Radhe Radhe
Contact information, map and directions, contact form, opening hours, services, ratings, photos, videos and announcements from Radhe Radhe, Public Figure, Balasore.
14/12/2025
** ତୋ ବଂଶୀ ବାଜିଲେ **
ବଂଶୀ ସ୍ଵର ତୁମ ଶୁଭୁନାହିଁ ଆଉ
ବଂଶୀ କି ବାଜିବ କହ
ତୋ ବଂଶୀ ବାଜିଲେ ଗୋପୀ ଆସୁଥିଲେ
ଛାଡି ଘର ଦ୍ଵାର ମୋହ
କିଏ କହେ କାହିଁ ବଜାଅନା କାହ୍ନା
ବଂଶୀ କରେ ବାଟବଣା
ବଂଶୀ ଟି ବାଜିଲେ ହୃଦୟ ଚହଲେ
ହୃଦୟର ଉତ୍ତରଣା
ସେ ବଂଶୀ ସ୍ଵରରେ ରାଧା ପ୍ରାଣ ଝୁରେ
ଚନ୍ଦ୍ରସେଣା ଅଣଦେଖା
ଏ କି ଭାଗ୍ୟ ଦେଲୁ ଅଭାଗା କରିଲୁ
କେଉଁ ସୁଖ ଦେଲୁ ଲେଖା।
ଲଳିତା ବିଶାଖା ପୁଣି ଚିତ୍ରଲେଖା
ଯେତେ ଥିଲେ ରାଧା ସଖୀ
ରାଧା ପ୍ରେମ ଦେଖି ନଥିଲେ ନିର୍ମାଖୀ
ନିଜ ପ୍ରେମେ ନିଜେ ସୁଖୀ।
ଦେଖୁଥିଲେ ନିତି ମୋହନେ ଚିନ୍ତିତି
ମୋହନରେ ମୋହ ଭରି
ପାଉଥିଲେ ଗତି ରାଧା ସଙ୍ଗ ସଖୀ
ରାଧା ନାମ ଧରି ଧରି ।
ଏ କି ପ୍ରେମ ଥିଲା ହୃଦୟରୁ ଦୂରେ
ଆତ୍ମା ସଙ୍ଗ ମୋହ ଭରେ
ପାଇବକି କିଏ ତୋଦୟା ବିନାରେ
ସେ ବଂଶୀ ସୁରର ସୁରେ
ପ୍ରଶାନ୍ତ କୁମାର ହୋତା
Radhe Radhe 🙏🚩
10/09/2025
ଜହ୍ନ ବି ପ୍ରମାଣ କରିଦିଏ କିଛି ଜିନିଷ ଦୂର ରୁ ହିଁ
ସୁନ୍ଦର ଲାଗେ.......🌜✨🌛😊
ଯେମିତି ସମ୍ପର୍କ.......🥺 ।
Radhe Radhe...❣️
08/09/2025
ସୁନ୍ଦର୍ ତମ କଥା ଆଉ ବ୍ୟବହାର ,♥️♥️
ମିଠା ଲାଗେ ମତେ ତମ ର ସେ ଭାବନା,♥️♥️
ଗୋଟିଏ ମୁହୂର୍ତ୍ତ କାହିଁକି ମୁଁ ତମ ଠୁ ଦୂରେଇ ରହି ପାରେନା ।♥️♥️
ଏ କେମିତି ଅନୁଭୂତି ମୋର ,♥️♥️
ଯାଳେ ମତେ ରାତି ଦିନ ହେଲେ ଶୁଆଇ ଦିଏ ନା ।♥️♥️
ମୁଁ ହୁଏ ଭାରୀ ଆନ ମନା ♥️♥️
Radhe Radhe...❣️
18/07/2025
ତୁମ ରାଗ ଅଭିମାନ 😭🌹❤️🫵❤️🌹😭 #ଓଡ଼ିଆ
08/05/2025
Radhe Radhe 🙏 ❣️
The history of 💕🥰🫶
--------------------------+++++++++++++++++++++++
Sri Krishna Ji ki Bhakta
Jay Shree Radhe Radhe 🙏❣️🙏🦚🌹🪷🌼🌻
ଏମିତି ଜଣକୁ ପ୍ରେମ କର,ଯିଏକି ତୁମ ପ୍ରେମର ମୂଲ୍ୟ ବୁଝି ପାରୁଥିବ❤️।
❣️❣️❣️ " ରାଧେ ରାଧେ " ❣️❣️❣️-----------
--------+++++++++++++++🌹+++++++++++++------------🫶------------+++++++++++++++++-----------------++++++++++✌️++++++++++++++-----------❣️--------------+++++++++++++++❣️++++
-----------------------------------------+++++++++++
03/04/2025
With Rajalaxmi Panda – I just got recognized as one of their top fans! 🎉
26/03/2025
Radhe Radhe 🙏 ❣️
The history of 💕🥰🫶
--------------------------+++++++++++++++++++++++
Sri Krishna Ji ki Bhakta
Jay Shree Radhe Radhe 🙏❣️🙏🦚🌹🪷🌼🌻
ଏମିତି ଜଣକୁ ପ୍ରେମ କର,ଯିଏକି ତୁମ ପ୍ରେମର ମୂଲ୍ୟ ବୁଝି ପାରୁଥିବ❤️।
❣️❣️❣️ " ରାଧେ ରାଧେ " ❣️❣️❣️-----------
--------+++++++++++++++🌹+++++++++++++------------🫶------------+++++++++++++++++-----------------++++++++++✌️++++++++++++++-----------❣️--------------+++++++++++++++❣️++++
-----------------------------------------+++++++++++❣️
Click here to claim your Sponsored Listing.
Category
Culinary Team
Attire
Website
Address
Balasore
756047