Biranchi Rout Fan Club
Fan Page of Youth Leader Biranchi Rout
30/03/2026
#ଏପ୍ରିଲ_୧_ରୁ_୧୪ କେବଳ କିଛି ତାରିଖ ନୁହେଁ, ଏହା ଆମ ଇତିହାସ, ସ୍ୱାଭିମାନ ଓ ପରିଚୟର ମହାନ ପକ୍ଷ। ଶିଶୁର ଅକ୍ଷର ଶିକ୍ଷାଠାରୁ ବରପୁତ୍ରମାନଙ୍କୁ ସ୍ମରଣ କରିବା ଭିତରେ ଅନ୍ତର୍ନିହିତ ରହିଛି ସମୃଦ୍ଧ, ବିକଶିତ ଓ ସ୍ୱାଭିମାନୀ ଓଡ଼ିଶା ଗଢ଼ିବାର ସଂକଳ୍ପ l ଆସନ୍ତୁ, ଏହି ୧୪ ଦିନ ଓଡ଼ିଆ ହିସାବରେ, ଆମ ଅତୀତର ଗୌରବ ସହିତ ସମ୍ମିଳିତ ହେବା ଓ ଓଡ଼ିଆର ପରିଚୟକୁ ନେଇ ଗର୍ବ ଅନୁଭବ କରିବା l
#ଓଡ଼ିଆପକ୍ଷ
22/03/2026
We have arrived on the global stage. The world is ready to witness the sports love our Odisha has to offer.
Extremely proud to share that is hosting the World Athletics Indoor Championships, 2028. With the Odisha edition, the prestigious event is back in India after 22 long years. This milestone reflects our emergence as a global sporting hub and our unwavering commitment to world-class excellence.
We look forward to welcoming athletes and fans from across the globe and showcasing our organisational prowess, and Bharatiya hospitality at its very best.
Sincere gratitude to Hon’ble Prime Minister Shri Narendra Modi Ji for his continued guidance and support in strengthening our sporting ecosystem.
22/03/2026
ଡବଲ୍ ଇଞ୍ଜିନ୍ ସରକାରରେ ଓଡ଼ିଶା ସାଜୁଛି ବିଶ୍ୱରେ ସ୍ପୋର୍ଟ୍ସ ହବ୍ । ଭୁବନେଶ୍ୱରରେ ଆୟୋଜିତ ହେବ ଓଡ଼ିଶା ୨୦୨୮ 'ବିଶ୍ୱ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍' ।
Click here to claim your Sponsored Listing.