SNO Highlights
Contact information, map and directions, contact form, opening hours, services, ratings, photos, videos and announcements from SNO Highlights, Media/News Company, Cuttack.
01/10/2022
29/09/2022
#stv_news_odisha #ମହିଳା ସଶକ୍ତି କରଣ ବନାମ : ଋଣ ମେଳା.. ମହିଳା ସଶକ୍ତି କରଣ ବନାମ : ଋଣ ମେଳା
କୁଲିଆଡୁଙ୍ଗରି ଠାରେ ଲୋକେ କରୋନା ଟୀକା ନେବା ନେଇ ସଚେତନ #
ଅତି ସୁନ୍ଦର କଳାକାର ମନ. ମନୋରଞ୍ଜନ ର ନୂଆ ଖୋରାକ.... #
06/04/2022
ନୂଆଦିଲ୍ଲୀ:ପିତାଙ୍କ ମୃତ୍ୟୁ ପରେ ଚାକିରିରେ ଝିଅଙ୍କୁ ଅବସ୍ଥାପିତ କରିବା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ l ସରକାରୀ କର୍ମଚାରୀଙ୍କ ମୃତ୍ୟୁପରେ ଝିଅଙ୍କୁ ଅନୁକମ୍ପାମୂଳକ ଚାକିରି ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ l ତେବେ ଝିଅଙ୍କୁ କେବଳ ସେହି ଯାଗାରେ ଚାକିରି ମିଳିବ ଯେଉଁଠି ମା' ଚାହୁଁଥିବେ l ମା' ଅନିଚ୍ଛା ଥିଲେ ଝିଅଙ୍କୁ ଚାକିରି ଦିଆଯିବନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ l ଏଭଳି ଏକ ମାମଲା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ରୁ
05/04/2022
କାଶୀ ବିଶ୍ୱନାଥ ଓ ବଦ୍ରୀନାଥ ହେଉଛି ଶ୍ରୀମନ୍ଦିର ବେଳକୁ ବିରୋଧ କାହିଁକି l ଏଭଳି ଟ୍ୱିଟ୍ କରି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ବର୍ଷା ପ୍ରିୟଦର୍ଶିନୀ 'ଶ୍ରୀମନ୍ଦିର ଯିବାବେଳେ ମହିଳା ଭକ୍ତ ସମସ୍ୟାର ସାମ୍ନା କରିଥାନ୍ତି' ପବ୍ଲିକ୍ ଟୟଲେଟ୍ ନଥିବାରୁ ବହୁ ଅସୁବିଧା ମଧ୍ୟ୍ୟ ଭୋଗ କରନ୍ତି
05/04/2022
ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ଦେଖାଦେଇଛି l ୭ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ପରେ ୯ ତାରିଖରେ ଅବପାତ ର ରୂପ ନେବ ଓ ୧୧ ତାରିଖରେ ବାତ୍ୟା ରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳ ପୂର୍ବାନୁମାନ କରିଛନ୍ତି l କିନ୍ତୁ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ବାତ୍ୟା ହେବ କି ନାହିଁ, ତାର ଚିତ୍ର ସ୍ପଷ୍ଟ ହୋଇନାହିଁ ବୋଲି ଶ୍ରୀଯୁକ୍ତ ପଶୁପାଳ ସୂଚନା ଦେଇଛନ୍ତି l ଅନ୍ୟପଟେ ରାଜ୍ୟରେ ମଙ୍ଗଳବାର ଓ ବୁଧବାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି
Click here to claim your Sponsored Listing.
Category
Website
Address
Cuttack
754202
Opening Hours
| Monday | 9am - 5pm |
| Tuesday | 9am - 5pm |
| Wednesday | 9am - 5pm |
| Thursday | 9am - 5pm |
| Friday | 9am - 5pm |
| Saturday | 9am - 5pm |
| Sunday | 9am - 5pm |