Debasis swain

Debasis swain

Share

Contact information, map and directions, contact form, opening hours, services, ratings, photos, videos and announcements from Debasis swain, Politician, Cuttack.

03/09/2025

•Happiness•
Highlights
Happiness In Your Life

04/08/2025

ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମହୁତି ଘଟଣାରେ ୨ ଗିରଫ | ସୌମ୍ୟଶ୍ରୀଙ୍କୁ ଉଦ୍ଧାର କରିଥିବା ଜ୍ୟୋତି ଓ ଶୁଭ୍ର ସମ୍ବିତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ | ଦୁହେଁ ABVP ପିଲା, ଏମାନେ ସୌମ୍ୟଶ୍ରୀଙ୍କୁ ଆତ୍ମହୁତି ପାଇଁ ପ୍ରବାର୍ତ୍ତାଇ ଥିଲେ |

26/07/2025

Highlights Following Love ADGPI - Indian Army I Love India

15/07/2025

ଜୀବନ ଯୁଦ୍ଧରେ ହାରିଗଲେ #ସୌମ୍ଯାଶ୍ରୀ !
ମୃତ୍ଯୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS hospital ତରଫରୁ ବିଧିବଦ୍ ଭାବେ ମୃତ୍ୟୁ ଘୋଷଣା କରାଯାଇଛି ଖବର ଶୁଣି ମୁଁ ଦୁଖିତ ଓ ମର୍ମାହତ।ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଦୁଃଖଦ ସମୟରେ ମହାପ୍ରଭୁ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ସାହସ ଓ ଧର୍ଯ୍ୟ ପ୍ରଦାନ କରନ୍ତୁ।
ଓଁ ଶାନ୍ତି 🙏
#𝗙𝗠𝗰𝗼𝗹𝗹𝗲𝗴𝗲

09/04/2025

ଯେଉଁମାନେ ବିଜୁ ଜନତାଦଳ କୁ ଗଢି଼ଥିଲେ ସେମାନଙ୍କୁ ଗୋଟା ଗୋଟା କରି ଦଳ ଠାରୁ ଦୁରେଇ ଦେବା, ନିଶ୍ଚିତ ଭାବରେ ଦଳ କୁ ଅପୂରଣୀୟ କ୍ଷତି ସମ୍ମୁଖିନ କରାଇବ।

23/01/2024

ବୀର ବିପ୍ଳବୀ ଯୁଗ ପୁରୁଷ ନେତାଜୀ "ସୁଭାଷ ଚନ୍ଦ୍ର ବୋଷ" ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା।

Want your public figure to be the top-listed Public Figure in Cuttack?
Click here to claim your Sponsored Listing.

Category

Telephone

Website

Address


Cuttack