sriganeshsahoo
all time news jatrakhbra jajpur news
Suvasmita Das Pattanaik thank you so much
16/11/2025
Jatra time
Jatrashree Biswadarabar
23/08/2025
ଯାତ୍ରା ଇନ୍ଦ୍ରଭୁବନର ସେଇ ଗୋଟିଏ ନାଟକ ଯାହାକି ଓଡ଼ିଶାର ବିଭିନ୍ନ ସ୍ଥାନରେ ୪ ରୁ ୫ ରାତି ଲେଖାଏଁ ମଞ୍ଚସ୍ଥ ହେଉଥିବା ନାଟକ "ନ' ଅଙ୍କ ଦୁର୍ଭିକ୍ଷ"। ଓଡ଼ିଶାର ସତ୍ୟ ଘଟଣାକୁ ନେଇ ନାଟକ, ଯାହା ଆଖିରେ ନଦେଖିଲେ ବିଶ୍ଵାସ କରିହେବ ନାହିଁ।
ଆସୁଅଛି ଆସୁଅଛି ପବିତ୍ର ରାହାସ ପୂର୍ଣ୍ଣିମା ଉପଲକ୍ଷେ ହରିପୁର କୁଞ୍ଜ ମେଳା ନରସିଂହ ପୁର କଚେରୀ ପଡିଆ କୁ ଆପଣ ମାନଙ୍କୁ ଭେଟି ଦେବ ମଦନ ମୋହନ ଜୀଉ ଯାତ୍ରା କମିଟି କଳିଙ୍ଗ ଗଣନାଟ୍ୟ ତା - ୩୦.୧୧.୨୩. ଠାରୁ ୩.୧୨.୨୩