ORPHA CTC
Odisha Registered Pharmacist Association
01/12/2023
25/11/2023
5803 mphw m ପଦ ଏବଂ 2390 ଫାର୍ମାସି ଅଫିସର ପଦ ସମୁଦାୟ 8193 ପଦ ଫାର୍ମାସିଷ୍ଟ ମାନଙ୍କ ପାଇଁ ସୃଷ୍ଟି କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର, ମାନ୍ୟବର 5T ଏବଂ ନବୀନ ଓଡିଶା ଅଧକ୍ଷ VK ପାଣ୍ଡିଆନ ସାର, ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ ସାର, ସଂମ୍ନାନନିୟା ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶାଳିନୀ ପଣ୍ଡିତ ମାଡାମ ଙ୍କୁ 65000 ଫାର୍ମାସିଷ୍ଟ ଏବଂ ଫାର୍ମାସି ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ,ଶୁଭେଚ୍ଛା, ଶୁଭକାମନା. ଜୟ ଜଗନ୍ନାଥ 🙏.
ଜୟ ଓରଫା.
ଦୀପ୍ତି ରଞ୍ଜନ ସ୍ୱାଇଁ
ସଭାପତି ଓରଫା
ସବ୍ୟସାଚୀ ପଣ୍ଡା
ସମ୍ପାଦକ ଓରଫା.
CMO Odisha
V K Pandian Fan Club
Pranab Prakash Das
21/11/2023
Congratulations
Odisha Sub-ordinate Staff Selection Commission (OSSSC) ଏତେ ଦାୟିତ୍ବହୀନ କଣ ପାଇଁ, OSSSC ର ଅଫିସିଆଲ ଓ୍ବେବ୍ ସାଇଟ୍ ରେ ସାରା ଓଡ଼ିଶା ର ବିଭିନ୍ନ ବିଭାଗର ଚାକିରି ଆଶାୟୀ ପ୍ରାର୍ଥୀ ରିକ୍ୟୁଟମେଣ୍ଟ କ୍ୟାଲେଣ୍ଡର ଉପରେ ନଜର ରଖିଥିବାବେଳେ OSSSC ର ସେଥିରେ କୌଣସି ପୋଷ୍ଟ ରିଲିଜ ପାଇଁ ନୋଟିସ ଜାରି ନ କରିବା କିମ୍ବା ସେଥରେ କୌଣସି ପରିବର୍ତ୍ତନ ନ କରିବା ଲକ୍ଷ ଲକ୍ଷ ଚାକିରି ଆଶାୟୀ ପ୍ରାର୍ଥୀ ମାନଙ୍କ ମନକୁ କୁଠାରାଘାତ କରିଛି।
ସବୁଠୁ ବଡ କଥା ଆଜି ସେପ୍ଟେମ୍ବର ମାସ ର ୨ ତାରିଖ ହୋଇ ଥିଲେ ମଧ୍ଯ OSSSC ଅଫିସିଆଲ ଓ୍ବେବ୍ ସାଇଟ୍ ରେ ଅଗଷ୍ଟ ମାସରେ ପ୍ରକାଶ ପାଇବାକୁ ଥିବା ପୋଷ୍ଟ ଉପରେ କୌଣସି ଅପଡେଟ କରାଯାଇନାହିଁ , ଏହା OSSSC ର ଅପାରଗତା ନୁହେଁ ତ ଆଉ କଣ?
କଣ ପାଇଁ OSSSC ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି..?
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ ଓ ମାନ୍ୟବର 5T ସଚିବ ଭି.କେ ପାଣ୍ଡିଆନ ସାର ଙ୍କୁ ଅନୁରୋଧ ତୁରନ୍ତ ଏହି ଘଟଣା ଉପରେ ଉଚିତ୍ ପଦଷେପ ଗ୍ରହଣ କର ନ୍ତୁ ।
*ଓଡ଼ିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ*
CMO Odisha
Health & Family Welfare Department, Government of OdishaHealth & Family Welfare Department, Government of Odisha
Odisha registered Pharmacist AssociationOdisha registered Pharmacist Association - ORPhAORPhA
V K Pandian Fan Club
5T MO SARKAR (ODISHA)5T MO SARKAR (ODISHA)5T MO SARKAR (ODISHA)
V K.. Pandian 5T.V K.. Pandian 5T.V K.. Pandian 5T.V K.. Pandian 5T.
V.K.Pandian (IAS) PS Of
CMO / 5T Secretary Govt. Of
OdishaV.K.Pandian (IAS) PS Of
CMO / 5T Secretary Govt. Of
OdishaV.K.Pandian (IAS) PS Of
CMO / 5T Secretary Govt. Of
OdishaV.K.Pandian (IAS) PS Of
CMO / 5T Secretary Govt. Of
Odisha
Odisha Sub-ordinate Staff Selection Commission
OTV BHUBANESWAR
14/08/2023
As we remember our national heroes today, let's pledge to always uphold our national unity so that we can live together in peace. Happy Independence Day!" "Let's stand up high to show respect for the ones who died for the independence of India. Happy Independence Day!
Orpha Puri
Orpha Kalahandi
Orpha Koraput
Orpha Kendrapara
ORPHA CTC
Odisha registered Pharmacist Association - ORPhA
Click here to claim your Sponsored Listing.
Category
Telephone
Website
Address
Cuttack