Bikraam Ranjit Patnaik

Bikraam Ranjit Patnaik

Share

To protect & fight fr d rights of #People. To serve People with love care & dedication. To reach all.

Photos from Naveen Patnaik's post 08/07/2024

JAY JAGANNATH.

BONDEY UTKALA JANANI

08/07/2024

JAY JAGANNATH.

BONDEY UTKALA JANANI

28/04/2024

JAY JAGANNATH

CONGRATULATIONS TO ALL OUR CANDIDATES FOR THEIR CANDIDATURE FROM THEIR RESPETIVE ASSEMBLY SEATS.








BJD I.T. Wing
CMO Odisha
Naveen Patnaik SIR.
V K Pandian Sir.
Pranab Prakash Das .
Biju Yuva Janata Dal
Biju Janata Dal Odisha

BONDEY UTKALA JANANI

ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଷ୍ଟମ ପର୍ଯ୍ୟାୟରେ ଘୋଷଣା ହୋଇଥିବା Biju Janata Dal Odishaର ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଓଡ଼ିଶାବାସୀଙ୍କ ସେବାକୁ ସଙ୍କଳ୍ପ ଭାବେ ଗ୍ରହଣ କରି ସମସ୍ତେ ଆଗକୁ ବଢ଼ନ୍ତୁ। ଏକ ସଶକ୍ତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଆମ ସଭିଙ୍କ ସଙ୍କଳ୍ପ ହେଉ।

07/08/2023

୬୦ବର୍ଷରୁ ଊର୍ଦ୍ଧ୍ଵ ବୟସର କାରିଗରଙ୍କ ପାଇଁ ସହାୟ ହୋଇଛି 'ବରିଷ୍ଠ ବୁଣାକାର ସହାୟତା ଯୋଜନା'। ଏଥିରେ ବରିଷ୍ଠ ବୁଣାକାରଙ୍କ ପାଇଁ ପେନସନ ବ୍ୟବସ୍ଥା ବାର୍ଦ୍ଧକ୍ୟ ଅବସ୍ଥାରେ ସେମାନଙ୍କ ଆର୍ଥିକ କଷ୍ଟ ଲାଘବ କରିବାରେ ସହାୟକ ହେଉଛି।

CM Naveen Sanctions Madhu Babu Pension For Additional 4.13 Lakh Aspirants | News Room Odisha 07/08/2023

CM Naveen Sanctions Madhu Babu Pension For Additional 4.13 Lakh Aspirants | News Room Odisha Bhubaneswar: In an important decision, that is going to bring immense cheer for the social security pension aspirants, Chief Minister Naveen Patnaik has sanctioned Madhu Babu Pension benefits for additional 4.13 applicants at one go. Considering the grievances received during the visit of CMO to dis...

07/08/2023
07/08/2023
Photos from Biju Yuva Janata Dal's post 07/08/2023

KAY JAGANNATH.

Biju Yuva Janata Dal

07/08/2023
07/08/2023

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ମଧୁବାବୁ ପେନସନ ଯୋଜନାରେ ଏକକାଳୀନ ଆଉ ୪.୧୩ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିଛନ୍ତି।ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋ ସରକାର କାର୍ଯ୍ୟକ୍ରମ ଅଧୀନରେ ସଂଗୃହୀତ ଲୋକଙ୍କ ମତାମତକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ଲୋକଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ଵାରା ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୨୮.୬୧ ଲକ୍ଷରୁ ୩୨.୭୫ ଲକ୍ଷକୁ ବୃଦ୍ଧି ହୋଇଛି। ନୂତନ ଭାବେ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ଚଳିତ ୨୦୨୩ ଅଗଷ୍ଟ ମାସ ୧୫ ତାରିଖ; ଜନ ସେବା ଦିବସରୁ ପେନସନ୍ ପ୍ରଦାନ କରାଯିବ।

ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ଏବଂ ୱାର୍ଡ କାର୍ଯ୍ୟାଳୟରେ ନୂଆ ହିତାଧିକାରୀଙ୍କୁ ପେନସନ ବିତରଣ କରାଯିବ। ହିତାଧିକାରୀଙ୍କ ପେନସନ୍ ପ୍ରଦାନ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

Photos from CMO Odisha's post 07/08/2023
07/08/2023

has a very rich & vibrant heritage of exquisite handloom and finest weaves, honed over generations of artists and craftsmen. On , let’s celebrate the rich legacy of weaving tradition which has created a niche for across the world.

Want your public figure to be the top-listed Public Figure in Cuttack?
Click here to claim your Sponsored Listing.

Category

Telephone

Address

Cuttack
754100