Labanya News
Official page of independent media venture 'Labanya News'. We will bring a variety of stories covering different fields.
ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତରେ ଟେଲିକମ କମ୍ପାନୀଗୁଡିକ ଫୋନ ଟାରିଫ ବୃଦ୍ଧି କରିବାର ସମ୍ଭାବନା ରହିଛି ବୋଲି ଅନେକ ବିଶେଷଜ୍ଞ ପ୍ରକାଶ କରିଛନ୍ତି
ଏଥରକ ଭଲ ବାରରେ ପଡୁଥିବାରୁ ଜମିବ ଛାଡଖାଇ
ଚଳିତ ବର୍ଷ ଖୁବ ଭବ୍ୟ ଓ ବିଶାଳ ହେବ ବାଲିଯାତ୍ରା
, , , , , people, , , , ,
ସୂର୍ଯ୍ୟ ପୁତ୍ର କର୍ଣ୍ଣଙ୍କୁ କେମିତି ମିଳିଥିଲା ମହାଦେବଙ୍କର ପାଶୁପାତ ଅସ୍ତ୍ର?
ଉତ୍ତରାଖଣ୍ଡରେ ଦେହ ବ୍ୟବସାୟ କରିବାକୁ ରାଜି ନହେବାରୁ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଏକ ରିସୋର୍ଟ ମାଲିକ ତଥା ବିଜେପି ନେତାଙ୍କ ପୁଅ ପାହାଡରୁ ଠେଲି ମାରି ଦେଇଛନ୍ତି । ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
କୁକୁର ଦାନ୍ତର ତନ୍ତ୍ରରେ ଅନେକ ମହତ୍ତ୍ୱ ରହିଛି । ଏ ସମ୍ପର୍କରେ ଲଙ୍କାପତି ରାବଣ କ’ଣ କହିଛି, ସେ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ ।
**ra
ପୁଲସ୍ତ୍ୟ ଋଷିଙ୍କ ଅଭିଶାପ ଯୋଗୁ ଗୋବର୍ଦ୍ଧନ ପର୍ବତର ଉଚ୍ଚତା ପ୍ରତିଦିନ କିଛି ମାତ୍ରାରେ ହ୍ରାସ ପାଉଛି ବୋଲି ପୌରାଣିକ କାହାଣୀ ରହିଛି । ଉକ୍ତ ଘଟଣା ବିଷୟରେ ଜାଣିବା ପାଇଁ ଏହି ଭିଡିଓଟିକୁ ଦେଖନ୍ତୁ ।
ମହାଭାରତ ସମୟରେ କିଛି ଏମିତି ଯୋଦ୍ଧା ବି ଥିଲେ ଯେଉଁମାନେ ମହାଭାରତ ଯୁଦ୍ଧରେ ଭାଗ ନେଇନଥିଲେ । ଯଦି ସେମାନେ ଯୁଦ୍ଧରେ ଭାଗ ନେଇଥାନ୍ତେ, ତାହାହେଲେ ଯୁଦ୍ଧର ପରିଣାମ କିଛି ଅଲଗା ହୋଇଥାନ୍ତା ।
କର୍ଣ୍ଣଙ୍କ ପାଖରେ ଥିବା ପାଶୁପାତ ଅସ୍ତ୍ରକୁ ନେଇ କାହିଁକି ଚିନ୍ତାରେ ପଡିଥିଲେ ଭଗବାନ ଶ୍ରୀକୃଷ୍ଣ? ଏହା ଜାଣିବା ପାଇଁ ଦେଖନ୍ତୁ ଆମର ଏହି ଭିଡିଓ ।
ଏକ ବିଦେଶୀ ରାଷ୍ଟ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ଏହାର ପରିଣାମ କ’ଣ ହେଲା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ ।
ଅଭିମନ୍ୟୁଙ୍କ ମୃତ୍ୟୁ ସମୟରେ ତାଙ୍କ କାନ ନିକଟରେ କ’ଣ କହିଥିଲେ କର୍ଣ୍ଣ? ଏହା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ ।
ଭାରତ ସଂପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାକୁ ଆସି ଶ୍ରୀଲଙ୍କାରେ ଅଟକି ଥିବା ଚୀନ୍ ନୌସେନାର ଏକ ଜାହାଜକୁ ଭାରତୀୟ ସୁରକ୍ଷା ସଂସ୍ଥା ମାତ୍ ଦେଇଛନ୍ତି । କେମିତି ଏହା ସମ୍ଭବ ହେଲା ଜାଣିବା ପାଇଁ ଏହି ଭିଡିଓଟିକୁ ପୂରା ଯାଏଁ ଦେଖନ୍ତୁ ।
Click here to claim your Sponsored Listing.
Category
Contact the business
Website
Address
Cuttack