Asit Ranjan Das
Contact information, map and directions, contact form, opening hours, services, ratings, photos, videos and announcements from Asit Ranjan Das, Politician, Vani Vihar, Odisha, Bhubaneswar.
22/02/2024
ନବରଙ୍ଗପୁର ବିଧାୟକ ( ସଦାଶିବ ପ୍ରଧାନୀଙ୍କ ) ବାସଭବନ ଠାରେ ଆଗାମୀ ନିର୍ବାଚନରେ ବିଜେଡି କିଭଳି ବହୁମତ ପାଇ ବିଜୟ ଲାଭ କରିବ। ତୃଣମୂଳ ସ୍ତରରେ ଆହୁରି ମଜଭୁତ କରିବା ସହ ନବରଙ୍ଗପୁର ସଙ୍ଗଠନକୁ ସୁଦୃଢ କରିହେବ ସେ ନଇ ଆଲୋଚନା ହୋଇଥିଲା। ବିସିଜେଡି ପକ୍ଷରୁ ନବରଙ୍ଗପୁର ନିର୍ବାଚନୀ ମଣ୍ଡଳୀର ସଂଯୋଜକ ଭାବେ ଦାୟିତ୍ବ ମିଳିବାର ପ୍ରଥମ ଗସ୍ତ ରହିଥିଲା।
15/02/2024
#ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜୁ ଛାତ୍ର ଜନତା ଦଳର ସଂଯୋଜକ ଭାବେ ଦାୟିତ୍ଵ ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଉଛି। ଏଥିସହ ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ମାନ୍ୟବର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଧନ୍ୟବାଦ ଜଣାଉଛି ।
14/02/2024
ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଲାଗି ଘୋଷଣା ହୋଇଛି ନୂଆ-ଓ ସ୍କଲାରସିପ। ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସ୍ୱତନ୍ତ୍ର ସ୍କଲାରସିପ୍। ଛାତ୍ରମାନଙ୍କୁ ୯ ହଜାର ଟଙ୍କା ସ୍କଲାରସିପ୍ ମିଳିବାକୁ ଥିବା ବେଳେ ଛାତ୍ରୀ ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ । ଚଳିତ ବର୍ଷରୁ ମିଳିବ ଏହି ସ୍କଲାରସିପ୍ । ତେବେ ଆସନ୍ତା ୨୦ ତାରିଖରୁ ରୁ ୨୫ ତାରିଖ ମଧ୍ୟରେ ଏହି ସ୍କଲାରସିପ୍ ମିଳିବାକୁ ଥିବା ବେଳେ ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ହେବେ ଉପକୃତ। ଏହି ପରିପେକ୍ଷି ରେ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।
Click here to claim your Sponsored Listing.
Category
Website
Address
Vani Vihar, Odisha
Bhubaneswar
751004