Team Rashmi Rajan
journalist
20/11/2023
ବୟସ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏତେ ଅସମର୍ଥ କାହିଁକି...
କାର୍ତ୍ତିକ ମାସରେ ବୟସ୍କ ବୃଦ୍ଧା ଯିବେନି ତ କେବେ ଯିବେ...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ଆଳ କରି ଦୀର୍ଘ ଦିନ ହେବ ଚାରିଦ୍ଵାର ଖୋଲାଯାଉନାହିଁ, ୫ ଘଣ୍ଟା ଲାଇନ ରେ ଛିଡା ହେବା ପରେ ଆଜି ଜଣେ ମାଉସୀ ବ୍ୟାକୁଳ ଭାବେ କାନ୍ଦିଲେ....ଓଟିଭିରେ ଖବର ବାଜିବା ପରେ ପୋଲିସ ନିଦ ଭାଙ୍ଗିଲା(ବିଳମ୍ବରେ), ମାଉସୀକୁ ବ୍ୟାରିକେଡ଼ ରୁ ବାହାରକୁ ନେଲେ, ହେଲେ କଷ୍ଟ,ଯାତନା ଏତେ ଯେ ଆଉ ଜଗାକୁ ଦର୍ଶନ ପାଇଁ ଯିବିନି, ମୋତେ ଛାଡ଼ିଦିଅ ମୁଁ ଘରକୁ ଯିବି କହିଲେ ବୃଦ୍ଧା ଜଣକ....
ସେହିପରି ୨ଜଣ ବାହାର ରାଜ୍ୟର ଭକ୍ତ କହିଲେ, ଆମେ ଆଗରୁ ବହୁବାର ଆସିଚୁ, ଦେଶର ବହୁ ମନ୍ଦିର ଯାଇଛୁ,ହେଲେ ଏତେ ଅବ୍ୟବସ୍ଥା କୋଉଠି ଦେଖିନୁ, ଜଗନ୍ନାଥଙ୍କୁ ଦର୍ଶନ ପାଇଁ ବହୁତ ଇଛା ଥିଲା,ଆସିଲୁ. ହେଲେ ଆଜିର ଏ ଅବସ୍ଥା ପରେ ଜୀବନରେ କେବେ ବି ଆଉ ପୁରୀ ଆସିବୁନି ବୋଲି ନିଷ୍ପତି ନଉଛୁ କହିଲେ ବାହାର ଭକ୍ତ.
ବାସ୍ତବରେ ସେମାନଙ୍କର ଗୋଟିଏ ମାତ୍ର ଇଛା:
(ଭକ୍ତ ଯେତେ କଷ୍ଟ ସହୁ, କାନ୍ଦୁ,ବେହୋସ୍ ହଉ ପଛେ, ଆମର କିନ୍ତୁ ଇଲେକ୍ସନ ପୂର୍ବରୁ ପରିକ୍ରମା ପ୍ରକଳ୍ପ କାମ ସାରି ପଲିଟିକାଲ୍ ମାଇଲେଜ୍ ନବାର ଅଛି)
25/10/2023
ମାଆ'ଙ୍କୁ ମେଲାଣି 🙏
Intresting 👇
12/08/2022
Again Thank you viewers🙏💐
31/07/2022
With Gastroenterologist Dr. Manoj ku. Sahoo & my team.
Watch full episode here:
https://youtu.be/davTPhTn_94
Topic: jaundice
Kya ye sach hay....
Bas thoda sa confuse..ki bjp wale congress me mil gaye, ya Priyanka ji bjp me agaye😜😄😄
Click here to claim your Sponsored Listing.
Category
Telephone
Website
Address
Bhubaneswar
Bhubaneswar
751006