OMFED
From the green fields of our villages to the hearts of millions across the state, OMFED (Odisha State Cooperative Milk Producers’ Federation Ltd.)
stands as a symbol of purity, trust, and Odisha’s pride. The major objectives of "OMFED"
To carry out activities for promoting production. procurement, processing and marketing of milk & milk products for economic development of the rural farming community. Development and expansion of such allied activities as may be conducive for the promotion of the dairy industry. Improvement and protection
ଓଡ଼ିଶାର ପ୍ରତିଟି ସ୍ୱାଦ ସହିତ ଓମଫେଡ୍ର ଅତୁଟ ସମ୍ପର୍କ!
ଆମ ସଂସ୍କୃତି ଏବଂ ଆମ ଖାଦ୍ୟର ଏହି ଗୌରବମୟ ଯାତ୍ରାରେ ସାଥୀ ହୋଇ ରହିଥିବାରୁ ଓମଫେଡ୍ ଗର୍ବିତ।
[ Omfed , Milkofodisha , amaodisha , dairyproduct, taste , healthyfood , ]
ବିଶ୍ବ ଦୁଗ୍ଧ ଦିବସ - ୨୦୨୬
କଟକ ଜିଲ୍ଲା ଅରିଲୋସ୍ଥିତ ଓମଫେଡ୍ ପ୍ଲାଣ୍ଡଠାରେ। ୟାଜିତ ହୋଇଯାଇଛି ବିଶ୍ବ ଦୁଗ୍ଧ ଦିବସ -୨୦୨୬। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ଯକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି, ଗୋପାଳକଙ୍କ ଆର୍ଥିକ ସଶକ୍ତିକରଣ ଏବଂ ରାଜ୍ୟର ଗୋପାଳନ କ୍ଷେତ୍ରର ଦ୍ରୁତ ବିକାଶ ଉପରେ ଗୁରୁତ୍ବ ଦିଆଯାଇଥିଲା । ଏଠାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ପ୍ରକଳ୍ପ ଅନୁମୋଦନପତ୍ର ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧରୀ, ଓମଫେଡର ସଭାପତି ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ, ରାଜ୍ୟ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଓ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଉପସ୍ଥିତ �
02/06/2026
ଉତ୍ତର ହଁ ନା ନା?
ଯଦି ଆପଣ ବି କେସରର ଗାଢ଼ା ଆଉ ମିଠା ସ୍ୱାଦକୁ ଭଲ ପାଆନ୍ତି, ତେବେ Omfed Kesar Flavo ଆପଣଙ୍କ ପାଇଁ ଏକଦମ ପରଫେକ୍ଟ।
01/06/2026
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଏବଂ ଓମ୍ଫେଡ୍ର ମିଳିତ ଉଦ୍ୟମରେ ବିଶ୍ଵ ଦୁଗ୍ଧ ଦିବସ ପାଳିତ। ଏହି ଉପଲକ୍ଷେ ଓମ୍ଫେଡ୍ ଅରିଲୋ ପ୍ଲାଣ୍ଟରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଓମ୍ଫେଡ୍ ସଭାପତି ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଏବଂ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ପ୍ରମୁଖ ମଞ୍ଚାସୀନ ଥିଲେ।
Purity isn't made in a factory it starts in our villages.
Every single day, thousands of rural women pour their heart, long hours, and hard work into keeping Odisha nourished. From the village cooperative to the automated packaging, the technology only matters because of the human hands behind it.
[ Omfed , Milkofodisha , culture , odiapride , culture , purity ]
01/06/2026
Every morning in Odisha starts with a promise.
Pure, fresh, and handled with care- OMFED is the true taste of tradition in every sip!
[ Omfed , milkofodisha , fresh milk , tasty , bestmilk , healthy , odisha ,odia pride, dairyproduct]
❤️
30/05/2026
29/05/2026
ଓଡ଼ିଶାରେ ଶ୍ଵେତ ବିପ୍ଲବକୁ ଆଗେଇ ନେବା ସହ ଲକ୍ଷଲକ୍ଷ ଚାଷୀଙ୍କ ଆର୍ଥିକ ଉନ୍ନତି ପାଇଁ ଓମ୍ଫେଡ୍ ନିରନ୍ତର କାର୍ଯ୍ୟ କରୁଛି। ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଓମ୍ଫେଡ୍ ମୁଖ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ସବୁ ରେକର୍ଡ ଭାଙ୍ଗି ୧୦୩୬.୮୨ କୋଟି ଟଙ୍କାର କାରବାର କରିବା ସହ ମୋଟ୍ ଲାଭ ୧୦.୨୩ କୋଟି ଟଙ୍କା ହୋଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧିନରେ ୨୧ଟି ନୂତନ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଖୋଲାଯାଇଛି । ୪୪୫୫ ଟି ଦୁଗ୍ଧ ସମବାୟ ସମିତି ଜରିଆରେ ପ୍ରାୟ ୩.୨୪ଲକ୍ଷ ଚାଷୀଙ୍କଠାରୁ ଦୈନିକ ହାରାହାରି ୬.୭୦ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ ହେଉଛି । ରାଜ୍ୟର ବିଭିନ୍ନ ବ୍ଲକରେ ୧୬୦ ଗୋଟି ନୂତନ କ୍ଷୀରଧାରା କେନ୍ଦ୍ର ଖୋଲାଯାଇ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରାଯାଉଛି । ୨୦୩୦ ମସିହା ସୁଦ୍ଧା ୩.୨୮ ଲକ୍ଷ ଦୁଗ୍ଧ ଚାଷୀଙ୍କ ଆର୍ଥିକ ସମୃଦ୍ଧି ସୁନିଶ୍ଚିତ କରିବା ସହ ଦୁଗ୍ଧ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଓମ୍ଫେଡ୍ ସଂକଳ୍ପବଦ୍ଧ। ଏହି ସମୀକ୍ଷା ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମଚନ୍ଦ୍ର ଚୌଧରୀ, ଓମ୍ଫେଡ୍ ସଭାପତି ଶ୍ରୀ କିଶୋରଚନ୍ଦ୍ର ପ୍ରଧାନୀ, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘର କର୍ମକର୍ତ୍ତା ଏବଂ ବିଭିନ୍ନ ମିଲ୍କ ୟୁନିୟନର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Team Chai vs. Team Coffee : ଏହି ଗରମର ସବୁଠାରୁ ବଡ଼ ମୁକାବିଲା!
ଆପଣ ଯେଉଁ ଟିମ୍ରେ ବି ଥାଆନ୍ତୁ ନା କାହିଁକି, ଓମଫେଡ୍ର ଶୁଦ୍ଧତା ସହିତ ଏହି ଗରମକୁ ହରାନ୍ତୁ।
[Coffee , tea , Omfedmilk , milkofodisha, taste , best, hygiene, pure , chaivsTea]
coffee teatime milkofodisha dairyproducts
Contact the business
Telephone
Website
Opening Hours
| Monday | 10:00 - 17:30 |
| Tuesday | 10:00 - 17:00 |
| Wednesday | 10:00 - 17:00 |
| Thursday | 10:00 - 17:00 |
| Friday | 10:00 - 17:00 |
| Saturday | 10:00 - 17:00 |