Manas Ranjan Swain

Manas Ranjan Swain

Share

ସବୁ "ଗାଁ "ରେ ପାଣି,ପବନ ଥାଏ, କିନ୍ତୁ
ମୋ ଗାଁ" ର ପାଣି ପବନ ଅତ୍ୟନ୍ତ ନିଆରା....
"ଧଉଳି""_ଭୁବନେଶ୍ୱର.....

01/03/2026

ପାକିସ୍ଥାନରେ ଆମେରିକାର ଦୁତବାସ ରେ ଆକ୍ରମଣ

15/02/2026

🔱 ଓଁ ନମଃ ଶିବାୟ 🔱
ଏକାମ୍ରକ୍ଷେତ୍ରର ଆରାଧ୍ୟ ଦେବତା, ରାଜାଧିରାଜ ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କର ପବିତ୍ର ମହାଶିବରାତ୍ରି ଅବସରରେ ଦୁର୍ଲଭ ମହାଦୀପ ଦର୍ଶନ !!

ଶିବମୟ ହେଉ ସାରା ବିଶ୍ୱ !! ମହାପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ଆଲୋକିତ ହେଉ !! ହର ହର ମହାଦେବ

#ଲିଙ୍ଗରାଜ #ମହାଶିବରାତ୍ରି #ଓଡ଼ିଶା

15/02/2026

ବୋମା ଭିଡୁଥିଲେ, ହଠାତ୍ ଫୁଟିଗଲା! 💣🔥

ସିସିଟିଭିରେ କଏଦ ହେଲା ବିସ୍ଫୋରଣ ବେଳର ଭୟଙ୍କର ଦୃଶ୍ୟ। ବୋମା ଭିଡୁଥିବା ସମୟରେ ଅଚାନକ ଫୁଟିଗଲା... ଦେଖନ୍ତୁ ଏହି ଛାତିଥରା ଭିଡ଼ିଓ

📍 ସ୍ଥାନ: ସୁନ୍ଦରପଦା,ଭୁବନେଶ୍ୱର

Photos from Manas Ranjan Swain's post 14/02/2026

ପବିତ୍ର ମହାଶିବରାତ୍ରି ନିମନ୍ତେ ସୁସଜ୍ଜିତ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରାଜ ଦେଉଳ

Photos from Manas Ranjan Swain's post 14/02/2026

ଆସନ୍ତାକାଲି ଜାଗର ପାଇଁ ସଜେଇ ହୋଇଛି ଧଉଳି ର ବାବା ଶ୍ରୀ ଶ୍ରୀ ଭୋରେଙ୍ଗେଶ୍ଵର ମନ୍ଦିର... 🙏
#ଜାଗର #ଧଉଳି #ଭୁବନେଶ୍ୱର

29/11/2025

Hong Kong ର ଏକ ଘଟଣା ଯେଉଁଠାରେ ଘର ବାହାର କାନ୍ଥ ମରାମତି କରିବା ସମୟରେ ସିଗାରେଟ୍ ଟାଣିବା ପରେ ଏକ ଅଳିଆ ଗଦା କୁ ଫିଙ୍ଗି ଦେଇଥିଲେ।
କିଛି ମୁହୂର୍ତ୍ତ ପରେ, ସମଗ୍ର କୋଠା ନିଆଁରେ ପୋଡ଼ି ଯାଇଥିଲା।

ଧୂମପାନ ମାରାତ୍ମକ।

Photos from Manas Ranjan Swain's post 10/11/2025

ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ମର୍ମନ୍ତୁଦ ବିସ୍ଫୋରଣ ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହାରାଇଛନ୍ତି ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଭଗବାନ ସେମାନଙ୍କୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ ଓ ଆହତମାନେ ଶୀଘ୍ର ସୁସ୍ଥ ହେଉନ୍ତୁ, ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା ।

10/11/2025

ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ଜୋରଦାର ବିସ୍ଫୋରଣ ଘଟିଛି। କାରଟି ମେଟ୍ରୋ ଷ୍ଟେସନ ନିକଟରେ ପାର୍କିଂ କରାଯାଇଥିଲା।
ବିସ୍ଫୋରଣ ଯୋଗୁଁ ପ୍ରବଳ ଅଗ୍ନିକାଣ୍ଡ ଘଟିଥିଲା ଯାହା ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହି ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମଧ୍ୟ ମିଳିଛି।

31/10/2025

ପବିତ୍ର ଅଁଳା ନବମୀ ପର୍ବ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଏବଂ ଶୁଭକାମନା।
ମା' ରାଧାରାଣୀଙ୍କ ପାଦ ଦର୍ଶନର ପୁଣ୍ୟ ସମସ୍ତଙ୍କ ଜୀବନକୁ ପ୍ରେମମୟ କରିଦେଉ।

#ଅଁଳା_ନବମୀ

Want your public figure to be the top-listed Public Figure in Bhubaneswar?
Click here to claim your Sponsored Listing.

Category

Website

Address


Bhubaneswar