Kumar Bimal

Kumar Bimal

Share

Bimal Kumar Raul, Journalist, Odia storyteller .

14/01/2026

New Zealand won by 7 wickets .
India innings 7/284
S. Gill 56, KL Rahul 112*
Bowling : K. Clarke 3/56
New Zealand innings 3/286(47.3 Ov)
Will Young 87, Daryl Mitchell 131*
Bowling : P. Krishna 1/49
-----------
3 match series level 1-1
-----------
MOTM: D. Mitchell

13/01/2026

ରାଜକୋଟରେ ହିଟମ୍ୟାନ

13/01/2026

ଆଇଏସଏଲ ଖେଳିବ ଓଡିଶା ଏଫସି

12/01/2026

With Kumar Bimal – I just got recognised as one of their top fans! 🎉

12/01/2026

ଶିକାରୀ ଆଖି...

09/01/2026

RCB won by 3 wickets .

MI innings 6/154
Nicola Carey 40, Sanjeevan Sajana 45
Bowling : Nadine De Klerk 4/26
RCB innings 7/157
De Klerk 63*
Bowling : N. Carey 2/35, Amelia Kerr 2/13
POTM : De Klerk

09/01/2026

No caption ...

09/01/2026

WPL ଆରମ୍ଭ ...

07/01/2026

CM Trophy 2.0 । ଆଜିଠୁ ପଞ୍ଜିକରଣ ଆରମ୍ଭ । ଏଥର #ଫୁଟବଲ, #ଖୋ ଖୋ, #କବାଡି ଓ #ଭଲିବଲରେ ପ୍ରତିଯୋଗିତା । ୩୧ ହଜାର ବାଳକ ଓ ବାଳିକା ସାମିଲ ହେବା ନେଇ ଆଶା ରଖାଯାଇଛି ।

07/01/2026

ଖୁସି ଖବର । ଆଇଏସଏଲ ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ।

07/01/2026

ବାଂଲାଦେଶର ଅନୁରୋଧକୁ ଆଇସିସି ଅଗ୍ରାହ୍ୟ କଲା । ଭାରତରେ ଟି୨୦ ବିଶ୍ବକପ ନଖେଳିବାକୁ ଅନୁରୋଧ କରିଥିଲା ବାଂଲାଦେଶ କ୍ରିକେଟ ବୋର୍ଡ । ସୁରକ୍ଷା ଦୃଷ୍ଟିରୁ ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବାକୁ ଆଇସିସିକୁ ଲିଖିତ ଭାବେ ଜଣାଇଥିଲା ।

Want your public figure to be the top-listed Public Figure in Bhubaneswar?
Click here to claim your Sponsored Listing.

Category

Website

Address

Bhubaneswar
751019