Arjun express
ଏଇଠି ଯାହାର ଭଲ କରିବୁ ସେ ହିଁ ତୋର ଖରାପ ଚାହିଁବ...
*ସେହି ଲୋକ ମାନଙ୍କୁ ଧନ୍ୟବାଦ୍ ଯେଉଁ ମାନେ ମୋତେ ମୂଲ୍ୟହୀନ ଦେଖେଇଲେ ସେମାନଙ୍କ ଲାଗି ମୁଁ ମୋ ନିଜର ମୂଲ୍ୟ ଜାଣି ପାରିଲି..
15 ତାରିଖ ରାତିରେ ଏକ ମାଙ୍କଡ଼ ଆସି କୁଣ୍ଡି କୁକୁଡ଼ା ଜୟପୁର ଥିବା ମଣି ମହେଶ୍ୱରଙ୍କ ମନ୍ଦିର ଚାରିପାଖେ ଅନେକ ବାର ବୁଲି ଠାକୁରଙ୍କ ପାହାଚରେ ବସିଥିଲା କିନ୍ତୁ 16 ତାରିଖ ଦିନ ରାତି 4ଟାରେ ଠାକୁରଙ୍କ ଦ୍ଵିତୀୟ ପାହାଚରେ ମଥା ପାତି ପ୍ରାଣ ତ୍ୟାଗ କଲା ତେଣୁ ଆମେ ଏଇ ମାଙ୍କଡ଼ ର ମର ଶରୀରକୁ ଗାଁ ଶେଷ ମୁଣ୍ଡରେ ଥିବା ବାଲିଙ୍ଗ୍ ମୋଟା ମସାଣି ରେ ସମାଧିସ୍ଥ କରି ଏକ ବଟ ବୃକ୍ଷ ରୋପଣ କଲୁ ଏହି ବଟ ବୃକ୍ଷ ନାମ ହନୁବର ବୋଲି ନାମିତ କଲୁ ଜୟ ଶ୍ରୀରାମ ଶ୍ରୀରାମ
Digital Diwali 🎇🎇🪔🪔
Click here to claim your Sponsored Listing.
Category
Website
Address
Cuttack
754204