Mahanga Express
Contact information, map and directions, contact form, opening hours, services, ratings, photos, videos and announcements from Mahanga Express, News & Media Website, Jajpur.
ବୌଦ୍ଧପୀଠ ଲଳିତଗିରି ଉପରେ ଏକ ସୁନ୍ଦର ବର୍ଣ୍ଣନା। ନିଶ୍ଚିତ ଥରେ ଶୁଣନ୍ତୁ ମନକୁ ଛୁଇଁ ଯିବ।
ମାହାଙ୍ଗା ର ଛାତ୍ର ଛାତ୍ରୀ ଙ୍କୁ ଉଦବଧନ ଦେଇ ମାହାଙ୍ଗାର ମାନ୍ୟବର ବିଧାୟକ କଣ କହିଲେ ଶୁଣନ୍ତୁ।
#ପୁଣି_ଆରମ୍ଭ_ହେଲା_ମାହାଙ୍ଗାରେ_ଲଢେ଼ଇ_କିଏ_ଅସଲି_କିଏ_ନକଲି
ବିହାର ଆଉ ନୂଆପଡ଼ା ବିଜୟ ପରେ ମାହାଙ୍ଗାରେ ବିଜେପି ପତାକା କୁ ନେଇ ରାଜନୀତି ଉଷ୍ମତା, କିଏ ଭାରତୀୟ ଜନତା ପାର୍ଟିର ଆଉ କିଏ ହଳଦିଆ ରଙ୍ଗର ତାକୁ ନେଇ ଦ୍ଵନ୍ଦ। ମାହାଙ୍ଗା ବିଧାୟକଙ୍କୁ ଶିଶୁପାଳ କହି ତାତ୍ସଲ୍ୟ କଲେ ବିଜେପି ନେତା ସୁମନ୍ତ ଘଡେ଼ଇ।
#ରକ୍ତ_ରାଜନୀତିକୁ_କଡ଼ା_ସମାଲୋଚନା
ମାହାଙ୍ଗା ମାଟିରେ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କଲେ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ପୁଣି ରକ୍ତ ରାଜନୀତିକୁ ନେଇ କଲେ କଡା ସମାଲୋଚନା।
ବ୍ୟଙ୍ଗ କବିତାର ଶକ୍ତିରେ ସମାଜକୁ ଆଇନା ଦେଖାଇଛନ୍ତି ବୀରକେଶୋର ସ୍ୱାଇ |
Click here to claim your Sponsored Listing.
Category
Culinary Team
Attire
Contact the business
Telephone
Website
Address
754214