AAM TV LIVE

AAM  TV LIVE

Share

AAM TV LIVE
Breaking news, trending stories, and real-time updates—all in one place

04/06/2026

ଛଟେଇ ନକରିବାକୁ ସରକାରଙ୍କୁ ନିବେଦନ କଲେ ଆରୋଗ୍ୟ ମିତ୍ର ।

04/06/2026

ପରିବର୍ତ୍ତନର ପ୍ରତିଶ୍ରୁତି ସହ ସୁଶାସନର ସଙ୍କଳ୍ପକୁ ପୁରିଲା ୨ ବର୍ଷ, ଆଜି ଦିନରେ ଅଢ଼େଇ ଦଶନ୍ଧିର ବିଜେଡି ଶାସନର ଘଟିଥିଲା ଅନ୍ତ

04/06/2026

କେରଳ ସରକାର ଡ୍ରଗ୍ସ ନେଟୱାର୍କ ବିରୋଧରେ ଆରମ୍ଭ କଲେ ‘ଅପରେସନ ତୋଫାନ; କଲେଜ କ୍ୟାମ୍ପସ ଓ ହଷ୍ଟେଲରେ ଚଢଉ ଲାଗି ପୋଲିସକୁ ଦିଆଗଲା କ୍ଷମତା

Photos from AAM  TV LIVE's post 04/06/2026

ତିନି ରଥରେ ଉଠିଲା ଚାରି ନାହାକା
ରଥଖଳାରେ ପଡ଼ିଲା ତୃତୀୟ ହରିବୋଲ
ସ୍ନାନ ପୂର୍ଣ୍ଣିମା ଯଥେଷ୍ଟ ପୂର୍ବରୁ ଉଠିଲା ଚାରି ନାହାକା
ଚାରି ନାହାକା ଉଠାଇ ହରିବୋଲ ପକାଇଲେ ଭୋଇ ସେବକ
ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ ଶେଷ

04/06/2026

ପାନେ ପାଇଲା ପଟ୍ଟାମୁଣ୍ଡାଇ ଅବକାରୀ

04/06/2026

ଏବେ କାମୁଡା ବିଲୁଆ ହେଇ ଯାଇଛି ବିଜେଡି

04/06/2026

-ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ
-ମୁକୁଳାଇବା ପାଇଁ ଭିଡିଓ ବାର୍ତ୍ତା ଜାରି କରି ଗୁହାରି କଲେ ଶ୍ରମିକ
-୩ ମାସ ହେଲାଣି ଦରମା ମିଳିନଥିବା ନେଇ କଲେ ଅଭିଯୋଗ
-ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଅଭାବରେ ଥିବା ଦାବି
-ଉଦ୍ଧାର ପାଇଁ ଓଡ଼ିଶା ସରକାର ଓ କେନ୍ଦ୍ରାପଡ଼ା ସାଂସଦଙ୍କୁ ଅନୁରୋଧ

04/06/2026

ପୁରୁଣା ବଜାର ଥାନା ଅଧୀନ ନଙ୍ଘାମହଲାରେ ଚଢ଼ାଉ କରି ୯ଟି ଗୋରୁ ଉଦ୍ଧାର କଲା ପୋଲିସ। ଘଟଣାସ୍ଥଳରୁ ଗୋଟିଏ ପିକଅପ୍ ଭ୍ୟାନ ଓ ଗୋଟିଏ ବୋଲେରୋ ଜବତ ହୋଇଥିବାବେଳେ ଗୋଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

04/06/2026

ଏଚ୍‌ପି ଗ୍ୟାସ ଏଜେନ୍ସି ଉପରକୁ ମାଡ଼ିଗଲା ଟ୍ରକ
ଟ୍ରକଟି ଛତିଶଗଡ଼ରୁ ବିଶାଖାପାଟଣାକୁ ଯାଉଥିଲା
୧୫ରୁ ଅଧିକ ବାଇକ୍‌ ଚୁରମାର୍
ଘଟଣାସ୍ଥଳରେ ଟ୍ରକକୁ ଜବତ କଲା ପୋଲିସ

Photos from AAM  TV LIVE's post 04/06/2026

#ଦେବାଶିଷ_ସାମନ୍ତରାୟ_ରାଜ୍ୟସଭା_ପ୍ରାର୍ଥୀ
ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ
ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ନାଁ ଘୋଷଣା

Want your business to be the top-listed Media Company in Bhubaneswar?
Click here to claim your Sponsored Listing.

Category

Telephone

Address


Odisha
Bhubaneswar
751003