Deepak

Deepak

Share

Corruptions against youth power

19/03/2026

कुछ कुत्ते अपने होते है .......
और कुछ अपने कुत्ते होते है.......

01/03/2026

TEAM INDIA

04/02/2026

#ମଣିଷର_ପରିଚୟ_ବ୍ୟବହାର
ମିଠା କଥା ସହିତ ଭଲ ବ୍ୟବହାର ହିଁ ମଣିଷକୁ ରାଜା ବନେଇ ଥାଏ କେବଳ ଟଙ୍କା ରେ ମଣିଷ ଧନବାନ ହୁଏନାହିଁ , ଅସଲ ଧନବାନ ସିଏ ଯାହା ପାଖରେ ଭଲ ଚିନ୍ତା, ଉତ୍ତମ ବ୍ୟବହାର ସୁନ୍ଦର ବିଚାର ଅଛି ।

02/02/2026

#ଅହଙ୍କାର.....
ଅହଙ୍କାରରେ ବୁଡି ରହୁଥିବା ମଣିଷ କେବେ ନିଜର ଭୁଲ କୁ ଦେଖେ ନାହିଁ କି ଅନ୍ୟର ଭଲ ଗୁଣ କୁ ଗ୍ରହଣ କରେ ନାହିଁ, ଅହଙ୍କାର କୌଣସି ଶକ୍ତି କି କ୍ଷମତା ନୂହେଁ ବରଂ ମାନସିକ ବିକାର ଗ୍ରସ୍ତ ରୋଗୀ , ଏହାର ଚିକିତ୍ସା କେବଳ ସମୟ ଆଉ ପ୍ରକୃତ୍ତି କରିପାରେ... ।

Want your public figure to be the top-listed Public Figure in Bhubaneswar?
Click here to claim your Sponsored Listing.

Category

Telephone

Address


Chandikhole
Bhubaneswar
755049