Help the Humanity
help to helpless
14/05/2026
ଶବ ର ସାଥି ଅଭିମନ୍ୟୁ ଭାଇ ଙ୍କ ପରାମର୍ଶ କ୍ରମେ ଜଗନ୍ନାଥ ଭାଇ ଙ୍କ ସହଯୋଗରେ SCB medical କୁ ଆସିଥିବା ଏକ ଅସହାୟ ମଉସା ଙ୍କର ଶବ ସତ୍କାର କରିଥିଲୁ ।।
Abhimanyu Das
J P Mohanty Papun
Highlights
Help the Humanity
08/05/2026
ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ସଂଗଠନ ପ୍ରାଚୀ ପ୍ରାଜ୍ଞ ପରିଷଦ ର ବାର୍ଷିକ ଉତ୍ସବରେ ହେଲ୍ପ ଦ ହ୍ୟୁମାନିଟି ଚାରିଟେବୁଲ ଟ୍ରଷ୍ଟ କୁ ନିମନ୍ତ୍ରଣ କରି ସେବା କାର୍ଯ୍ୟ ନିମନ୍ତେ ସମ୍ମାନିତ କରିଥିଲେ।।
18/04/2026
ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଜେନାପଦା ସ୍ଥିତ ମା ତାରିଣୀଙ୍କ ପୀଠରେ ପବିତ୍ର ଚଇତି ପର୍ବ
ଅବସରରେ ପ୍ରତିବର୍ଷର ପରମ୍ପରା ଅନୁଯାୟୀ Help The Humanity ପରିବାର ପକ୍ଷରୁ ସେଠାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପଣା ବଣ୍ଟନ କରାଯାଇଥିଲା
ଆସନ୍ତୁ, ସେବା ଓ ଭକ୍ତିରେ ଏକାତ୍ମତାର ପରିଚୟ ଦେବା।
06/04/2026
ହେଲ୍ପ ଦ ହ୍ୟୁମାନିଟି ଓ ସହାୟ ଫାଉଣ୍ଡେସନ ତରଫରୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ମରାଣିଆ ବସ୍ତିରେ ଥିବା ପିଲା ଓ ଲୋକଙ୍କୁ ଆଜି juice, glucon- d ବଣ୍ଟନ କରିବା ସହ ଝିଅ ମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ କରାଯାଇଥିଲା।।
09/03/2026
ହେଲ୍ପ ଦ ହ୍ୟୁମାନିଟି ଓ New life social work ର ମିଳିତ ଉଦ୍ୟମ ରେ ଛତିଆ ସ୍ଥିତ ଚମ୍ପାପୁର କଇଥା ଗାନ୍ଧୀଶିକ୍ଷା ଶ୍ରମ ବିଦ୍ୟାଳୟ ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।। ଏହି ରକ୍ତଦାନ ଶିବିର ରେ ୬୫ ଜଣ ରକ୍ତଦାତା ଆସି ତାଙ୍କର ମୂଲ୍ୟବାନ ରକ୍ତଦାନ କରିଥିଲେ।।
ଧନ୍ୟବାଦ ଦେବୁ ସେଇ ସମସ୍ତ ରକ୍ତଦାତା ମାନଙ୍କୁ ଯିଏ ନିଜର ରକ୍ତ ଥାଲାସେମିଆ ଓ କ୍ୟାନ୍ସର ରୋଗୀଙ୍କୁ ସମର୍ପିତ କରିଥିଲେ।।
21/01/2026
ହେଲ୍ପ ଦ ହୁମlନିଟୀ ପ୍ରତିଷ୍ଠାତା Sisir Sahoo ଓ ହେଲ୍ପ ଦ ହୁମlନିଟୀ ର ସଦସ୍ୟ subrjit କୁ ଜନ୍ମ ଦିନର ହେଲ୍ପ ଦ ହୁମlନିଟୀ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା Happy birthday 🎂🎂🎈🎈
21/01/2026
କଟକ SCB medical ରେ ଏକ ଅସହାୟ ରୋଗୀ ଙ୍କର ମୃତ୍ୟୁ ହେବା ପରେ ପାଖରେ ତାଙ୍କ ପୁଅ ଥିଲେ।। ପୁଅ ଟି ପାଖରେ ଅର୍ଥ ନଥିଲା ମୃତ ମାଆ ଙ୍କୁ ନେ଼ଇ ଘର କେନ୍ଦ୍ରାପଡା ଆଳି ନେଇକି ଯିବା ପାଇଁ।। ଏକଥା ଜାଣି ହସ୍ପିଟାଲ ର କର୍ମଚାରୀ ଆମ ହେଲ୍ପ ଦ ହ୍ୟୁମାନିଟି ଚାରିଟେବୁଲ ଟ୍ରଷ୍ଟ କୁ ଜଣାଇ ଥିଲେ।। ଖବର ପାଇ ଆମେ ତାଙ୍କୁ ଏକ ଆମ୍ବୁଲାନ୍ସର ସହଯୋଗେ ତାଙ୍କ ଘରକୁ ପଠାଇ ଥିଲୁ।।
Click here to claim your Sponsored Listing.
Category
Contact the organization
Telephone
Website
Address
Cuttack
75004