Sumanta Kumar Jena
Social Worker
03/04/2026
#ପ୍ରଜ୍ଞାଭାରତୀ_ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକୋତ୍ସବରେ ସଭାପତିତ୍ଵ କରିବା ସହିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କଲି | ସ୍ଥାନୀୟ ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ରୂପେ ଏହି ଶିକ୍ଷାନୁଷ୍ଠାନ ବିଦ୍ୟାର୍ଥୀ ତଥା ନାଗରିକ ପ୍ରସ୍ତୁତ କରିବାର ଦାୟିତ୍ୱ ନିର୍ବାହ କରୁଛି । ଏହି ସଭାରେ ଆମ ଗହଣରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ ତଥା ଜେ ଜେ ଟ୍ୟୁଟୋରିଆଲର ନିର୍ଦ୍ଦେଶକ ଜଗନ୍ନାଥ ସାସମଲ, ମୂଖ୍ଯବକ୍ତା ଭାବେ ସମାଜସେବୀ ଅଭିଜିତ ଦାସ, ଏସୋସିଏଟ ପ୍ରଫେସର ଓମ୍ ପ୍ରକାଶ ପଣ୍ଡା ସମେତ ଅନ୍ୟ ବରିଷ୍ଠ ଅତିଥିବୃନ୍ଦ ଉପସ୍ଥିତ ଥିଲେ ।
02/04/2026
ନିଜ କର୍ମକୁ ନିଷ୍ଠାର ସହ କଲେ ତାହା ହିଁ ପ୍ରକୃତ ପୂଜା।
ସ୍ଵଚ୍ଛତା ହିଁ ସେବା
22/03/2026
ିଁ_ଜୀବନ_ଜଳ_ହିଁ_ବର୍ତ୍ତମାନ_ଜଳ_ହିଁ_ଭବିଷ୍ୟତ
ଏହାକୁ ସଂରକ୍ଷଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଏହି ବିଶ୍ୱ ଜଳ ଦିବସ ଉପଲକ୍ଷେ, ଆସନ୍ତୁ ଏକ ସଂକଳ୍ପ ନେବା, ଜଳର ସଠିକ ବ୍ୟବହାର ଓ ସଂରକ୍ଷଣ କରିବା। ପ୍ରକୃତି ଦ୍ଵାରା ଦିଆଯାଇଥିବା ଏହି ଅମୂଲ୍ୟ ସମ୍ପଦକୁ ରକ୍ଷା କରି, ଆସନ୍ତା ପିଢ଼ି ପାଇଁ ଏକ ନିରାପଦ ଭବିଷ୍ୟତ ନିର୍ମାଣ କରିବା।
21/03/2026
େଳାଭୂମି_ଆମ_ଗୌରବ
ବାଲେଶ୍ବର ଜିଲ୍ଲା ସଦର ବ୍ଳକ କଷାଫଳ ବେଳାଭୂମିରେ ବାରୁଣୀ ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା | ମେଳା ପରେ ସମୁଦ୍ର କୂଳ ଓ ଝାଉଁ ଜଙ୍ଗଲ ରେ ବହୁ ପରିମାଣରେ ପ୍ଲାଷ୍ଟିକ ବୋତଲ, ପଲିଥିନ୍ ଇତ୍ୟାଦି ପଡିଥିଲା | ଏହାକୁ ଲକ୍ଷ୍ୟ କରି କିଛି ସ୍ଥାନୀୟ ଯୁବକ ମାନଙ୍କୁ ଧରି ବେଳାଭୂମିକୁ ସ୍ଵଚ୍ଛ ଓ ପରିଷ୍କାର ରହିବାକୁ କିଛି ମାତ୍ର ପ୍ରୟାସ |
#प्लास्टिक_हटाओ_पर्यावरण_बचाओ।
.
#ପ୍ଲାଷ୍ଟିକ_ହଟାଅ_ପୃଥିବୀ_ବଞ୍ଚାଅ
20/03/2026
ବୈଦିକ ଗୁରୁକୁଳ ଆଶ୍ରମ ପିଞ୍ଛା ବଣିଆର ବାର୍ଷିକ ଉତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଯୋଗଦାନ |
Click here to claim your Sponsored Listing.
Category
Website
Address
Basta
Balasore
756029