Samarendra Fandom

Samarendra Fandom

Share

Dedicated to Samarendra Mishra
The local boy politician of Balangir , Odisha

29/06/2024
23/06/2024

କେ ବି ସିଂ ଦେଓ ବଲାଙ୍ଗୀର ର ..

ସମ୍ବଲପୁର ରେ ଆଗରୁ, university , ମେଡିକାଲ କଲେଜ ଆରୁ ହସ୍ପିଟାଲ ଅଛେ , କେନ ଜୁଗୁ ... e ହାଦେ IIM ଭି ହେଲା ... କିନ୍ତୁ ଫେର ଭି ହେବା ..
ଏଟା ଏ ମନ କର ରାଜା ଘରିଆ ଚାଲ ..

19/06/2024

Happy Birthday To Ji

20/05/2024

ବଲାଙ୍ଗୀର ରେ ପକ୍କା ବଲାଙ୍ଗୀରିଆ ..

20/05/2024

ବଲାଙ୍ଗିରିଆ ହିରୋ .. #ପକ୍କାବଲାଙ୍ଗିରିଆ 🥰😍😍😘

20/05/2024

ଠକି ଠକି କେତେ ଠକଵ , ସତ୍ କେ' କର ଫେସ୍..
ସତ୍ ଜିତବା ମିଛ୍ ହାର୍ବା,
ଇ'ଥର କଲି ଶେଷ..

20/05/2024

ଘରର୍ ଘଣ୍ଟି ଵାହାରେ ବାଜୁଛେ, ସେଟା ଗୁଟେ କେସ୍..
ପଡବା ଏଛେନ୍ ୪୨୦, ଵୁନ୍ଧୁ ହେବ ଶେଷ୍..!

20/05/2024

ଦେହେରାଡୁନିଆଁ ଚାବୁକ୍ ପରେ , ରଖଲେନ' ରାଜଉଆସେ..
ଚେଲା ଚାମୁଣ୍ଡା ତରକି୍ ଥ'ନ
ତେଲ୍ ମାଖିଥ ଊସାଷେ ! 😁😅😂🤣

20/05/2024

ଏ ଦାସ ମାନେ, କେତେ ଗାଉଛ ରଜା ଘରର ଗୁନ୍...
୪ ତାରିକ୍ ପଲେଇ ଯିବେ ,ତାକର ଦେହରାଦୁନ୍ ! 😝😛🤣

20/05/2024

୧୧ ବଜେ ର ଖବର .. ବିଜେଡି ଧାରା ପଡଲା .. ମାଡ଼ ଖାଇଲା ଗାଁ ବାସି ର ନୁ

20/05/2024

ଅପରାଧମୁକ୍ତ୍ କର୍ମୁ ବଲୁଛ , ନିଜେ ନାଈଁନ ସଫା..
ଗାଁ ଗାଁ ବୁଲି ଲୋକ କେ ପିଟୁଛ , ପହେଲା ମେଟ ନିଜର୍ ଦଫା.

Want your business to be the top-listed Advertising & Marketing Company in Balangir?
Click here to claim your Sponsored Listing.

Website

Address


Balangir
767001