହୋଇ ଥିଲା ଆଉ ଆଜି ୩୧,୫,୨୦୨୫ ରେ ତାଙ୍କର ହୋସ ମଧ୍ୟ ଆସି ଯାଇଛି ଏବଂ ଭାଇ ଜଣଙ୍କ ସୁସ୍ଥ ଅଛନ୍ତି🙏
ଜଗନ୍ନାଥ ଭାଇଙ୍କୁ ବହୁତ୍ ଭଲରେ ରଖନ୍ତୁ🙏
ଭଲ ହୋଇ ଘରକୁ ଫେରନ୍ତୁ 🙏.
14/04/2025
ପବିତ୍ର ବିଷୁବ ପଣା ସଂକ୍ରାନ୍ତି ଅବସର ରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ଆଜି
ତା- ୧୪/୦୪/୨୦୨୫ ଶାରଦା ରଞ୍ଜନ ରାମାୟଣ ଅନୁଷ୍ଠାନ ର ଅନୁକୁଲ୍ୟ ରେ ପାରିଜାତମ ଫାଉଣ୍ଡେସନ ତରଫ ରୁ ପଣା ବଣ୍ଟନ କାର୍ଯକ୍ରମ ଆୟଜନ କରାଯାଇଥିଲା
ଓଁ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟ ସର୍ବେ ଭଦ୍ରଣି ପସଂତ୍ୟୁ ମା କଷ୍ଣିଦ୍ ଦୁଃଖଭାଗ ଭବେତ
ଓଁ ଶାନ୍ତି ଶାନ୍ତି ଶାନ୍ତିଃ l
ଜୟ ଜଗନ୍ନାଥ 🙏
12/04/2025
ଶାରଦା ରଞ୍ଜନ ରାମାୟଣ ଅନୁଷ୍ଠାନ ର ଆନୁକୁଲ୍ୟରେ ପରିଜାତମ୍ ଫାଉଣ୍ଡେସନ ତରଫରୁ ପବିତ୍ର ପଣା ସଂକ୍ରାନ୍ତି ଦିନ (ପଣା ବଣ୍ଟନ) କାର୍ଯ୍ୟକ୍ରମ କରାଯିବ ପୂର୍ବାହ୍ନ ୧୧.୩୦ ମିନିଟ୍ ଠାରୁ ୧.୩୦ ମିନିଟ୍ ପର୍ଯ୍ୟନ୍ତ, ସ୍ଥାନ - Gatiroutpatna , କଟକ
14/03/2025
#ପାରିଜାତମ୍
ଦୋଳେଶ୍ଚ ଦୋଳଗୋବିନ୍ଦଂ ଚାପେଷୁ ମଧୁସୁଦନମ୍
ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମଂ ନ ବିଦ୍ୟତେ !!
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା l ଦୋଳଗୋବିନ୍ଦଙ୍କ ଅପାର କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ ।
ହୋଲି ପର୍ବ ଉପଲକ୍ଷେ ଆଜି ୧୪\୩\୨୫ ରିଖ ରେ ପାରିଜାତମ୍ ପରିବାର ତରଫରୁ ୪୨ମୌଜା ସ୍ତିତ ମଧୁସୂଦନ ଜରା ଆଶ୍ରମ ରେ କିଛି ମୂହୁର୍ତ୍ତ ବିତାଇ ସେଠାରେ ଥିବା ମାଉସୀ ମଉସା ଙ୍କ ସହ ହୋଲି ର ପର୍ବ ପାଳନ କରିଥିଲୁ କିଛି ସମୟ ବହୁତ୍ ଖୁସି ଆଉ ଆନନ୍ଦ ମୟ ଥିଲା ଆଉ ସେଠାର କିଛି ମୂହୁର୍ତ୍ତ ବିତାଇ ଥିବାର ଅନୁଭୂତି ଆପଣ ଙ୍କ ସହ
ଜୟ ଜଗନ୍ନାଥ 🙏
Click here to claim your Sponsored Listing.
Category
Telephone
Address
Branch Office, Gopalpur
Cuttack