SNMLive
Jai Jagannath Swammi
Awareness is the root cause of many social diseases like ROAD ACCIDENT,UNEMPL
23/11/2025
ଅଶୁଭ ସକାଳ
୍କ_ଉପରେ_ମାଡ଼ିଗଲା_ବସ୍
- ଯାଜପୁର: ମର୍ଣ୍ଣିଂ ଓ୍ୱାକ୍ ବେଳେ ଲୋକଙ୍କ ଉପରେ ମାଡ଼ିଗଲା ହରଗୋୖରୀ ବସ୍
- ୪ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର
- ସଦର ଥାନା ବରୀ-ବରୁଆଁ ରାସ୍ତା ଧୋବାଗଳି ନିକଟରେ ଦୁର୍ଘଟଣା
23/11/2025
ଆପଣଙ୍କ ଜୀବନ ମୂଲ୍ୟବାନ
22/11/2025
ଭୁଲ କାହାର...???
-କେନ୍ଦୁଝର: କଲେଜ ବସ୍ ଓ ହାଇୱା ମୁହାଁମୁହିଁ ଧକ୍କା, ୭ ଆହତ
-୨ ଗାଡିର ଡ୍ରାଇଭରଙ୍କ ସହ ୫ ଛାତ୍ରଛାତ୍ରୀ ଆହତ
-ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡ ମାଣିକପୁର ନିକଟରେ ଦୁର୍ଘଟଣା
-ଆହତଙ୍କୁ ଚମ୍ପୁଆ ମେଡିକାଲ୍ରେ ଭର୍ତ୍ତି କରାଯାଇଛି
22/11/2025
Blood Donation Camp Organized at Tata Steel Kalinganagar on 18th November. Total 286 Blood Units collected. DHH Jajpur, Jajpur Road Blood Bank and Red Cross Cuttack Team have joined to collect Blood. Odisha Blood
ରଥଯାତ୍ରାର ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି।
ସକାଳ ୬ଟାରେ ମଙ୍ଗଳା ଆଳତି,
ମଇଲମ ସକାଳ ୬.୧୦ ରେ,
ସକାଳ ୬.୩୦ ରେ ତଡପଲାଗି,
ରୋଷ ହୋମ ସକାଳ ୬.୩୦ରେ,
ସକାଳ ୭ଟାରେ ଅବକାଶ,
ସକାଳ ୭.୧୦ ରେ ସୂର୍ଯ୍ୟ ପୂଜା,
ସକାଳ ୭.୩୦ ରେ ଦ୍ୱାରପାଳ ପୂଜା,
ସକାଳ ୭.୩୦ ସୁଦ୍ଧା ବେଶ ଶେଷ,
ଗୋପାଳ ବଲ୍ଲଭ ଏବଂ ସକାଳ ଧୁପା (ଖେଚୁଡି ଭୋଗ) ସକାଳ ୮ ରୁ ୯,
ସକାଳ ୯ଟାରେ ରଥ ପ୍ରତିଷ୍ଠା,
ସକାଳ ୯.୧୫ ରେ ମଙ୍ଗଳାର୍ପଣ,
ପହଣ୍ଡି ସକାଳ ୯.୩୦ରୁ ଆରମ୍ଭ ହେବ,
ପହଣ୍ଡି ଦିନ ୧୨.୩୦ ସୁଦ୍ଧା ଶେଷ ହେବ,
ଦିନ ୧୨.୩୦ ରୁ ୧ଟା ମଧ୍ୟରେ ଶ୍ରୀ ଶ୍ରୀ ମଦନ ମୋହନ, ଶ୍ରୀ ଶ୍ରୀ ରାମ ଏବଂ ଶ୍ରୀ ଶ୍ରୀ କୃଷ୍ଣ ବିଜେ,
ଚିତା ଲାଗି ଦିନ ୧.୩୦ ରୁ ୨ଟା ପର୍ଯ୍ୟନ୍ତ,
ବେଶ ଶେଷ ଅପରାହ୍ନ ୧.୩୦ ରୁ ୨.୩୦,
ଗଜପତି ରାଜାଙ୍କ ଦ୍ବାରା ଛେରା ପହଁରା ୨.୩୦ ରୁ ୩.୩୦,
ଚାରମାଳ ଫିଟା, ଘୋଡା ଏବଂ ସାରଥୀ ଲାଗିବେ ଅପରାହ୍ନ ୪ ଟା
ରଥଟଣା ଅପରାହ୍ନ ୪ଟାରେ ଆରମ୍ଭ।
JAI JAGANNATH SWAMMI
THE LORD OF UNIVERSE
26/06/2025
ଜୟ ଶ୍ରୀ ଜଗନ୍ନାଥ
26/06/2025
ଜୟ ଜଗନ୍ନାଥ ସ୍ୱାମୀ
The Lord of Universe
Click here to claim your Sponsored Listing.
Category
Contact the business
Website
Address
755026