Aparna Das Appi
State General Secretary, Biju Yuva Janata Dal, Odisha
31/12/2023
ଇଂରାଜୀ ନବ ବର୍ଷ ୨୦୨୪ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ ।
ନୂଆ ବର୍ଷର ନୂତନ ସୂର୍ଯ୍ୟ, ନୂଆ ଆଶା ଓ ନୂଆ ସ୍ୱପ୍ନ ନେଇ ଆସୁ । ସମସ୍ତଙ୍କ ଭିତରେ ଅଫୁରନ୍ତ ଉତ୍ସାହ ଓ ଉଦ୍ଦୀପନା ଭରିଦେଉ । ପ୍ରଭୁ ଜଗନ୍ନାଥ ସର୍ବଦା ସୁସ୍ଥ ସବଳ ରଖି ଲକ୍ଷ ପଥରେ ଆଗେଇ ନିଅନ୍ତୁ
🙏🙏💐💐
26/11/2023
I have reached 1.5K followers! Thank you for your continued support. I could not have done it without each of you. 🙏🤗🎉
21/09/2023
୍ନାଥ 🙏🙏🙏
19/09/2023
ଓଁ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ,
ନିର୍ଭିଘ୍ନ କୁରମେଦେବ ସର୍ବକାର୍ଯ୍ୟେସୁ ସର୍ବଦା ||
ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା | ପ୍ରଭୁ ଶ୍ରୀ ସିଦ୍ଧିବିନାୟକଙ୍କ କରୁଣାରୁ ସମସ୍ତଙ୍କ ଜୀବନରେ ଅଜ୍ଞାନର ଅନ୍ଧକାର ଦୁରିଭୂତ ହୋଇ ଜ୍ଞାନର ପ୍ରଦୀପ ପ୍ରଜ୍ଜଳିତ ହେଉ ଏବଂ ସୁଖ ସମୃଦ୍ଧିରେ ଭରିଯାଉ ||🙏🙏
#ଗଣେଶଚଥୁର୍ଥୀ 🙏
14/09/2023
Believe and work hard,,, and all your dreams will come true...
08/08/2023
କଟକର ବାଲିଯାତ୍ରା ପଡ଼ିଆଠାରେ ସଚିବ Sir ଜିଲ୍ଲାର ଜୁନିୟର ଏବଂ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି। ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ଵ ଦେଇ ଜିଲ୍ଲାର ସବୁ କଲେଜକୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। କଲେଜଗୁଡ଼ିକର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ Sir ₹୬୩ କୋଟି ମଞ୍ଜୁର କରିଥିବା ସଚିବ କହିଛନ୍ତି....
Naveen Patnaik Debashish Samantaray
03/08/2023
ରାଜ୍ୟ ସରକାରଙ୍କ ନିରାମୟ ଯୋଜନାର ଉପଦେଷ୍ଟା ତଥା ବଡଭାଇ ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳଙ୍କ ମା ନୟନା ବିଶ୍ୱାଳଙ୍କର ଦେହାନ୍ତ ଖବର ପାଇ ମୁଁ ଗଭୀର ମର୍ମାହତ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପାର୍ଥନା କରୁଛି🙏🙏🙏🙏
01/08/2023
#ଉନ୍ନୟନ_ପରିଷଦ_ଅଧ୍ୟକ୍ଷ_ନିଯୁକ୍ତି
ରାଜ୍ୟ ସରକାର ପକ୍ଷରୁ ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ପରିଷଦଗୁଡ଼ିକ ଜରିଆରେ ରାଜ୍ୟର ଜନଜାତିମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ସୁନିଶ୍ଚିତ କରାଯାଉଛି।
01/08/2023
Naveen Patnaik Biju Janata Dal Odisha
31/07/2023
Our CM... Our Pride🙏
Naveen Patnaik
29/06/2023
ପବିତ୍ର ବାହୁଡା଼ଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ....ଜଗତରନାଥ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ଘଣ୍ଟଘୋଡେଇ ରଖନ୍ତୁ....🙏🙏
Click here to claim your Sponsored Listing.