Mohan
◆ Name - Manamohan
◆ My Job - Social servant
◆ I believe that true love comes from family only.
Doubt Is The Most Dangerous Disease
Because There Is No Medicine For Doubt.
20/12/2023
✍️ -: ଆଜିବି ମୁଁ ସମୟର ପ୍ରବାହମାନ ସ୍ରୋତରେ ନିଜ ଜୀବନକୁ ଅବଗାହନ କରୁଛି। ଅତୀତ ଓ ବର୍ତ୍ତମାନର କିଛି ହସ ଆଉ କିଛି ଲୁହର ଜୀବନ ଆଜିବି ମୁଁ ଜିଉଁଛି । ବାସ୍ କାଲି ତୁମେ ସାଥେ ଥିଲ , ଆଜି ମୁଁ ମୋ ନିଜ ସହିତ ଅଛି। କିନ୍ତୁ ଫରକ୍ ସାମାନ୍ୟତମ ହେଲେ ବି ଅନୁଭବ ଅସାଧାରଣ ଅଛି।
【ସତ୍ୟ ତ ଏ -> ତୁମ ସ୍ମୃତି ପୁରୁଣା ହୋଇ ମଧ୍ୟ ଆଜିବି ଦାଉ ଦାଉ ହୋଇ ଜଳୁଛି।】
#ଓଡ଼ିଆ #କବିତା #ସତ୍ୟ #ପ୍ରେମ
29/06/2023
🙏. ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🌹🙏🌹
🙏. ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନୂଆଁ ଭଜନ ଥରୁଟିଏ ଦେଖନ୍ତୁ। Video Link 👇🏿 https://youtu.be/H-GfxIo8Q1g
◆ ଏମିତି ଏକ ପିଲାଟିଏ ବନନ୍ତୁ ,
ଲୋକ ତୁମକୁ ବରଦାସ୍ତ ନୁହେଁ , ଯେମିତି ପସନ୍ଦ କରିବେ।
👩👦-> ନାରୀ ହେଉଛି ଏ ସୃଷ୍ଟିର ପ୍ରଥମ ଏବଂ ଶ୍ରେଷ୍ଠ ଶକ୍ତି ।
🌹🙏🌹 ଜୟ “ମା” 🌹🙏🌹
◆ ସରଳ ମଣିଷଙ୍କୁ ସମାଜରେ କାହିଁକି ଧକ୍କା ମିଳେ ?
◆ ବହୁତ୍ ସୁନ୍ଦର କଥାଟିଏ ନିଶ୍ଚିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।
🌹🙏🏻🌹 ହର ହର ମହାଦେବ 🌹🙏🏻🌹
● ଏତିକି ଅନୁରୋଧ ମୋର ଆପଣଙ୍କୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। 🌹🙏🏻🌹
● ମୋ ଭିଡ଼ିଓ ଦେଖୁଥିବା ସମସ୍ତ ବନ୍ଧୁଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଭଗବାନ୍ ଖୁସିରେ ରଖିଥାନ୍ତୁ।
● ମଣିଷର ଚରିତ୍ର ହିଁ ମଣିଷକୁ ମହାନ୍ ଓ ଅମର କରିଥାଏ।
🌹🙏🏻🌹ଜୟ ଜଗନ୍ନାଥ🌹🙏🏻🌹
🌹🙏🏻🌹ବନ୍ଧୁଗଣ 🌹🙏🏻🌹
● ମାନବୀୟ ସ୍ଵଭାବ ଭିତରେ
ପବିତ୍ର ସ୍ୱଭାବ ହେଉଛି ଏକ ସ୍ୱତନ୍ତ୍ର ସ୍ୱଭାବ।
🌹 ମନର ପବିତ୍ରତା କର୍ମରେ ଥାଏ ,
🌹 କର୍ମର ପବିତ୍ରତା ଦାନରେ ଥାଏ ,
🌹 ଦାନର ପବିତ୍ରତା ସ୍ଥାନରେ ଥାଏ ,
🌹 ସ୍ଥାନର ପବିତ୍ରତା ଜ୍ଞାନରେ ଥାଏ ,
🌹 ଜ୍ଞାନର ପବିତ୍ରତା ଗୁରୁ , ଭଗବାନଙ୍କ ଠାରେ ଥାଏ ,
🌹 ଗୁରୁ ,ଭଗବାନଙ୍କର ପବିତ୍ରତା ପ୍ରେମରେ ଥାଏ ।
🌹 ସତ୍ୟ କହିଲି ନା ! 🌹
🌹 ପ୍ରେମରୁ ଆରମ୍ଭ ଏ ଜୀବନ
ପ୍ରେମରେ ଶେଷ ହୋଇଯାଏ। 🌹
💐💐💐💐💐💐 ♥️💐💐💐💐💐💐
Click here to claim your Sponsored Listing.
Category
Contact the organization
Telephone
Website
Address
Odisha
Balasore
SORO,KHARASAHAPUR.