No Tears Foundation

No Tears Foundation

Share

A voluntary, non-profit organisation to help and stand for the people in distress.

Photos from No Tears Foundation's post 13/06/2023

ଖୁସି ବାଣ୍ଟିବାର ଛୋଟିଆ ପାୟସ।
ରଜ ପର୍ବ ରେ ବସ୍ତି ରେ ଥିବା କୁନି କୁନି ଝିଅ ମାନଙ୍କ ସହିତ ରଜ ପାଳନ କରିଥିଲୁ। ତାଙ୍କୁ ନୂତନ ବସ୍ତ୍ର ମେହେଣ୍ଡି ଲଗାଇ ଅଳତା ରଜ ପାନ ତାଙ୍କ ସହିତ କିଛି ଖୁସୀ ର ମୁହୂର୍ତ୍ତ ରେ ସାମିଲ ହୋଇ ସମସ୍ତ ସଦସ୍ୟ ସଦସ୍ୟା ବହୁତ ଖୁସି ଅନୁଭବ କରିଥିଲେ।

Photos from No Tears Foundation's post 07/06/2023

Ur small contribution towards helpless on the eve of rajo festival put a lot of smile on their face . On the Eve of rajo festival we r going to celebrate in a different way .On this rajo we r going to celebrate rajo in slum area. ଅସ ରଜ ପାଳିବା କିଛି ନିଆରା ଢଙ୍ଗରେ ।ବସ୍ତିରେ ଥିବା ଅସହାୟ ପିଲା କୁଂ ନୂତନ ବସ୍ତ୍ର ଦେଇ ଖୁସି ଆଣିଦେବା ତାଙ୍କ ମୁହଁରେ । ଆପଣ ମାନେ ମଧ୍ୟ ସାମିଲ ହେଇପାରିବେ ଏ ମହତ କାର୍ଯ୍ୟରେ ।

29/05/2023

Free eye check up camp at Nuapada

Photos from No Tears Foundation's post 28/05/2023

ଆଜି ୨୮/୦୫/୨୦୨୩ ରବିବାର ନୂଆପଡା ଦୋଳମଣ୍ଡପ ନିକଟ କ୍ଲବହାଉସରେ ନୋ ଟିଅର୍ସ ଫାଉଣ୍ଡେସନ ଓ ନେତ୍ରମ୍ କେୟାରର ମିଳିତ ଆନୁକୁଲ୍ୟରେ ଓ କୁଂଜବିହାରୀ କ୍ଲବ୍ ସହଯୋଗରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିନ ହୋଇଥିଲା

Photos from No Tears Foundation's post 14/04/2023

ଓଡ଼ିଆ ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ନୋ ଟିଏର୍ସ ଫାଉଣ୍ଡେସନ ତରଫରୁ ବିଦ୍ୟାଧରପୁର ଠାରେ ଦହି ପାଣି ବଣ୍ଟନ।

Photos from No Tears Foundation's post 26/01/2023

ପବିତ୍ର 73 ତମ ସାଧାରଣତନ୍ତ୍ର ଦିବସ ଓ ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜା ପୂଜା ଉପଲକ୍ଷେ ଜଗତପୁର ସ୍ଥିତ ତ୍ରିନାଥ ବସ୍ତି ରେ ପାଠ୍ୟ ଉପକରଣ ବଣ୍ଟନ

Photos from No Tears Foundation's post 16/12/2022

ଶୀତ କାକର ରାତି ରେ ରାସ୍ତା କଡରେ ଶୋଇ ରହିଥିବା ଅସହାୟ ଲୋକ ମାନଙ୍କ ପାଇଁ ଅର୍ଦ୍ଧ ରାତ୍ର ରେ No Tears Foundation ର ଏକ ନିଆରା ପଦକ୍ଷେପ ।।।।।।

ଦିନ କୁ ଦିନ ଶୀତ ର ପ୍ରକୋପ ବଢି ଚାଲିଛି ।ଏଇ ଶୀତ ଦାଉରୁ ରକ୍ଷା କରିବା ପାଇଁ, ରାତିରେ ରାସ୍ତା କଡରେ ଶୋଇ ରହିଥିବା କିଛି ଅସହାୟ ଲୋକ ମାନଙ୍କ ପାଇଁ ଅର୍ଦ୍ଧ ରାତ୍ର ରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ।
ସହରା ର ବିଭିନ୍ନ ସ୍ଥାନରେ ଗଭୀର ନିଦ ରେ ବିନା ଶୀତ ବସ୍ତ୍ର ରେ ଶୋଇ ରହିଥିବା ଅସହାୟ ଅସୁସ୍ଥ ଲୋକ ମାନଙ୍କୁ କମ୍ବଳ ଘୋଡେଇ ଦିଆଯାଇଥିଲା ।

ସେମାନଙ୍କ ମୁହଁ ରେ ଟିକେ ହସ ,ଆମର ଆତ୍ମ ସନ୍ତୋଷ ।।।।

Want your organization to be the top-listed Non Profit Organization in Cuttack?
Click here to claim your Sponsored Listing.

Telephone

Website

Address


Cuttack