TimesUtkal

TimesUtkal

Share

information and news activity

12/08/2025

କାର ରେ ଲାଗିଲା ନିଆଁ

30/03/2023

ବଡମ୍ବା ଜେଲ୍ ରେ ଅତି ଆନନ୍ଦ ଉଲ୍ଲାସରେ ପାଳନ ହେଲା ରାମ ନବମୀ।

27/03/2023

ପାଇକରା ପୁର ମିନି ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଟିତ।

21/03/2023

ଅଜଣା ବ୍ୟକ୍ତି ର ମୃତ ଦେହ ଉଦ୍ଧାର | କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନେଳିଆ ପୋଲ ଅପରପାର୍ଶ୍ଵ ରୁ ଜଣେ ଯୁବକ ଙ୍କ ମୃତ୍ୟ ଦେହ ଉଦ୍ଧାର | ମୃତକ ଙ୍କ ପରିଚୟ ମିଳିପାରିନାହିଁ ମୃତ ବ୍ୟକ୍ତି ର ବୟସ ୪୦ ରୁ ୪୫ ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଇଛି ଯୁବକ ଜଣଙ୍କ ପାଞ୍ଚ ଦିନ ରୁ ଉର୍ଧ ହେବ ପଡିରହିଥିଲା | ଉକ୍ତ ମୃତ ଦେହ ରୁ ଦୁର୍ଗନ୍ଧ ଆସିବା ରୁ ସ୍ଥାନୀୟ ଲୋକ ଟାଙ୍ଗି ଥାନା ରେ ଜଣାଇଥିଲେ | ଟାଙ୍ଗି ଥାନା ପୋଲିସ ଘଟଣା ଷ୍ଟକ ରେ ପହଂଚି ଉକ୍ତ ଶବ କୁ କଟକ ବଡ଼ମେଡିକାଲ ପଠାଇଛି | ସାବିତ୍ରୀ ଜନସେବା ର କେହିନାହିଁ ଯାହାର ଆମେ ଅଛୁ ତାହାର ସଂଗଠନ ପକ୍ଷରୁ ଉକ୍ତ ଶବ କୁ ଉଦ୍ଧାର କରାଯାଇଥିଲା |

15/04/2022

ବଡମ୍ବା ରେ ,,,,,,,,,,, ଝାମୁ ଯାତ୍ରା ଅନୁଷ୍ଠିତ .......

14/04/2022

ସିଦ୍ଧ କନକେଇ ପୀଠରେ ପଞ୍ଚ ଦିନାତ୍ମକ ବିଶ୍ୱଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ ।

12/04/2022

ବଡ଼ ଭାଇର ପରିବାରକୁ ହତ୍ୟା କଲା ସାନ ଭାଇ

Want your business to be the top-listed Media Company in Cuttack?
Click here to claim your Sponsored Listing.

Address


Manguli , Choudwar
Cuttack