Natural Therapy Health Tips
Welcome To All in my page For natural health tips
16/05/2024
26/05/2023
ଏକ ନୂତନ ଚାଷ ପଦ୍ଧତି ଯେଉଁ ପଦ୍ଧତି ଦ୍ଵାରା ଜଣେ ଚାଷୀ
୧) ସାର ଖର୍ଚ୍ଚ ୩୦ ଭାଗ କମ୍ କରିପାରିବ
୨) କୀଟନାଶକ ଖର୍ଚ୍ଚ ୫୦ ଭାଗ କମ୍ କରିପାରିବ
୩) ଅମଳ କୁ ୨୦ ଭାଗ ଅଧିକ କରିପାରିବ
ଜୈବିକ ଚାଷ ପଦ୍ଧତି
ଅଳ୍ପ ଖର୍ଚ୍ଚ ଅଧିକ ଲାଭ
ଅଳ୍ପ ଜମିରୁ ଅଧିକ ଅମଳ
କୃଷି ଆଡଭାଇଜର୍
ଶ୍ରୀ ଦେବାଶିଷ୍ ବେହେରା
୯୯୩୮୯୧୩୬୬୯
25/03/2022
20/09/2021
Flax Oil has Omega 3 Fatty Acid & Omega 6 Fatty Acid which keeps Healthy Heart
For More Call or WhatsApp me at 9938913669
22/07/2021
Indulge in the goodness of Invigo Nutritional Protein Powder and boost immunity.
Enriched with vital amino acids, vitamins, and minerals, making it an ideal drink for the entire family💫
Buy ⏩ bit.ly/proteinP
13/06/2021
ସଜନା ଶାଗର ଖାଦ୍ୟସାର
04/06/2021
ସି.ଏନ୍.ଟି. ବା କୋଷକୀୟ ପୋଷଣ ଚିକିତ୍ସା
Natural Therapy with Natural Food Supplements
Noise ColorFit Pro 2- India's No. 1 Basic Smartwatch with 24x7 Dynamic Heart Rate Tracking, 10 Day Battery, Full Touch HD Display & Multi-Sports Mode (Jet Black)
https://amzn.to/3c35o11
Hello,
This is DEBASISH BEHERA, let’s join Vestige family by holding my hands.
Use the referral code mention below while registering yourself through Vestige app.
Code : REF5009C13
App Link
https://play.google.com/store/apps/details?id=com.vestigeshopping
Wish you wellth!
Call or WhatsApp me at 9938913669
27/05/2021
Boost Your Immunity
26/05/2021
ବିଶେଷଜ୍ଞଙ୍କ ମତ : କିଭଳି ଜାଣିବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ
ବର୍ତ୍ତମାନ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିିଛି। ଏହି ସମୟରେ ଆମ ରୋଗ ପ୍ରତିରୋଧକ ଶକ୍ତି ଉପରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। କାରଣ ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ନିତ୍ୟାନ୍ତ ଆବଶ୍ୟକ। ରୋଗ ପ୍ରତିରୋଧକ ଶକ୍ତି ହିଁ ଆମକୁ ସମସ୍ତ ପ୍ରକାର ରୋଗରୁ ରକ୍ଷା କରିଥାଏ। ତେଣୁ ଏହି ସମୟରେ ନିଜର ରୋଗ ପ୍ରତିରୋଧକ ଶକ୍ତି କେତେ ମଜଭୂତ ତାହା ଜାଣିବା ନିଶ୍ଚିତ ଆବଶ୍ୟକ।
ବିଶେଷଜ୍ଞଙ୍କ ମତରେ ବାରମ୍ବାର ରୋଗଗ୍ରସ୍ତ ହେବା, ଥକ୍କାପଣ ଅନୁଭବ ହେବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାର ଲକ୍ଷଣ।
କେତେକ ଲୋକେ ପାଗର ପରିବର୍ତ୍ତନ ମାତ୍ରେ ରୋଗଗ୍ରସ୍ତ ହୋଇ ଥାଆନ୍ତି, ଏହା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳର ସଙ୍କେତ।
ଆପଣଙ୍କୁ ଅଧିକାଂଶ ସମୟ ଥକ୍କାପଣ କିମ୍ବା ଆଳସ୍ୟ ଅନୁଭବ ହେଲେ ; ଶରୀରରେ ଯନ୍ତ୍ରଣା, ବ୍ୟଥା ଲାଗି ରହୁଥିଲେ, ରୋଗ ପ୍ରତିରୋଧ ଶକ୍ତି ଦୁର୍ବଳ ବୋଲି ଜଣାଯାଏ।
ଏହାସହ ସକାଳେ ଉଠିବା ମାତ୍ରେ ତାଜା ଅନୁଭବ ନକରିବା, ଦିନଯାକ ସାମାନ୍ୟ କାମ କଲେ ମଧ୍ୟ ହାଲିଆ ହେବା, କାର୍ଯ୍ୟ କରିବାରେ ଆବଶ୍ୟକୀୟ ଶକ୍ତି ନମିଳିବା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳର ଲକ୍ଷଣ।
ଯଦି ଆପଣଙ୍କ ଶରୀରରେ କୌଣସି ସ୍ଥାନରେ କ୍ଷତ ହେଉଛି ଓ ତାହା ଭଲ ହେବାକୁ ଅଧିକ ସମୟ ଲାଗୁଛି, ତେବେ ଜାଣନ୍ତୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ।
ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନଙ୍କର ପେଟ ଜନିତ ସମସ୍ୟା ଅଧିକ ସୃଷ୍ଟି ହୋଇଥାଏ। ଗ୍ୟାସଟିକ ,କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ।
ଏହା ବ୍ୟତୀତ ଅଧିକାଂଶ ସମୟରେ ଚିଡଚିଡା, ବ୍ୟସ୍ତ ଅନୁଭବ ହେବା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳର ସଙ୍କେତ।
Must Visit my website
www.teamdebasish.wordpress.com
Contact me with this below link
https://wa.link/zkjqdp
Samsung Galaxy M12 (Blue,6GB RAM, 128GB Storage) 6000 mAh with 8nm Processor | True 48 MP Quad Camera | 90Hz Refresh Rate
https://amzn.to/3feKiim
24/05/2021
ଇମ୍ୟୁନିଟି ଷ୍ଟ୍ରଙ୍ଗ୍ ହେବା ପାଇଁ ଜରୁରୀ ଅଟେ ଭିଟାମିନ୍ ସି’, ଖାଆନ୍ତୁ ଏହି ଜିନିଷ
କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ସମସ୍ତେ ନିଜର ସ୍ୱାସ୍ଥ୍ୟ ଏବଂ ଇମ୍ୟୁନିଟିକୁ ନେଇ ସଚେତନ ହୋଇଛନ୍ତି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଉତ୍ତମ ଖାଦ୍ୟ, ଏକ୍ସରସାଇଜ୍ ଏବଂ ଯୋଗ ଅନୁସରଣ କରୁଛନ୍ତି, କିନ୍ତୁ ଏଥି ମଧ୍ୟରେ ଆମେ ଆପଣଙ୍କୁ ଏପରି ଭିଟାମିନ୍ ବିଷୟରେ କହିବୁ, ଯାହା ଡାକ୍ତରମାନେ ମଧ୍ୟ ଏହାର ଗ୍ରହଣ ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଚାଲନ୍ତୁ ଜାଣିବା ଭିଟାମିନ୍ ସି ବିଷୟରେ –
ଡାକ୍ତରମାନେ ଏହା ମଧ୍ୟ ବିଶ୍ୱାସ୍ କରନ୍ତି ଯେ ଭିଟାମିନ୍ ସି ଏବଂ ଜିଙ୍କ କୋଭିଡ -୧୯ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ, ଏକ ନୂତନ ଅନୁସନ୍ଧାନରେ କୁହାଯାଇଛି ଯେ ଥଣ୍ଡା ଏବଂ ଫ୍ଲୁର ଗମ୍ଭୀରତାକୁ କମ୍ କରିବା କିମ୍ବା ମୁକାବିଲା କରିବା ପାଇଁ ଜିଙ୍କ ଏବଂ ଭିଟାମିନ୍ ସି ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ଅଟେ ।
ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ ରୋଗୀଙ୍କୁ କରୋନା ଅବଧିରେ ଭିଟାମିନ୍-ସି ଏବଂ ଜିଙ୍କ ଟାବଲେଟ୍ ନେବାକୁ ପରାମର୍ଶ ଦିଆଯାଇଛି । ଲେମ୍ବୁ, କମଳା, ଅଁଳା ପରି ସାଇଟ୍ରସ୍ ଫଳଗୁଡ଼ିକ ଭିଟାମିନ୍ ସି ର ପ୍ରାକୃତିକ ଉତ୍ସ । ଲେମ୍ବୁ ଭିଟାମିନ୍ ସି ର ଏକ ଉତ୍ତମ ଉତ୍ସ । କମଳା ଖାଇବା ଦ୍ୱାରା ଭିଟାମିନ୍ ସି ସହିତ ଫାଇବର୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ତେଣୁ କରୋନାର ଏହି ଅବଧିରେ, ଲୋକମାନେ ଭିଟାମିନ୍ ସି ଯୁକ୍ତ ଏହି ଫଳ ବ୍ୟବହାର କରିବା ଉଚିତ ଯାହା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ ।
– ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଛନ୍ତି, ତେବେ ସାଇଟ୍ରସ୍ ଫଳ ଖାଆନ୍ତୁ । ଏହି ସାଇଟ୍ରସ୍ ଫଳଗୁଡିକ ହେଉଛି କମଳା, ଲେମ୍ବୁ, ମାଲାଟା, ପିଜୁଳି, ଅଙ୍ଗୁର, ଅମୃତଭଣ୍ଡା, ତରଭୁଜ ଷ୍ଟ୍ରବେରୀ, ଏବଂ ପନିପରିବାରେ ବ୍ରୋକୋଲି ।
-ଭିଟାମିନ୍ ସି ହାଇ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ୍ କରିଥାଏ । ସ୍କିନ୍ ସ୍ମୁଥ କରିବା ସହିତ ମେଟାବୋଲିଜିମକୁ ମଧ୍ୟ ବଢାଇଥାଏ ।
-ଭିଟାମିନ୍ ସି ଓଜନ କମାଇବାରେ ସାହାଯ୍ୟ କରିଥାଏ ।
-ଇମ୍ୟୁନିଟି ସିଷ୍ଟମକୁ ସୁସ୍ଥ ରଖିବା ପାଇଁ ଆପଣଙ୍କର ଖାଦ୍ୟ-ପେୟରେ ଭିଟାମିନ୍ ସି’କୁ ସାମିଲ କରୁନ୍ତୁ, ଯେପରିକି ଷ୍ଟ୍ରବେରୀ, ବ୍ରୋକଲି ଇତ୍ୟାଦି ।
Click here to claim your Sponsored Listing.
Category
Address
Cuttack