Bansi foundation
Our dream Our pride . For office use only
ବଂଶୀ ସାମାଜିକ ସଂଗଠନ ପରିବାର ତରଫରୁ ମହାବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା🙏🏻🚩🙏🏻
28/03/2026
ଖଟବିନ୍ ସାହି ସ୍ଥିତ ଶ୍ରୀ ଶ୍ରୀ ହନୁମାନ ଚାଳିଶା ପାଠ ରେ ଯୋଗ ଦେବା ସମୟରେ🙏🚩🙏
07/03/2026
ଆଜି ତା 7.3.2026ବଂଶୀ ସାମାଜିକ ସଙ୍ଗଠନ ପରିବାର ତରଫରୁ ସକାଳ ଜଳଖିଆ ଖାଦ୍ୟ SCB ମେଡିକାଲ ରେ 300 ରୁ ଉର୍ଦ୍ଧ ଲୋକଙ୍କୁ ବଣ୍ଟନ କରାଯାଇଥିଲା*
ସୌଜନ୍ୟ:ବଂଶୀ ପରିବାର
🙏🏻ଜୟ ଜଗନ୍ନାଥ🙏🏻
26/01/2026
ବଂଶୀ ସାମାଜିକ ସଙ୍ଗଠନ ପରିବାର ର ତରଫ ରୁ ଆଜି ଏକ ଛୋଟିଆ କାର୍ଯ୍ୟକ୍ରମ କରାଯାଇଥିଲା । ଚଣ୍ଡୀ ଖୋଲ ରେ ଅବସ୍ଥିତ ଥିବା।ଶ୍ରୀ ଶ୍ରୀ ବିନାୟକ ମନ୍ଦିର ଓ ଚଣ୍ଡୀ ମନ୍ଦିର ଙ୍କୁ ଯାଇ। କିଛି ମାଙ୍କଡ ଓ ଷଣ୍ଡ ମାନଙ୍କୁ କିଛି ଶୁଖିଲା ଖାଦ୍ୟ ଦିଆଯାଇଥିଲା।
ସୌଜନ୍ୟ: ବଂଶୀ ପରିବାର
ଜୟ ଜଗନ୍ନାଥ
23/01/2026
🙏ଜୟ ବଂଶୀ 🙏
20/01/2026
ଆଜି ଲାଲବାଗ ଥାନା ର ନୂତନ ଅଧିକାରୀ I lc ଶ୍ରୀଯୁକ୍ତ ସତ୍ୟବ୍ରତ ଭୂୟାଁଆ ଙ୍କୁ ବଂଶୀ ସାମାଜିକ ସଂଗଠନ ପରିବାର ତରଫ ରୁ ସ୍ୱାଗତ ସମ୍ବଦ୍ଧନା କରାଯାଇଥିଲା🙏 ଜୟ ଜଗନ୍ନାଥ 🙏
18/01/2026
ବଂଶୀ ସାମାଜିକ ସଂଗଠନ ପରିବାର ତରଫରୁ ଆଜି କମଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି 🙏🏻ଜୟ ଜଗନ୍ନାଥ 🙏🏻
11/01/2026
🙏ଜୟ ବଂଶୀ 🙏
28/06/2025
ଆଜି କଟକ ର ଅଗ୍ରଣୀ ସାମାଜିକ ସଙ୍ଗଠନ ଆସ ମିଳିମିଶି ସେବା କରିବା ପଞ୍ଚମ ବାର୍ଷିକ ଉତ୍ସବରେ ଆୟୋଜିତ କାର୍ଯ୍ୟକ୍ରମ ରେ ବଂଶୀ ସାମାଜିକ ସଙ୍ଗଠନ କୁ ସେବା ସମ୍ମାନ ରେ ସମ୍ମାନୀତ କରାଯାଇଥିଲା ତୁମର ଏହି ଭଲ ପାଇବା ନିମନ୍ତେ ଅଶେଷ ଅଶେଷ ଧନ୍ୟବାଦ
🙏🏻ଜୟ ଜଗନ୍ନାଥ🙏🏻
15/05/2025
ଆଜି ତା 14.5.2025ବଂଶୀ ସାମାଜିକ ସଙ୍ଗଠନ ପରିବାର ତରଫରୁ ବିଡାନାସୀ ସ୍ଥିତ ବିବାହ ଭେଜିରେ କିଛି ବଳକା ଖାଦ୍ୟ SCB ମେଡିକାଲ ରେ 300 ରୁ ଉର୍ଦ୍ଧ ଲୋକଙ୍କୁ ବଣ୍ଟନ କରାଯାଇଥିଲା
ସୌଜନ୍ୟ:ବଂଶୀ ପରିବାର
🙏🏻ଜୟ ଜଗନ୍ନାଥ🙏🏻
11/05/2025
ଆଜି ତା 11.5.2025 ବଂଶୀ ସାମାଜିକ ସଙ୍ଗଠନ ତରଫ ରୁ ଗୋ ମାତା ଙ୍କ ଖାଦ୍ୟ ଓ ଜଳ ନିମନ୍ତେ ବିଭିନ୍ନ ସାହି ଓ ଛକ ମାନଙ୍କ ରେ କୁଣ୍ଡ ବସାଯାଇଥିଲା ନିରନ୍ତର ଭାବେ ସବୁ ଦିନ ଭଳି ଗୋ ମାତା ଙ୍କ କୁଣ୍ଡ ରେ ଜଳ ଦିଆଯାଇଥିଲା ସବୁ ସଭ୍ୟ ଙ୍କ ଉପ ସ୍ଥିତି ରେ କାଯ୍ୟକ୍ରମ କରାଯାଉଥିଲା
ସୌଜନ୍ୟ: ବଂଶୀ ପରିବାର
🙏ଜୟ ଜଗନ୍ନାଥ 🙏
Click here to claim your Sponsored Listing.
Website
Address
Mansinghpatna
Cuttack
753002