GREEN CLUB
This club is performing at Kuranga sasan Village on village developing activities.
27/01/2022
73 ତମ ସାଧାରତନ୍ତ୍ର ଦିବସ ପାଳନ ଅବସରରେ green club କୁରାଙ୍ଗ ଶାସନ ଆନୁକୁଲ୍ୟରେ କୁରାଙ୍ଗ ଶାସନ ଚନ୍ଦନ ପଡିଆ ଠାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସହିତ ପୂଜ୍ୟ ପୂଜା ର ଆୟୋଜନ , ପିଲାମାନଙ୍କ ଦକ୍ଷତା ବିକାଶ ର କାର୍ଯ୍ୟକ୍ରମ ଓ cricket match ra ଆୟୋଜନ କରାଯାଇ ଆନନ୍ଦ ଉଲ୍ଲାସ ରେ ପାଳନ କରା ଯାଇଛି।
24/01/2022
A quiz competition and a debate competition of school students organised by green club..... Please be present on 26 January for the flag hosting event and prize distribution...
Regards
GREEN CLUB
22/10/2021
ଏଥି ସହିତ ଗ୍ରୀନ କ୍ଲବ ତାର ଗୋଟିଏ ପାଦ ସଂସ୍କୃତି ଆଡକୁ ବଢାଇ, ଗ୍ରାମ ରେ ଭାଗବତ ପଢ଼ା ଆରମ୍ଭ କରାଇବାରେ ସକ୍ଷମ ହୋଇଛି।ସେଥି ପାଇଁ ଗ୍ରୀନ କ୍ଲବ ତାର
ସମସ୍ତ ସଦସ୍ୟ ମାନଙ୍କ ସହିତ ସହଯୋଗ କରି ଥିବା ସହୃଦୟ ବ୍ୟକ୍ତି ବିଶେଷ ଙ୍କୁ ମଧ୍ଯ କୃତଜ୍ଞତା ଜଣାଉଛି।
20/10/2021
Taking care of the plant, which GREEN CLUB was planted before.....
Kurang sasan village sanitisation by GREEN CLUB.
11/07/2021
A Plantation programme at our village Kurang sasan by GREEN CLUB....
16/06/2021
16/06/2021
Activities of green club done by green warriors...
This group shows what UNITY really can do.....
Click here to claim your Sponsored Listing.
Category
Telephone
Website
Address
Cuttack
753002