Bada Khabar
Standing fearless. Speaking truth. Serving Odisha with impartiality. 'ଲୋକ'ଙ୍କ ଚ୍ୟାନେଲ
ସୁଜାତା ମିଶିବେ...ବରିଷ୍ଠ ସହିବେ ତ?
🔴 LIVE || ଫାଇଲ ଚୋରିର ସତ, ସେଦିନ ସଚିବାଳୟରେ କ'ଣ ଘଟିଥିଲା?
LIVE: ସୁଜାତା ମିଶିବେ!, ବରିଷ୍ଠ ସହିବେ ତ?
ପୁରୀ ସମଙ୍ଗ ହେଲିପ୍ୟାଡ୍ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ...ଖରାପ ପାଗ ଯୋଗୁଁ ମଝି ଆକାଶରୁ ଫେରିଲା ବିମାନ
🔴 LIVE || ଅପରାହ୍ନର ବଡ଼ ଖବର || BADA KHABAR TV
ରଥଖଳାରେ ଉଠିଲା ଚତୁର୍ଥ ହରିବୋଲ...୪୮ ଦିନରେ ତିନି ରଥର ଛଅ କାଠ ଭୂଇଁ ପ୍ରସ୍ତୁତ
🔴 LIVE || ସମ୍ପର୍କରେ ତିକ୍ତତା, ଗଡୁଛି ମୁଣ୍ଡ || BADA KHABAR TV
08/06/2026
#ବ୍ରାହ୍ମଣୀରେ_ଭାସିଗଲେ_୩_ସାଙ୍ଗ
-ବ୍ରାହ୍ମଣୀ ନଦୀରେ ବୁଡ଼ି ଯାଇ ଜଣେ ମୃତ, ୨ ନିଖୋଜ
-ଜଗନ୍ନାଥ ମନ୍ଦିର ପାଖ ଘାଟରେ ୩ ସାଙ୍ଗ ଗାଧୋଇଲା ବେଳେ ଭାସିଗଲେ
-ଜଣେ ମୃତ ଅବସ୍ଥାରେ ଉଦ୍ଧାର, ଆଉ ୨ ଜଣଙ୍କୁ ଖୋଜୁଛନ୍ତି ଫାୟାର ଟିମ୍
08/06/2026
#ଚନ୍ଦ୍ରିକାଙ୍କ_ବୟଫ୍ରେଣ୍ଡଙ୍କୁ_ଖୋଜୁଛୁ: ଡିସିପି
-ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ କଟକ ଡିସିପିଙ୍କ ପ୍ରତିକ୍ରିୟା
-‘ପ୍ରାଇଭେଟ୍ ଗାଡ଼ିରେ ଚନ୍ଦ୍ରିକା ବ୍ରିଜ ନିକଟକୁ ଆସିଥିଲେ, ସିସିଟିଭି ମିଳିଛି’
-‘ପରିବାର ଲୋକ ଯେଉଁ ଅଭିଯୋଗ ଆଣିଛନ୍ତି ତାର ତଦନ୍ତ ହେଉଛି’
-‘ମୋବାଇଲ ନମ୍ବର ଯାଞ୍ଚ ସହ ହ୍ବାଟ୍ସଆପ୍ ଚାଟିଂ ଯାଞ୍ଚ ହେଉଛି’
-‘ସେଥିରୁ କିଛି ସୁରାକ୍ ମିଳିଛି, ୨ଟି ଟିମ୍ ଗଠନ ହୋଇଛି’
-‘ବୟଫ୍ରେଣ୍ଡଙ୍କୁ ଖୋଜୁଛୁ, ବିଭିନ୍ନ ସ୍ଥାନରେ ଟିମ୍ ରେଡ୍ ମଧ୍ୟ କରିଛି’
-‘ଚନ୍ଦ୍ରିକା ନିଜ ରଙ୍ଗକୁ ନେଇ ନେଇ ଚିନ୍ତିତ ଥିଲେ କହିଛନ୍ତି ପରିବାର’
-ପିଏମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେଵ- ଡିସିପି
08/06/2026
#ଯନ୍ତ୍ରୀଙ୍କ_ଘରୁ_ମିଳିଲାଣି_୧_କିଲୋରୁ_ଊର୍ଦ୍ଧ୍ବ_ସୁନା
-ଗିରଫ ଯନ୍ତ୍ରୀଙ୍କ ଘରୁ ମିଳିଲାଣି ୧ କିଲୋରୁ ଊର୍ଦ୍ଧ୍ବ ସୁନା
-ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ବେହେରା
-ଏଯାବତ ୧ କିଲୋ ୨୫୫ ଗ୍ରାମ ସୁନା ମିଳିଥିବା ଭିଜିଲାନ୍ସର ସୂଚନା
-ପୂର୍ବରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଧ୍ୟ ଲକରରୁ ପାଇଥିଲା ଭିଜିଲାନ୍ସ
Click here to claim your Sponsored Listing.
Category
Website
Address
751012