Ankush Kumar Pandia
This page is related to the Managing Director of Maheswari Socio Welfare Organisation. JAI MAHESWARI
This Organisation is registered under Societies act 1860 and is working for the society since last 10 years.
16/10/2024
ପାଟଣାଗଡ଼ ମାହେଶ୍ଵରୀ ସଙ୍ଗଠନ ର ସଭାପତି ନିରୋଜ ପଟେଲ ଭାଈ ଙ୍କୁ ଜନ୍ମଦିନ ର ହାର୍ଦ୍ଦିକ ଶୁଭେଚ୍ଛା।
ପରିବର୍ତ୍ତନ ର ସ୍ୱର ମାହେଶ୍ଵରୀ... ଏହି ବାର୍ତ୍ତା କୁ ପାଟଣାଗଡ଼ ର କୋଣ ଅନୁକୋଣ ରେ ପହୁଞ୍ଚାଇବେ ବୋଲି ମୋର ଦୃଢ ବିଶ୍ବାସ।
30/09/2024
ଜଣେ ଦକ୍ଷ ସଂଗଠକ, ସରଳ ବିଶ୍ୱାସୀ, ସକାରାତ୍ମକ ମନୋଭାବ ରଖି ଥିବା ଜଣେ ନିଃସ୍ଵାର୍ଥପର ସେବକ ଏବଂ ମାହେଶ୍ଵରୀ ସଙ୍ଗଠନ ର ସଦର ବ୍ଲକ୍ ସଭାପତି ଦେବାଶିଷ ପାଣ୍ଡିଆ ଦାଦା ଙ୍କୁ ଜନ୍ମ ଦିନ ର ହାର୍ଦ୍ଦିକ ଶୁଭେଚ୍ଛା।
❤️🙏❤️🙏
Click here to claim your Sponsored Listing.
Category
Telephone
Website
Address
Balangir
767001