Somya Ranjan Swain

Somya Ranjan Swain

Share

ମାନବ ସେବା ହିଁ ପ୍ରକୃତ ମାଧବ ସେବା

14/01/2026

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସଭିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।

01/01/2026

ଇଂରାଜୀ ନବବର୍ଷ ୨୦୨୬ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ , ଶାନ୍ତି ଓ ସମୃଦ୍ଧିର ନୂଆ ଆଲୋକ ଭରିଦେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ ଏବଂ ଆଗାମୀ ଦିନଗୁଡ଼ିକ ଶୁଭମୟ ହେଉ।

ଜୟ ଜଗନ୍ନାଥ 🙏🏻

20/10/2025

ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।

02/10/2025

ପବିତ୍ର ଦଶହରାର ସଭିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଅସତ୍ୟ ଉପରେ ସତ୍ୟର ବିଜୟ ହେଉ। ସଭିଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ।

28/08/2025

ପଶ୍ଚିମ ଓଡ଼ିଶାର ଗଣପର୍ବ #ନୂଆଖାଇ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମାଆ ସମଲେଇଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଃଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।

27/08/2025

ପବିତ୍ର ଗଣେଶ ଚତୁର୍ଥୀ ତଥା ଗଣେଶ ପୂଜାର ହାର୍ଦ୍ଧିକ ଶୁଭେଛା ଓ ଶୁଭକାମନା।

15/08/2025

ପବିତ୍ର ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। 🙏🏻
ଜୟ ଶ୍ରୀକୃଷ୍ଣ 🙏🏻

15/08/2025

୭୯ ତମ #ସ୍ୱାଧୀନତାଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🇮🇳

Want your public figure to be the top-listed Public Figure in Bhubaneswar?
Click here to claim your Sponsored Listing.

Category

Address


Bhubaneswar
Bhubaneswar