Somanath Temple

Somanath Temple

Share

Hindu temple in Odisha

20/06/2026

Sibabibaha 2026 🙏🚩🕉️🔱 🙏🌿🕉️

Photos from Somanath Temple's post 19/06/2026

ସୋମନାଥ ମହାଦେବଙ୍କ ଶିବ ବିବାହ ଉତ୍ସବ 🙏🚩🕉️🔱

18/06/2026

Siba bibaha 🙏🚩🕉️🔱 🙏🌿🕉️

18/06/2026
18/06/2026

"ଧନ ଅର୍ଜିଣ ଧର୍ମ କରି, ଧର୍ମେ ପ୍ରପାତ ନରହରି"
ଏହି ସମାଜ ପ୍ରତି ଆମ ସମସ୍ତଙ୍କର ଏକ ବଡ଼ କର୍ତ୍ତବ୍ୟ ଅଛି। ନ୍ୟାୟ ଏବଂ ସାଧୁତାର ସହ ଜୀବନ ବିତାଇ ଅନ୍ୟର ସେବା ଓ ସହଯୋଗ କରିବା ହିଁ ପ୍ରକୃତ ଧର୍ମ। ଆସନ୍ତୁ, ଇଷ୍ଟ ଦେବ ପ୍ରଭୁ ସୋମନାଥ ପ୍ରତିଟି କର୍ମକୁ ସମାଜର ମଙ୍ଗଳ ଓ ଭକ୍ତ ପାଇଁ ଉତ୍ସର୍ଗ କରିବା
ଜୟ ସୋମନାଥ 🙏
ଜୟ ମା ପାର୍ବତୀ 🙏

18/06/2026

ଇଷ୍ଟ ଦେବ ପ୍ରଭୁ ସୋମନାଥ ଦେବଙ୍କ ପ୍ରଥମେ ମଙ୍ଗଳ ଆରତୀ, ଅଭିଷେକ,ସରିଲା ପରେ ବର ପିତା, କନିଆ ପିତା ବେଲପତ୍ର,ଚନ୍ଦନ, କରୁପୂର, ଚୂଆ ସୁବାସିତ ତୈଳ ଫୁଲ ସହିତ ଉପଚାର ପୁଜା କରାଗଲା 🙏 ଆହେ ମୃତ୍ୟୁଜୟ ତୁମ କାମ ତୁମେ କର ମୁଁ ମନୁସ୍ୟ ମାତର 🙏 ଜୟ ସୋମନାଥ , ଜୟ ମା ପାର୍ବତୀ

Want your place of worship to be the top-listed Place Of Worship in Cuttack?
Click here to claim your Sponsored Listing.

Category

Website

Address


Barapada
Cuttack
754203