Kumar bulu Dash
Contact information, map and directions, contact form, opening hours, services, ratings, photos, videos and announcements from Kumar bulu Dash, Public Figure, Cuttack.
ଜମରା ଗାଁ ର ଦୁର୍ଗା ପୂଜା ଭସାଣି
ଆସିଗଲା ମାଙ୍କ ପୂଜା ଦଶହରା ପାର୍ବଣ / ଆପଣଙ୍କ ଗାଁ ରେ ହେଉଛିକି comment ରେ କୁହନ୍ତୁ
#ନିଶ୍ଚିନ୍ତକୋଇଲି
ଗଣେଷ ପୂଜା ଭସାଣି ରେ ଆଶ୍ଚର୍ଯ୍ୟ ଭଳି ଘଟଣା 🙏🙏🙏🙏 #ନିଶ୍ଚିନ୍ତକୋଇଲି
#ନିଶ୍ଚିନ୍ତକୋଇଲି ବଜାର ନିକଟ 8 ନଂ କେନାଲ ରେ ଏକ ଶବ ଭାସୁଥିବା ବେଳେ ପୋଲିସ ସହାୟତାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ।ଶବ ର ପକେଟ ରୁ ଏକ ଠିକଣା ପୋଲିସ ଉଦ୍ଧାର କରିଛି।ନାମ-ବିଶ୍ୱଜିତ ମହାନ୍ତି, ପିତା-ଗୁରୁ ଚରଣ ମହାନ୍ତି, ଘର-ମୁଗୁରିଆ(ଧାରବିଲ)ଥାନା-କିଶୋରନଗର,ଜିଲା-କଟକ।ଘଟଣା ସ୍ଥଳରେ ପୋଲିସ ର ତଦନ୍ତ ଜାରି।
ରାନୀ ପ୍ରିୟଦର୍ଶିନୀ ଙ୍କର ସମାଜ ସେବା 🙏👍🙏🫣😅
#ନିଶ୍ଚିନ୍ତକୋଇଲି_ବ୍ଲକ #ସୁଭଦ୍ରା_ଯୋଜନା_ଫର୍ମ ପାଇଁ ଅଙ୍ଗନବାଡି ଦିଦି ନେଉଥିଲେ 100ଟଙ୍କା CDPO କଲେ ଚଢ଼ାଉ
Click here to claim your Sponsored Listing.